ମାନନ୍ତୁ ବା ନାହିଁ କିନ୍ତୁ ଆସନ୍ତା ୩୩ ବର୍ଷ ପର୍ଯ୍ୟନ୍ତ ଏହି 1 ରାଶି ଉପରେ ଧନ ଲୁଟେଇବେ ଶନି ଦେବ, କରିବେ କୋଟିପତି

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମଣିଷ ଯେତେବେଳେ ଜନ୍ମ ହୋଇଥାଏ ତାଙ୍କ ଜନ୍ମ ସମୟ ଅନୁଯାଇ ତାଙ୍କ ଜୀବନ ଗୋଟେ ରାଶି ସହ ଯୋଡି ହୋଇଥାଏ । ତେବେ ରାଶି ଚକ୍ରରେ ୧୨ଟି ରାଶି ଅଛନ୍ତି

ଯାହା ଉପରେ ନକ୍ଷତ୍ର ଆଉ ଗ୍ରହ ମାନଙ୍କ ପ୍ରଭାବ ପଡିଥାଏ ଆଉ ତାହା ଅନୁଯାଇ ରାଶିର ଜାତକ ଜୀବନରେ ପରିବର୍ତନ ଦେଖିବାକୁ ମିଳିଥାଏ । ରାଶି ଉପରେ ଯଦି ଗ୍ରହ ମାନଙ୍କ ଶୁଭ ଫଳ ପଡିଥାଏ ତେବେ ଜାତକ ବହୁତ ଅଧିକ ପରିଶ୍ରମ ନକଲେ ମଧ୍ୟ ବହୁତ ସଫଳତା ପାଇଥାଏ କିନ୍ତୁ ଗ୍ରହ ମାନଙ୍କ ଖରାପ ପ୍ରଭାବ ପଡିଲେ ଆପଣଙ୍କ ବହୁତ ପରିଶ୍ରମ ମଧ୍ୟ କିଛି କାମକୁ ନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଜୀବନ ଆସନ୍ତା ସମୟ ଠାରୁ ବଦଳିବାକୁ ଯାଉଛି ଆଉ କେମିତି ।

ମେଷ ରାଶି :

କୌଣସି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ । ଆସନ୍ତା ସମୟ ଦିନ ଆପଣଙ୍କପାଇଁ ଶୁଭଫଳଦାୟୀ ଅଟେ। ଆଜି ଆପଣଙ୍କ ମନୋବଳ ଏବଂ ଆତ୍ମବିଶ୍ଵାସରେ ଦୃଢ଼ତା ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ ।


ସିଂହ ରାଶି :

ଆସନ୍ତା ସମୟ ଆତ୍ମବିଶ୍ଵାସର ମାତ୍ରା ଆପଣଙ୍କର ଅଧିକ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ନିର୍ଣ୍ଣୟ ତୁରନ୍ତ ନେବେ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଧର୍ମର କାମକରିବାରେ ଧନ ଖର୍ଚ୍ଚ ହୋଇପାରେ । ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ ।

ତୁଳା ରାଶି :

ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆସନ୍ତା ସମୟ ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି ।

ବୃଷ ରାଶି :

ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ ।  ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବ। ସାମାଜିକ ରୂପରେ ମାନ-ସମ୍ମାନରେ ବୃଦ୍ଧି ହେବ। ବାଣୀ ଏବଂ ବ୍ୟବହାର ଉଗ୍ରତାପୂର୍ଣ୍ଣ ନ କରିବା ପାଇଁ ଉପଦେଶ। ପ୍ରଣୟ ପାଇଁ ଆଜି ଅନୁକୂଳ ଦିନ ଅଟେ। ଆଜିର ପ୍ରତ୍ୟେକ କାର୍ଯ୍ୟ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସ ପୂର୍ବକ କରିବେ।

କନ୍ୟା ରାଶି :

ନୂଆ ପରିଯୋଜନାର ପ୍ରାରମ୍ଭ କରିବା ପାଇଁ ଆଜି ଦିନ ଶୁଭ ଅଟେ। ସରକାରଙ୍କର ତରଫରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ବ୍ୟବସାୟ କିମ୍ବା ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଉପର ଅଧିକାରୀମାନଙ୍କ ସାଥି ପ୍ରାପ୍ତ ହେବ। ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ ।  ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ  |

Leave a Reply

Your email address will not be published. Required fields are marked *