ଝିଅ ମାନଙ୍କ ସୁନ୍ଦରତା ତାଙ୍କ ଚୁଟି ବଢାଇ ଥାଏ ତେବେ ଯେତେ ସୁନ୍ଦର ଝିଅ ହେଲେ ମଧ୍ୟ ଚୁଟି ଯଦି ଭଲ ନାହିଁ ତେବେ ସେ ଦେଖିବାକୁ ଏତେ ସୁନ୍ଦର ଲାଗିବ ନାହିଁ କିନ୍ତୁ ଯଦି ଝିଅ ଏତେ ସୁନ୍ଦର ନାହିଁ କିନ୍ତୁ ଚୁଟି ଭଲ ରଖିଛି ତେବେ ସେ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ । ଚୁଟି ଝିଅ ହେଉ ବା ପୁଅ ସମସ୍ତଙ୍କ ସୁନ୍ଦରତା ବଢାଇଥାଏ ଏହା ଛଡା ଆଜିକା ସମୟରେ ଯେଉଁ ରୂପରେ ଚୁଟି ଝଡିବା ଆରମ୍ଭ ହେଉଛି କିଛି ଦିନ ଭିତରେ ସମସ୍ତେ ନଣ୍ଡା ହୋଇ ବୁଲିବେ ।
ତେବେ ଚୁଟି ଝାଡିବାର ବହୁତ କାରଣ ହୋଇପାରେ ବହୁତ ଚିନ୍ତା, ଅନିମିୟତ ଖାଇବା, ବହୁତ ବହୁତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ଶରୀରରେ କୌଣସି ପ୍ରକାର ବିଟାମିନ ଅଭାବ ହବା ବା ପ୍ରଦୂଷଣ ତେବେ ପ୍ରାୟତଃ ଲୋକଙ୍କ ପ୍ରଦୂଷଣ ପାଇଁ ଚୁଟି ଝଡିବା ଆରମ୍ଭ ହୋଇଥାଏ ।
ଅଦା ଆଉ ନଡିଆ ତେଲ :
ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଅଦା ଆମ ଚୁଟି ପାଇଁ କେତେ କାମ କରିଥାଏ । ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ ଚୁଟିକୁ ଯେଉଁ ବିଟାମିନ ଆବଶ୍ୟକ ହୋଇଥାଏ ତାହା ଅଡାରେ ଥାଏ କିନ୍ତୁ ଅଦା ରସ ଏକା ଲଗାଇବା ଉଚିତ ନୁହ ।
ଏହା ଖରାପ କାମ ମଧ୍ୟ କରିଥାଏ ସେଥିପାଇଁ ଗୋଟେ ଛୋଟ ତାଟିଆରେ ୪ ଚାମଚ ଅଦା ରସ ନିଅନ୍ତୁ ଏହା ପରେ ଦୁଇ ଚାମଚ ନଡିଆ ତେଲ ପକାନ୍ତୁ ଆଉ ଭଲରେ ମିଶ୍ରଣ କରନ୍ତୁ ଏହା ପରେ ସେହି ମିଶ୍ରଣକୁ ନିଜ ଚୁଟି ଶିରାରେ ଭଲ ଭାବରେ ଲଗାଇ ଦିଅନ୍ତୁ ଆଉ ୩୦ ମିନିଟ ପରେ ତାକୁ ଶ୍ୟାମପୁ ସାହାଯ୍ୟରେ ଧୋଇ ନିଅନ୍ତୁ । ଏହି ଉପାୟ କେବଳ ୨ ରୁ ୩ ଥର କରିବା ମାତ୍ରେ ଆପଣଙ୍କୁ ଲାଭ ଦେଖା ଜୀବ ଆଉ ଆପଣ ନିଜ ଚୁଟି ଦେଖି ଖୁସି ହୋଇବେ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଚୁଟି ଝଡିବା କମ ହୋଇଥାଏ ଆଉ ଆପଣଙ୍କ ଚୁଟି ମୂଳ ମଜବୁତ ହୋଇଥାଏ ।
ଡ୍ରିମ ଲେନ୍ଥ :
ଆପଣ ମାନେ ସମସ୍ତେ ଏହା ଦେଖିବାକୁ ପାଇଥିବେ ଯେ ଚୁଟି ଅନ୍ତ ବହୁତ ଫାଟିଲା ଭଳି ହେଇଯାଏ ଯାହା ପରେ ତାକୁ କାଟିବା ଆବଶ୍ୟକ ହୋଇଥାଏ କାହିଁକିନା ତାହା ଲାଞ୍ଜ ଭଳି ଦେଖା ଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଲଗାଇବା ପରେ ଏହା ଆପଣଙ୍କ ଚୁଟିକୁ ଭଲ କରିଥାଏ ଆଉ ଅନ୍ତିମ ଚୁଟି ମଧ୍ୟ ମୋଟା ଓ ସୁନ୍ଦର ହୋଇଥାନ୍ତି ଯାହା ଦ୍ଵାରା ଆପଣଙ୍କୁ କାଟିବାକୁ ପଡି ନଥାଏ । ଲୋରିଆଲ ପ୍ୟାରିସ ର ଡ୍ରିମ ଲେନ୍ଥ ଶ୍ୟାମପୁ ଏହାକୁ ଆପଣଙ୍କୁ ଚୁଟି ଢୋଇବା ପରେ ଲଗାଇବାର ଅଛି ଆଉ ଚୁଟି ମୂଳରେ ନୁହ ଅନ୍ତ ରେ ଲଗାନ୍ତୁ କିଛି ଦିନ ଭିତରେ ଆପଣଙ୍କ ଚୁଟି ବହୁତ ସୁନ୍ଦର ହୋଇଯିବ ।