କେଉଁ ଦିଗରେ ମୁଣ୍ଡ କରି ଶୋଇବା ଉଚିତ- Ajira Anuchinta

ଭାରତରେ ବହୁତ ଗ୍ରନ୍ଥ ଓ ପୁରାଣ ଲେଖା ହୋଇଛି ଯାହା ବିଷୟରେ ଆଜିକା ସମୟ ଲୋକ କିଛି ଜାଣି ନାହାନ୍ତି କିନ୍ତୁ ଆମ ପୂର୍ବ ପୁରୁଷ ମାନେ ଏହାକୁ ପଢୁଥିଲେ ଆଉ ଏହାର ଜାପ ମଧ୍ୟ କରୁଥିଲେ । ବାସ୍ତୁ ଶାସ୍ତ୍ର ଆମ ଜୀବନର ଅଭିନ୍ନ ଅଙ୍ଗ ଅଟେ, ତେବେ ଭୁଲରେ ମଧ୍ୟ ଆପଣ କିଛି ଭୁଲ କଲେ ଏହାର ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ଆଜିକା ସମୟରେ ଲୋକ ଏହାକୁ ବୁଝି ପାରନ୍ତି ନାହିଁ ଆଉ ଏହାକୁ ନିଜ ଭାଗ୍ୟ କହି କଥାକୁ ଭୁଲି ଯାଇଥାନ୍ତି ।

ଯଦି ଆପଣଙ୍କ ଜୀବନରେ ମଧ୍ୟ ଭଲ ସମୟ ଥିଲେ ମଧ୍ୟ କିଛି ଖରାପ ହେଉଛି ତେବେ ଆପଣଙ୍କୁ ସଜାଗ ରହିବା ଉଚିତ କାହିଁକିନା ଏହା ଦ୍ଵାରା ଆପଣଙ୍କ ଜୀବନରେ ଭୟଙ୍କର ସମୟ ଆସି ପାରେ । ଆପଣ ମାନେ ସମସ୍ତେ ରାତିରେ ସୌଥିବେ କିଛି ଲୋକ ଦିନରେ ମଧ୍ୟ ଆରାମ କରିଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କେଉଁ ଦିଗରେ ମୁଣ୍ଡ ଆଉ କେଉଁ ଦିଗରେ ପାଦ କରି ଶୋଇବା ଉଚିତ ହୋଇଥାଏ ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାଇ କୁହା ଯାଇଥିବା ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ କେବେ ଶୁଣିବାକୁ ପାଇନଥିବେ ।

ଶାସ୍ତ୍ର ଅନୁଯାଇ ମୁଖ୍ୟ ଦ୍ଵାର ଆଡକୁ ପାଦ କରି କେବେ ଶୋଇବା ଉଚିତ ନୁହ, ଏହା ଛଡା ଦିନରେ ଶୋଇବା ଭଲ ନୁହଁ ବୋଲି କୁହା ଯାଇଛି । ଏହା ଛଡା ବହୁତ ଲୋକ ପାଠ ପଢିବା ସମୟରେ ସୋଇଥାନ୍ତି ଆଉ ବହି ତାଙ୍କ ମୁଡ କେବେ ଛାତି ଉପରେ ରହିଥାଏ । ଆପଣ ମାନେ ଏହି କଥା ଭଲ ଭାବରେ ଜାଣି ରଖନ୍ତୁ ଯେ ବହି ପାଖରେ ରଖି ଶୋଇବା ଜମା ଭଲ ନୁହ ସେଥିପାଇଁ ବହି ଜାଗାରେ ରଖି ଆପଣ ସୋଇବେ ନଚେତ ମାତା ସରସ୍ଵତୀ ଆଉ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଯାଇଥାନ୍ତି ତେବେ ଏହି ଭଳି ଭୁଲ ଆଉ କେବେ କରିବେ ନାହିଁ ।

ଶୋଇବା ପାଇଁ ଶାସ୍ତ୍ରରେ ସବୁଠାରୁ ଉତ୍ତମ ଡ଼ିଆଇଜି ମୁଣ୍ଡ ପୂର୍ବକୁ ଆଉ ପାଦ ପଶ୍ଚିମକୁ କରିବା ଉଚିତ ହୋଇଥାଏ ଯଦି ସେମିତି ସୁବିଧା ନାହିଁ ତେବେ ଆପଣ ମୁଣ୍ଡ ଦକ୍ଷିଣକୁ ଆଉ ପାଦ ଉତ୍ତରକୁ କରି ସୋଇ ପାରିବେ ଏହା ମଧ୍ୟ ଉଚିତ ହୋଇଥାଏ । ଦକ୍ଷିଣ ଦିଗ ଭଗବାନ ଜାମରାଜାଙ୍କ ଅଟେ ସେଥିପାଇଁ ଭୁଲରେ ବି ଏଇ ଆଡୁଆ ପାଦ କରିବେ ନାହିଁ ବହୁତ ଭୟଙ୍କର ପ୍ରକୋପ ପଡିବ । ଉତ୍ତର ଦିଗ ମଧ୍ୟ ଖର ଦିଗ ସେଥିପାଇଁ ଏହି ଦିଗକୁ ମୁଣ୍ଡ କରି କେବେ ସୋଇବେ ନାହିଁ କିନ୍ତୁ ଉତ୍ତର ଦିଗକୁ ମୁହଁ କରି ଆପଣ ଅଭ୍ଯାସ କରି ପାରିବେ, ପାଠ ପଢୀ ପାରିବେ ଅନ୍ୟ ସବୁ କାମ କରି ପାରିବେ ।

Leave a Reply

Your email address will not be published. Required fields are marked *