ଅଗଷ୍ଟ ମାସରେ 5ଟି ରାଶିର ମହାସଂଯୋଗ… 7 ଟି ରାଶି ରୁହନ୍ତୁ ସାବଧାନ!

ଅଗଷ୍ଟ ମାସରେ କିଭଳି ରହିବ ଆପଣଙ୍କ ଦିନ । ଆସନ୍ତୁ ଜାଣିବା ମେଷ ରାଶି ରୁ ଆରମ୍ଭ କରି ମୀନ ରାଶି ଯାଏ । ଆପଣ ମାନଙ୍କୁ ଆଜି ଆଏ କହିବୁ ତେବେ ଆସନ୍ତୁ ଜାଣିବା ଫଳା ଫଳ । ମେଷ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଦିନ ସେତେ ଶୁଭ ନାଇ ।

ଆପଣ ମାନେ କର୍ମ କ୍ଷେତ୍ରରେ ଆପଣ ପଛରେ ରହିବେ । ଶତ୍ରୁ ବୃଦ୍ଧି ହେବ । ଚାକିରି ରେ ଆପଣଙ୍କ ଫଳ ସେତେ ଭଲ ରହିବ ନି । ପରିବାର ରେ ଆପଣଙ୍କ ଖୁବ ଅସାନ୍ତି ଲାଗି ରହିବ । ବ୍ୟାପାର ରେ ମଧ୍ୟ ଆପଣଙ୍କ ର ଭଲ ଆୟ ହେବ ନି । ବୃଷ ରାଶି – ଏହି ମାସତି ଆପଣଙ୍କ ପାଇଁ ମିଶା ମିଶି ଫଳ ଦେବ । ଚାକିରି ରେ ଆସାବାଦି ହୋଇ ରହିବେ ବ୍ୟବସାୟରେ ଉର୍ନତି କରିବେ । ଛାତ୍ର ଛାତ୍ରୀ ମାନେ ପଧାରେ ନିଶ୍ଚୟ ଭଲ କରିବେ ।

ମିଥୁନ ରାଶି – ଆପଣଙ୍କ ପାଇଁ ଦିନ ଖୁବ ଭଲ ଜୀବ ଆପଣ ଏହି ସମୟ ରେ ଖୁବ ଭଲ ପରିଣାମ ପାଇବେ । ଛାତ୍ର ଛାତ୍ରୀ ମାନେ ବୃତ୍ତି ରେ ପାରଦର୍ଶିତା ଓ ଶିକ୍ଷାରେ ଖୁବ ଭଲ ପରିଣାମ ପାଇବେ ।

କର୍କଟ ରାଶି – ଏହି ମାସ ଆପଣଙ୍କୁ ମାନଶୀକ ଅସାନ୍ତି ରେ ରଖିବ । ଆପଣଙ୍କ ପରିବାରରେ ଅସାନ୍ତି ବଢି ପାରେ । କେବଳ ସେତିକି ନୁହେଁ ଆପଣଙ୍କର ଦ୍ରବ୍ଯ କ୍ଷୟ ଜୋଗ ମଧ୍ୟ ଅଛି । ଆପଣଙ୍କର ଧନର ସଦଯୋଗ କରି ପାରିବେ ନି । ପରିବାର ରେ ଅସାନ୍ତି ହେବା ଦ୍ଵାରା ଆପଣଙ୍କ ମାନଶୀକ ସ୍ଥିତି ଖୁବ ଖରାପ ରହିବ । ବ୍ୟବଶାୟ ରେ ଆବଧାନ ରେ ନ ରହିଲେ ଆପଣ ଖୟ ହୋଇ ପାରେ ।

ସିଂହ ରାଶି – ଏହି ରାଶିର ପାଇଁ ପାରିବାରିକ ଜୀବନରେ ଅସାନ୍ତି ରହିବ । ଆପଣ ଙ୍କର ଶରୀର ଅସୁସ୍ଥ ରହିବ । ଆପଣ କିଛି କରିବା ଆଗରୁ ଭାବିକି କରିବେ । ଛାତ୍ର ଛାତ୍ରୀ ମାନେ ନିଜ ଆକ୍ରମ କ୍ଷେତ୍ର ରେ ଆଗରେ ରହିବେ । ସବୁ ଅସାନ୍ତି ଭିତରେ ଆପଣଙ୍କ ର କିଛି ଭଲ ହେବାର ଯୋଗ ଅଛି ଧାର୍ଯ୍ୟ ର ସହ କାମ କରନ୍ତୁ ଦେଖିବେ ସବୁ ଠିକ ହୋଇଯିବ ।

କନ୍ୟା ରାଶି – ଆପଣ ସବୁ ଅସାନ୍ତି କରିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ରେ କଟିବ । ନେଇତିକତାର ମାନନ ବୃଦ୍ଧହୀ ଶତ୍ରୁ ମାନେ ପରାସ୍ତ ହେବେ । ଆପଣ ବ୍ୟବଶାୟାରରେ ଭଲ ଫଳ ପାଇବେ ।

ତୁଳା ରାଶି – ଏହି ମାସତି ଆପଣଙ୍କ ପାଇଁ ଉତ୍ତମ ଅଟେ । ଆପଣ ସବୁ ବେଳେ କର୍ମ ତତ୍ପର ରହିବେ । ପଢା ପାଢୀରେ ଆପଣଙ୍କ ଦିନ ଖୁବ ଭଲ ଜୀବ ।

ବିଛା ରାଶି – ଆପଣଙ୍କ ଭୁଲ ବାଟରେ ଯାଇ ପସତେଇବେ । ବିଦ୍ୟାର୍ଥୀ ମାନେ ଖରାପ ପରିଣାମ ପାଇବେ । ଆପଣ ନିଜ ଭୁଲ ପାଇଁ ଆଇନ ଦ୍ଵାରା ଦଣ୍ଡିତ ହୋଇ ପାରନ୍ତି ତେଣୁ କରି ଭାବି ଚିନ୍ତି କାମ କରିବେ ।

ଧନୁ ରାଶି – ପରିବାରେ ମାତୃ ପୀଡା ଅଛି । ବ୍ୟବଶାୟରେ ପ୍ରତିଯୋଗ ରହିବ । ବିଦ୍ୟାର୍ଥୀ ମାନ ଏଭଲ ପରିଣାମ ପାଇବେ ।

ମକର ରାଶି – ଆପଣଙ୍କ ବ୍ୟବଶାୟରେ ବିଫଳତା ରହିବ । ଆପଣଙ୍କ ଜୀବନରେ କିଛି ସମୟ ପାଇଁ ଆସନ୍ତି ରହିବ ।

କୁମ୍ଭ ରାଶି – ମାସତି ସାଧାରଣ ରହିବ । ଆପଣ ଏହି ମାସରେ ଧାର୍ମିକ ହେବେ ଆପଣଙ୍କ ବ୍ୟବଶାୟ ଖୁବ ଭଲ ରହିବ ।

ମୀନ ରାଶି – ଆପଣ କୌଶଳ ରେ ଭର ପୁର ରହିବେ । ଅପାଣ କିଛି କାମରେ ବ୍ୟସ୍ତ ରହି ପାରନ୍ତି ଆପଣ ନିଜ ବ୍ୟବଶାୟ ରେ ଆଗୁଆ ରହିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *