ଅଧିକ ଭାବୁଥିବା ଲୋକ ନିଶ୍ଚୟ ଦେଖନ୍ତୁ- Jaya Kishori

ଭଗବାନ ଯେବେବି କିଛି ରାସ୍ତା ଦେଖାଉଛନ୍ତି ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆଜି ଆମେ ବହୁତ ବଢିଆ କାହାଣୀ ମାଧ୍ୟମରେ ଜାଣିବା ଆମେ । ଗୋଟିଏ ଯୁବକ ଥିଲେ ବେସୀ ବୟସ ହେବନି ପାଖାପାଖି ୩୦ ବର୍ଷ ହେବ ।

ସେ ସକାଳୁ ସକାଳୁ ସୋଇକି ଉଠିଲା ବେଳକୁ ଆଖି ଖୋଲିକି ଦେଖିଲାକି ଯମରାଜ ତା ପାଖରେ ବସିଛନ୍ତି । ତା ମାନେ ତାର ଅନ୍ତ ସମୟ ଆସିଗଲା ସେ ଏହା ଜାଣି ବ୍ୟସ୍ତ ବିବ୍ରତ ହୋଇଗଲା । ସେ କହିଲା କେମିତି ମୋର ଅନ୍ତ ସମୟ ଆସିଗଲା ମୋର ବହୁତ କିଛି କରିବାର ଅଛି । ମୋ ବାପା ମା ଓ ସ୍ତ୍ରୀକୁ କିଛି ଜଣା ନହିଁ । ମୋର ତାଙ୍କୁ ବହୁତ କିଛି କହିବାର ଅଛି ।

ଯମରାଜ କହିଲେ ମୁ କିଛି ଜାଣିନୀ ଆଜି ପ୍ରଥମ ଲିଷ୍ଟରେ ତୁମର ନାମ ରହିଛି । ତାପରେ ଯୁବକ ଜଣଙ୍କ ନିଜ ଦିମାଗ ନ ଲଗାଇ ରହିପାରିଲାନି, ସେ କଣ କଲା କହିଲା ସକାଳୁ ଉଠି ମୋତେ ଚା ପିଇବାର ଅଭ୍ଯାସ ରହିଛି । ଯୁବକ ଜଣଙ୍କ ଯମରାଜଙ୍କୁ କହିଲା ଗୋଟିଏ କପ ଚା ପିଇକି ଯିବା । ଯମରାଜ କହିଲେ ଠିକ ଅଛି ଗୋଟେ ନିଜ ପାଇଁ ଆଉ ଗୋଟେ ଯମରାଜଙ୍କ ପାଇଁ । ସେ ଯୁବକ ଜଣକ କଣ କରିଛି ନିଦ ବଟିକା ପକାଇ ଦେଇଛି ସେଇ ଚା କପରେ ।

ଯେମିତି ଯମ ରାଜ ପିଇଛନ୍ତି ତାପରେ ସୋଇଯାଇଛନ୍ତି । ଯୁବକ ଜଣଙ୍କ କଣ କାଲେ ସେହି ଲିଷ୍ଟରେ ତାଙ୍କର ପ୍ରଥମ ଲିଷ୍ଟରୁ ନାମ କାଟି ପୁରା ଶେସରେ ନାମ ଲେଖିଦେଲେ । ତାପରେ ଯମରାଜ ନିଦାରୁ ଉଠିଲେ କହିଲେ ଚାଲ ସମୟ ହୋଇଗଲାଣି । ଯମରାଜ କହିଲେ ମୁ ଯାହାକୁବୀ ନେବାକୁ ଯାଉଛି ସମସ୍ତେ ମୋତେ ଅଭିଶାପ ଦେଉଛନ୍ତି କିନ୍ତୁ ତୁମେ ପ୍ରଥମ ମନୁଷ୍ୟ ଅଟକି ଯିଏ ମୋର ସ୍ଵାଗତ କରିଛ । ସେଥି ପାଇଁ ଆଜି ତୁମ ପାଇଁ ଉପରୁ ନକରି ତଳୁ ଆରମ୍ଭ କରିବା । ଏହା ଗୋଟିଏ କାହାଣୀ ଥିଲା ଏବେ ଆସନ୍ତୁ ଜାଣିବା ଏହାର ସାରାଂଶ ଜାଣିବା ।

ତାପରେ ସେଇ ଲୋକଟି ଉପରକୁ ଗଲା ଆଉ ଭଗବାନ ସହିତ ଦେଖା ହେଲା ଆଉ ଭଗବାନ କହିଲେ ତୁ ତାହା କରିଥାଉ ଯାହା ତୁ ଚାହିଁ ଥାଉ, ସେଇଆ ହୋଇଥାଏ ଯାହା ମୁଁ ଚାହିଁଥାଏ । ତେବେ ତୁ କର ସେଇଆ ଯାହା ମୁଁ ଚାହୁଁଛି,  ସେଇଆ ହେବ ଯାହା ତୁ ଚାହୁଁ ଥିଲୁ । ଭଗବାନ କହିଛନ୍ତି ତୁମେ ଠିକ ରାସ୍ତାରେ ଚାଲ ସବୁ କାମ ମୁଁ କରିଦେବୀ ତୁମର । କିନ୍ତୁ ଠିକ ରାସ୍ତାରେ ଯିବାକୁ ହେବ । ଠିକ ରାସ୍ତାରେ ଗଲେ ସଫଳତା ନିଶ୍ଚିତ ରୂପରେ ମିଳିବ କିନ୍ତୁ  ଟିକେ ଡେରିରେ । ତେବେ ସବୁବେଳେ ସତ୍ୟ ପଥକୁ ଅନୁସରଣ କରନ୍ତୁ ।

Leave a Reply

Your email address will not be published. Required fields are marked *