Aiswarya Rai ଙ୍କ ଭାଉଜ ଦେଖିବାକୁ ତାଙ୍କ ଠାରୁ ବି ବହୁତ ସୁନ୍ଦର

ଐଶ୍ବର୍ୟା ରାୟ ଦୁନିଆର ସବୁଠୁ ସୁନ୍ଦର ମହିଳା ଅଟନ୍ତି । ଦୀପିକା, ପ୍ରିୟଙ୍କା ବଲିଉଡରେ ଆସିଛନ୍ତି ସତ କିନ୍ତୁ ଦୁନିଆର ସବୁଠୁ ପ୍ରଥମ ମହିଳା ଐଶ୍ବର୍ୟା ରାୟ ହିଁ ଅଟନ୍ତି । ସେ ବଲିଉଡକୁ ଇଣ୍ଟର ନାସନାଲ  ଲେବେଲ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ । ଔ ସେ ତାଙ୍କର ଲକ୍ଷ ଲକ୍ଷ ଫ୍ଯାନ ମାନଙ୍କୁ ତାଙ୍କର ଦିବାନା ବନାଇ ଥିଲେ । ଐଶ୍ବର୍ୟା ୫୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତାଙ୍କୁ ତାଙ୍କର ବହୁତ ଭଲ ଭଲ ଫିଲ୍ମ ପାଇଁ ପୁରସ୍କୃତ ମଧ୍ୟ କରାଯାଇଛି ।


ଐଶ୍ବର୍ୟା ରାୟ ବଲିଉଡର ଦବଙ୍ଗ ସଲମାନ ଖାନ ଓ ବିବେକ ଅବରାଏଙ୍କୁ ଡେଟ କରିଥିଲେ । ଫିଲ୍ମ ଗୁରୁର ସେଟରେ ଅଭିଶେଖ ବଚନ ତାଙ୍କୁ ପ୍ରପୋଜ କରିଥିଲେ । ତାପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ନିଆ ବିବାହରେ ବହୁତ ଖୁସି ଅଟନ୍ତି । ଏହି ଦୁଇ ଜଣଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି । ତାଙ୍କର ନାମ ଆରାଧ୍ୟ ଅଟେ । ବଲିଉଡରେ ବଚନ ଫ୍ଯାମିଲିକୁ ସମସ୍ତେ ଜାଣିଛନ୍ତି ।


ବହୁତ କମ ଲୋକ ଯିଏ ରାୟ ଫ୍ଯାମିଲିକୁ ମଧ୍ୟ ଜାଣିଛନ୍ତି । ରାୟ ପରିବାରର ଗୋଟିଏ ଫୋଟୋ ସାମନାକୁ ଆସିଛି ସେଥିରେ ତାଙ୍କର ଭାଇ ଭାଉଜ,ଐଶ୍ବର୍ୟା ତାଙ୍କର ଝିଅ ଓ ଦୁଇଟି ପୁଅ ଓ ତାଙ୍କ ବାପା ମା ମଧ୍ୟ ସେଥିରେ ଅଛନ୍ତି । ଐଶ୍ବର୍ୟା ଙ୍କ ଭାଇଙ୍କ ନାମ ଆଦିତ୍ଯ ରାୟ ଅଟେ । ସେ ମର୍ଚାଣ୍ଟ ନ୍ୟାଭି ଅଟନ୍ତି ସେ ଫିଲ ଦିଲକା ରିସତାର ପ୍ରଡ୍ୟୁସର ମଧ୍ୟ ଥିଲେ । ସେଥିରେ ଐଶ୍ବର୍ୟା ଲିଡରେ ନକାର ଆସିଥିଲେ । ଐଶ୍ବର୍ୟା ରାୟଙ୍କ ଭାଉଜଙ୍କ ନାମ ଶ୍ରୀମା ରାୟ ଅଟେ ।

ତାଙ୍କ ଭାଉଜ ସହିତ ତାଙ୍କର ସମ୍ପର୍କ ବହୁତ ସୁନ୍ଦର ଅଟେ । ଆରାଧ୍ୟ ଜନ୍ମ ଦିନରେ ପୁରା ରାୟ ପରିବାର ବଚନ ପରିବାର ସହିତ ନଜର ଆସିଥିଲେ । ଯଦି ଆମେ ଐଶ୍ବର୍ୟା ଙ୍କ ଭୌଜଙ୍କ ବିଷୟରେ ଆଲୋଚନା କରିବା ତେବେ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଲୋକ ତାଙ୍କୁ ଟୃ ଇଣ୍ଡିଆନ ବିଉଟୀ କହିଥାନ୍ତି । ଲୋକ ଏହା ମଧ୍ୟ କହିଥାନ୍ତି ଐଶ୍ବର୍ୟା ଙ୍କ ଠାରୁ ତାଙ୍କର ଭାଉଜ ଅଧିକ ସୁନ୍ଦର ଅଟନ୍ତି । ଶ୍ରୀମା ହାଉସ ୱାଇଫ ଅଟନ୍ତି  କିନ୍ତୁସେ ଫ୍ୟାସନ ବ୍ଲଗିଂ ମଧ୍ୟ କରୁଛନ୍ତି ।  ଆପଣଙ୍କ ହିସାବରେ ଐଶ ଅଧିକ ସୁନ୍ଦର ନା ତାଙ୍କ ଭାଉଜ ଆମକୁ କମେଣ୍ଟ କରି ନିଶ୍ଚିତ ରୂପରେ ବତାଇବେ ।

Leave a Reply

Your email address will not be published. Required fields are marked *