ମହିଳାଙ୍କୁ କାମୁଡି ଧରିଛି କୁମ୍ଭୀର, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ସବୁଦିନ ଭଳି ଆଜି ବି ଆମେ ପଣଙ୍କ ପାଇଁ ନେଇ ଆସିଛୁ ଈଊ ଏକ ଭା-ଇ-ରା-ଲ ଭିଡିଓ ଯାହାକୁ ଦେଖି ଆପଣ ବିଶ୍ଵାସ କରି ପାରିବେ ନାହିଁ । ସୋସିଆଲ ମିଡିଆରେ ଆଜି କାଲୀ ବହୁତ କିଛି ଭୟରଳ ହେବାରେ ଲାଗିଛି, ସେଇହି ଭଳି ଏହି ଭିଡିଓ ମଧ୍ୟ ଲୋକଙ୍କ ଆଖିରେ ପଡିଛି ଯାହା କିଛି ଏଭଳି ।

ନଦୀରେ ଭାସୁଛି କୁମ୍ଭୀର ଆଉ କୁମ୍ଭୀର ପାଟିରେ ରହିଛି ଜଣେ ମହିଳାଙ୍କ ମୃ-ତ ଦେହ । ଦ୍ରୁଶ୍ଯ ଦେଖିଲେ ଦେହ ଶୀତେଇ ଉଠୁଛି । କୁମ୍ଭୀର ପାଟିରେ ଜଣେ ମହିଳା । ମହିଳାଙ୍କୁ କୁମ୍ଭୀର ପାଣି ଭିତରକୁ ଭିଡି ନେଉଥିବାର ଦ୍ରୁଶ୍ଯ ଦେଖିବାକୁ ମିଳିଛି କଟକ ଜିଲା ନୀଆଳି ଅଞ୍ଚଳରେ ଏହା ଦେଖିବାକୁ ମିଳିଛି । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ ।

କିଏ କହୁଛି କଣ୍ଟା ପଡା ଏହି ଅଞ୍ଚଳ ଆଉ କିଏ କହୁଛି ନିଆଳି । କିଏ ଏହି ଭିଡିଓ ଭା-ଇ-ରା-ଲ କରିଛି ତାହା ଜଣା ନହିଁ । ଭା-ଇ-ରା-ଲ ହେବାକୁ ଲାଗିଛି ଏହି ଭିଡିଓଟି ଯାହା ଆପଣ ମାନେ ଦେଖୁଛନ୍ତି । ନଦୀରେ ଭାସୁଛି ଗୋଟେ କୁମ୍ଭୀର ଆଉ ତାର ପାଟିରେ ଜଣେ ମହିଳାଙ୍କ ମୃ-ତ ଦେହ ।

ଏହି ଦ୍ରୁଶ୍ଯ ଅତି ଭୟଙ୍କର ଦେଖା ଯାଉଛି କାରଣ ଏହା ମୋବାଇଲ୍ରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓଟି ଏହା ଏବେ ବହୁତ ଚର୍ଚାର ବିଷୟଟି ପାଲଟିଛି । ଅଧିକ ମାତ୍ରାରେ ଏହା ସେୟାର ହେବାକୁ ଲାଗିଛି । କିଏ କେଉଁ କାରଣରୁ ଏହି ଭିଡିଓକୁ ଏହାକୁ ଭା-ଇ-ରା-ଲ କରିଛି ତାହା ମଧ୍ୟ ଜଣା ପଡି ନହିଁ ।

ଏହି ମହାମାରୀ ସମୟରେ ଦିନକୁ ଦିନ ବହୁତ ପ୍ରକାର ଜିନିଷ ଦେଖିବାକୁ ମିଳୁଛି । ଏହି ବଉଳା କୁମ୍ଭୀର କଥା ମାଳୀକାରେ ରହିଛି ଆଉ ତାହା ମଧ୍ୟ ଆମେ ଦେଖିବାକୁ ପାଉଛୁ । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗୁଛି ତାକୁ ଲାଇକ ଆଉ ସେୟାର କରନ୍ତୁ ଆଗକୁ ଏମିତି ରହିବା ପାଇଁ ଏମିତି ଜଡିତ ହୋଇ ରୁହନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *