ACF ଡେଥ ମିଷ୍ଟ୍ରି: ଆସିଲା ନୂଆ ମୋଡ, କାହିଁକି ଜମାନବନ୍ଦୀ ଲେଖିବା ସମୟରେ ବସିଥିଲେ DFO…. ଦେଖନ୍ତୁ Video

ମୃ-ତ ସୌମ୍ଯ ଥିଲେ ଏସି ଏଫ ଓ । ଜଙ୍ଗଲରେ ନିଆଁ ଲାଗିଲେ କିପରି ଲିଭଜାଏ ସେ ନେଇଥିଲେ ଟ୍ରେନିଂ । କିରୋସିନରେ ପୋଡି ହୋଇ କିଭଳି ମୃ-ତ୍ୟୁ ବାରାଁ କରିଥିଲେ ଏସି ଏଫ ଓ ସୌମ୍ଯ । ପୋ-ଲି-ସ ଜମାନା ବନ୍ଦୀ ଲେଖିଲା ବେଳେ ଡିଏଫ ଓ ବସି ଶେଠୀ କଣ କରୁଥିଲେ ।

ଡି ଏଫ ଓ ଘରର ଚାବି ରଖୀ ପ୍ରମାଣ ନଷ୍ଟ କରିଛନ୍ତିକି । ସୌମ୍ୟଙ୍କ ସନ୍ଦେହ ଜନକ ମୃ-ତ୍ୟୁରେ ଡି ଏଫ ଓ ଙ୍କୁ କିଭଳି ମିଳିଲା କ୍ଳିନ ଚିଟ । ପ୍ରଶ୍ନ କରିଛନ୍ତି ମାନବାଧିକାରୀ ପରିଷଦର ଗଜପତି ଶାଖାର ସଦସ୍ୟ ? ସୌମ୍ୟଙ୍କର ଯାହା ତଦନ୍ତ ଚାଲିଥିଲା ପୋ-ଲି-ସ ଦ୍ଵାରା ସଠିକ ଭାବରେ ଗଲା ନହିଁ ।

ଶେଠୀ ଲାଗି ମାନବ ଅଧିକାରୀ ଗଜପତି ଶାଖାର ସଦସ୍ୟ ଏକାଠି ହୋଇକି ଚିଫ ଯଷ୍ଟିସ, ଗଭର୍ନର, ମୁଖ୍ୟ ମନ୍ତ୍ରୀ, ଡିଜି ,ହୋମ ଡିପାର୍ଟମେଣ୍ଟକୁ ଚିଠି କରିବୁ ଓ ସିବିଆଇ ତଦନ୍ତ କରିବା ପାଇଁ ଦବୁ ପତ୍ର ଆଜି ଦିଆଯିବ । ଦିତୀୟ କଥା ହେଉଛି ସୌମ୍ଯ ହେଉଛନ୍ତି ଜଣେ ଏସି ଏଫ ଓ ତାଙ୍କୁ ଗୋଟିଏ ଅଲଗା ପଶିକ୍ଷଣ ଦିଆଯାଇଥାଏ ଜଙ୍ଗଲରେ ନିଆଁ ଲାଗିଲେ ଓ ନିଜ ଦେହରେ ନିଆଁ ଲାଗିଲେ କେମିତି ଲିଭାଯାଇଥାଏ ।

କିନ୍ତୁ ସେ କିପରି କିରୋସିନରେ ପୋଡି ହୋଇଗଲେ । ଏହା ହେଉଛି ଗୋଟିଏ ପ୍ରଶ୍ନ ବାଚୀ ହୋଇ ରହିଗଲା । ସୌମ୍ୟଙ୍କ ମୃ-ତ୍ୟୁକୁ ୧୯ ଦିନ ବିତିଗଲା ହେଲେ ପରଳା ଖେମୁଣ୍ଡି ପୋ-ଲି-ସ ପ୍ରକୃତ ହ-ତ୍ୟା କାରୀ ପାଖରେ ପହଞ୍ଚି ପାରି ନହିଁ । ହ-ତ୍ୟା କି ଆ-ତ୍ମ ହ-ତ୍ୟା ତାହା ମଧ୍ୟ ସ୍ପଷ୍ଟ କରିପାରୁନି ପୋ-ଲି-ସ । ସେଦିନର ଏହି ଦ୍ରୁଶ୍ଯ ଟିକେ ଦେଖନ୍ତୁ ଡାକ୍ତରଙ୍କ ପାଖରେ ବସିଥିବ ଏହି ବାବୁ ଜଣଙ୍କ ହେଉଛନ୍ତି ଡିଏଫ ଓ । ପୋ-ଲି-ସ ଜମାନ ବନ୍ଦୀ ଲେଖିଲା ବେଳେ ଉପସ୍ଥିତ ସଂଗ୍ରାମ କେସୋରି ବେହେରା । ତେବେ ଏଠି ପ୍ରଶ୍ନ ଉଠୁଛି ଡିଏଫ ଓ ସେଠାରେ ବସି କରୁଛନ୍ତି କଣ ।

ଜମାନ ବନ୍ଦୀ ଲେଖିବା ବେଳେ ସାହାର୍ଯ୍ୟ କରୁଥିଲେ ନା ବଦଲାଉଥିଲେ ତାହା ସାମ୍ବାଦିକ ମନକୁ ମନା କରୁଥିବା ଡିଏଫ ଓ ବାବୁ ଜଣକ ସେଠାରେ ବସି କରୁଥିଲେ କଣ । ବଲାଙ୍ଗୀରିରେ ଯାଇ ତାଙ୍କର ୧ ନମ୍ବର ରୁମକୁ ଚାବି ପକାଇ ଆସିଲେ ତାକୁ ନକରି ପଥମରୁ ଯଦି ସୌମ୍ୟଙ୍କ କ୍ଵାଟରରେ ପକାଇ ଆସିଥାନ୍ତେ ଆଜି ପ୍ରମାଣ ନଷ୍ଟ ହୋଇ ନଥାନ୍ତା । ଆଉ ଘରର ଚାବି ଡି ଏଫ ଓ ଙ୍କ ପାଖରେ ରହିଲା ଆଉ ସେ ସବୁ ପ୍ରମାଣ ପତ୍ର ନଷ୍ଟ ହୋଇଗଲା ।

ସେପଟେ ଶନିବାର ଅବସର ନେବେ ଗଜପତି ଏସ ପି । କେଉଁ ଆଧାରରେ କ୍ଳିନ ଚିଟ ଦେଲେ ଗଜପତି ଏସପି । ତଦନ୍ତ ଚାଲୁଥିବା ବେଳେ ଏସ ପି କ୍ଳିନ ଚିଟ ଦେବାର କରଣ କଣ । ଏସ ପି ଓ ଡିଏଫଓ ଙ୍କ ମଧ୍ୟରେ ଭିତିରି ବୁଝା ମଣା ହୋଇଛିକି ।

 

ଏ ନେଇ ସାଧାରଣରେ ଚର୍ଚା ହୋଇଛି । କାହା ଚପରେ ତଦନ୍ତର ବାଟ ବଣା ହେଉନିକି । ଯଦି ନା ଏପର୍ଜ୍ଯନ୍ତ କାହିଁକି ଚୁପ ବସିଛି ପାରଳାଖେମୁଣ୍ଡି ପୋ-ଲି-ସ । ତଦନ୍ତ ତଦନ୍ତ ବାଟରେ ଯାଉଛି ବୋଲି କହୁଛି ପୋ-ଲି-ସ ।

Leave a Reply

Your email address will not be published. Required fields are marked *