ସକାଳେ ଉଠୁ ଉଠୁ କରନ୍ତୁ ଏହି ୬ଟି କାମ, ଚମକି ଉଠିବ ଭାଗ୍ୟ- Vastu Tips

ଆମ ହିନ୍ଦୁ ଧର୍ମରେ ବହୁତ ଗୁଡେ ବହି ଅଛି କିନ୍ତୁ ଆମ ଶାସ୍ତ୍ର ଆମକୁ ବହୁତ କିଛି ଶିକ୍ଷା ପ୍ରଦାନ କରିଥାଏ । କଣ ଆପଣ ଏହା ମାନନ୍ତି ଯେ ଆମ ବଡ ବୁଢା ମନେ ଆମ ସୁରକ୍ଷା ଆଉ ଆମ ସୁଖମୟ ଜୀବନ ପାଇଁ ଆମକୁ ବହୁତ କିଛି କଥା କହି ଯାଇଛନ୍ତି ।

ଜୀବନରେ ବହୁତ ଏମିତି ସମୟ ଆସିଥାଏ ଯେତେବେଳେ ଆମେ ହାର ମାନି ଯାଇଥାଉ କିନ୍ତୁ ଆମ ମନ ହାର ମାନି ନଥାଏ । ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ, ବାସ୍ତୁ ଶାସ୍ତ୍ର ଅନୁଯାଇ ଲୋକଙ୍କ ଭାଗ୍ୟ ପରିବର୍ତନ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ କାମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଆଉ ଆପଣ ଜୀବନରେ ବହୁତ କିଛି ହାସଲ କରି ପାରିବେ, ଏହି କାମ ଗୁଡିକ କଲେ ଆପଣଙ୍କ ଭାଗ୍ୟ ଖୋଲିଯିବ ।

ଶାସ୍ତ୍ର ଅନୁଯାଇ ଯିଏ କାମ କରିଥାଏ ସେହି ବ୍ୟକ୍ତିଙ୍କୁ ପୂଣ୍ୟ ଫଳ ମିଳିଥାଏ ବୋଲି କୁହା ଯାଇଛି ତେବେ ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ମଣିଷକୁ ସକାଳେ ଉଠିବା ପରେ ଆଗ ଆଖି ଖୋଲିବା ପରେ ନିଜ ହାତ ପାପୁଲି ଦେଖିବା ଉଚିତ କାହିଁକିନା ମାନ୍ୟତା ଅନୁଯାଇ ହାତ ପାପୁଲିରେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଆଉ ମାତା ସରସ୍ଵତୀ ବାସ କରନ୍ତି, ତେବେ ଏହି ଭଳି କାମ କରିବା ଦ୍ଵାରା ଠାକୁର ମାନଙ୍କ ଆଶୀର୍ବାଦ ମିଳିଥାଏ । ଏହା ଛଡା ପୃଥିବୀ ଉପରେ ପାଦ ରଖିବା ଆଗରୁ ଭୂମିକୁ ପ୍ରଣାମ କରିବା ଆଉ କ୍ଷମା ମାଗିବା ଉଚିତ ହୋଇଥାଏ କାହିଁକିନା ତାଙ୍କ ଉପରେ ଆମେ ପାଦ ରଖି ଚାଲିଥାଉ ।

ତେବେ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହ ଯାଇଛି ଯେ ସ୍ନାନ କରିବା ସମୟରେ ମଣିଷକୁ ସବୁ ପବିତ୍ର ନଦୀ ମାନଙ୍କ ନାମ ଜାପ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଚାରି ଧାମ ପୂଣ୍ୟ ମିଳିଥାଏ ଆଉ ଯଦି ସମ୍ଭବ ତେବେ ପ୍ରତି ଦିନ ଟିକେ ଗଙ୍ଗା ଜଳ ଗାଧୋଇବା ପାଣିରେ ମିଶାଇ ସ୍ନାନ କରିବା ଉଚିତ ରହିଥାଏ । ତେବେ ଏହା ଛଡା ସ୍ନାନ କରି ପୂଜା କରିବା ସମୟରେ ସୂର୍ଯ୍ୟ ଦେବଙ୍କୁ ତାମ୍ବା କଳସରେ ପାଣି ଅର୍ପଣ କରିବା ଉଚିତ ହୋଇଥାଏ, ଏହା ଦ୍ଵାରା ଆପଣଙ୍କ ଉପରେ ଭଗବାନ ସୂର୍ଯ୍ୟ ଦେବା ଆଶୀର୍ବାଦ ଦେଇଥାନ୍ତି ।

ବାସ୍ତୁ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ପୂଜା କରିବା ପରେ ତୁଳସୀ ପୂଜନ କରିବା ଅତି ଆବଶ୍ୟକ ହୋଇଥାଏ ତେବେ ଆପଣ ତୁଳସୀ ପୂଜା କରିବା ସମୟରେ ତୁଳସୀ ମାତାଙ୍କୁ ଜଳ ଅର୍ପଣ ନିଶ୍ଚିନ୍ତ କରନ୍ତୁ, ଏହା ଛଡା ଯାହା କରିବେ ଭକ୍ତି ଭାବ ସହ କରିବେ ଯାହା ଦ୍ଵାରା ଆପଣଙ୍କ ମନ କଥା ଭଗବାନ ପାଖରେ ଯାଇ ପହଞ୍ଚିବ । ତେବେ ଏହା ଛଡା ଶାସ୍ତ୍ର ଅନୁଯାଇ ଛୁଆ ଘରୁ ବାହାରିବା ଆଗରୁ ମାତା ପିତାଙ୍କ ଆଶୀର୍ବାଦ ନେଇ ବାହାରିଲେ ତାଙ୍କର କଲ୍ୟାଣ ହୋଇଥାଏ ।

Leave a Reply

Your email address will not be published. Required fields are marked *