ଏହି ତିନୋଟି ମହିଳା ଭୁଲରେବୀ ତୁଳସୀ ଉପରେ ଚଢାନ୍ତୁ ନାହିଁ ଜଳ, ରୁଷ୍ଟ ହୁଅନ୍ତି ମା ଲକ୍ଷ୍ମୀ

ଏମିତି ମହିଳାଙ୍କୁ ତୁଲସୀର ପୂଜା କରିବା ଅନୁଚିତ । ତୁଲସୀର ଗଛ ପ୍ରତେକ ହିନ୍ଦୁ ଘରେ ରହିଥାଏ । ପୌରଣିକ ଗ୍ରନ୍ଥରେ ତୁଳସୀର ଗଛର ମହତ୍ଵ କୁହାଯାଇଛି । ଏହା ପୃଥିବୀରେ ସ୍ଥିତି ବହୁତ ବନସ୍ପତି ଭିତରେ ଗୋଟିଏ ଅଟେ । ତୁଲସୀ ଗଛ ବହୁତ ପ୍ରକାର ରୋଗର ନାସ କରିଥାଏ ତଥା ସକାରାତ୍ମକ ଊର୍ଜାର ସଂଚାର କରିଥାଏ । ତୁଲସୀ ଗଛ ଘରେ ହେବ ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଏୟସ୍ଵର୍ଜ୍ୟର ପ୍ରାପ୍ତି ହୋଇଥାଏ । ସବୁ ଘରୁ ରୋଗ ଓ ବିମାରି ଦୂର ହୋଇଥାଏ । ସେହି କାରଣରୁ ପ୍ରାଚୀନ ରୁଷି ମୁନିମାନେ ତୁଲସୀକୁ ପୂଜା କରିବାର ବିଧାନ କରିଛନ୍ତି ।

ପ୍ରତିଦିନ ଯଦି କୌଣସି ବ୍ୟକ୍ତି ତୁଲସୀ ପତ୍ର ଖାଇଥାଏତ ସେ ବହୁତ ପ୍ରକାର ରୋଗରୁ ଦୂରରେ ରହିଥାଏ । ଏହା ମନୁଷ୍ୟଙ୍କ ସ୍ୱାସ୍ଥ୍ୟର ଦ୍ରୁଷ୍ଟି କୋଣରୁ ବହୁତ ଗୁଣକାରୀ ଅଟେ ଓ ଆଜିର ବିଜ୍ଞାନ ମଧ୍ୟ ଏହିକଥାକୁ ମାନିଥାଏ । କିନ୍ତୁ ଶାସ୍ତ୍ରରେ ତୁଲସୀ ଗଛ ସହିତ ଜଡିତ କିଛି ମାନ୍ୟତା ରହିଛି ଯାହା ତୁଲସୀର ଗଛ ଲଗାଇବା ସମୟରେ ଧ୍ୟାନରେ ରଖିବା ଆବଶ୍ୟକ । ତୁଲସୀ ଗଛ କୌଣସି ବୃହସ୍ପତି ବାରରେ ଲଗାଇ ପାରିବେ । ତୁଲସୀ ଗଛ ଲଗାଇବା ପାଇଁ କାର୍ତିକ ମାସ ସବୁଠୁ ଉତ୍ତମ ବୋଲି କୁହାଯାଇଛି ।

କାର୍ତିକ ମାସରେ ତୁଳସୀଗଛର ପୂଜା ଦ୍ଵାରା ସବୁ ମନୋକମନା ପୂର୍ଣ ହୋଇଥାଏ । ଆପଣଙ୍କ ରୁମର ଶୋଇବା ବାଲକୋନୀରେ ତୁଲସୀର ଗଛ ଲଗାଇ ପାରିବେ । ସକାଳୁ ତୁଲସୀ ଗଛରେ ପାଣି ଚଢାଇ ପରିକ୍ରମା କରିବା ଦରକାର । ସନ୍ଧ୍ଯା ସମୟରେ ତୁଲସୀ ଗଛ ମୂଳେ ଘିଅର ଦୀପ ଜଳାଇବା ସର୍ବୋତମ ବୋଲି କୁହାଯାଇଛି । ଏଥିରେ ଘରେ ସୁଖ ସମୃଦ୍ଧି ଆସିଥାଏ । ତୁଲସୀର ଗଛ ବୁଧର ପ୍ରତି ନିଧିତ୍ଵ କରିଥାଏ । ଏହାକୁ ଭଗବାନଙ୍କ ଗୋଟିଏ ସ୍ୱରୂପ ବୋଲି କୁହାଯାଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ତୁଲସୀ ସର୍ବାଧିକ ପ୍ରିୟ ଅଟେ । ଭଗବାନ ଶ୍ରୀ କୃଷ୍ଣଙ୍କୁ କୌଣସିବି ଭୋଗ ବିନା ତୁଲସୀର ଚଢା ଯାଏ ନହିଁ ।

ତାମସିକ କ୍ରିୟା କରୁଥିବା ଲୋକ ତୁଲସୀ ପୂଜା କରିବା ଅନୁଚିତ ହୋଇଥାଏ । ଏହା ଅଶୁଭ ଫଳ ଦେଇଥାଏ ଅର୍ଥାତ ଯେଉଁ ଘରେ ମାଂସ ରୋଷେଇ କରି ଖାଇଥାନ୍ତି । ସେମିତି ଘରେ ତୁଲସୀ ଲଗାଇବା ଉଚିତ ନୁହେଁ । ଯେଉଁ  ଘରେ ମଦ ପିଇଥାନ୍ତି । ଏମିତି ଘରେ ତୁଲସୀର ଗଛ ଲଗାଇବା ଅନୁଚିତ ହୋଇଥାଏ । ସେହି ସ୍ଥାନରେ ତୁଲସୀ ରଖିବା ଦ୍ଵାରା ଲାଭ ବଦଳରେ ହାନି ହୋଇଥାଏ ।  ଯଦି ଆପଣ ଏହି କଠୋର ନିୟମର ପାଳନ କରିବେନି ତେବେ ଘରେ ଭୁଲରେବି ତୁଲସୀ ଲଗାନ୍ତୁ ନହିଁ । କେବେବି ତୁଲସୀକୁ ଦକ୍ଷିଣ ଦିଗରେ ରଖିବା ଅନୁଚିତ ହୋଇଥାଏ ଏହି ଦିଗରେ ରଖିବା ଦ୍ଵାରା ଅଶୁଭ ଫଳ ଦେଇଥାଏ ।


ତୁଲସୀକୁ ସବୁବେଳେ ଉତ୍ତର ଦିଗରେ ଲଗାଇବା ଉଚିତ, ଏହାକୁ ବୁଧଙ୍କ ଦିଗ ବୋଲି କୁହାଯାଇଥାଏ । ଯଦି କୌଣସି ସ୍ତ୍ରୀର ମାସିକ ଧର୍ମ ଚାଲିଛି । ତାକୁ ତୁଲସୀର ପୂଜା କରିବା ଅନୁଚିତ ।ମାସିକ ଧର୍ମ ଚାଲିଥିବା ସମୟରେ କୌଣସି  ପବିତ୍ର ସ୍ଥାନକୁ ଜୀବା ମନା ହୋଇଥାଏ । ତୁଲସୀର ପୂଜା ଜଣେ ପତିବ୍ରତା ମହିଳା ହିଁ କରିବ, ଯେଉଁ ମହିଳା ଅଧିକ ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଥାଏ  ସେ ତୁଲସୀ ପୂଜା କାଲେ ଖରପ ଫଳ ମିଳିଥାଏ । ଯେଉଁ ସ୍ତ୍ରୀ ଦୁଷ୍ଟ ଅନ୍ୟ ଲୋକଙ୍କ ସହିତ କପଟ କରିଥାଏ। ଅନ୍ୟ ଲୋକଙ୍କୁ ହାନି ପହଞ୍ଚାଇଥାଏ  । ସେ ତୁଲସୀ ପୂଜା କାଲେ ଅଶୁଭ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *