ଏହିଭଳି ଖାଇଲେ କିସମିସ ତୁରନ୍ତ ହେବେ ଗର୍ଭବତୀ- Pregnancy Tips

ସନ୍ତାନ ପାଇବାକୁ ଇଛା ସମସ୍ତଙ୍କୁ ହୋଇଥାଏ କିନ୍ତୁ ସମସ୍ତଙ୍କୁ ଏହି ସୁଖ ପ୍ରାପ୍ତ ହୁଏ ନାହିଁ କାହିଁକିନା କିଛି ମହିଳା ବା ପୁରୁଷ ଶାରୀରିକ ରୂପରେ ଦୁର୍ବଳ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ଖାଇବା ବିଷୟରେ କହିବାକୁ ଯାଉଛୁ

ଯାହା ଖାଇବା ପରେ ମହିଳାଙ୍କ ସବୁ ଦୁର୍ବଳତା ଦୂର ହୋଇଥାଏ ଆଉ ଅଣ୍ଡାସୟ ସବଳ କରିବାରେ ସାହାଯ୍ୟ କରିଥାଏ । ସନ୍ତାନ ହିନ ହାବା ବହୁତ କଷ୍ଟକର ହୋଇଥାଏ, ସମସ୍ତଙ୍କ ମନରେ ସନ୍ତାନ ଲୋଭ ହୋଇଥାଏ ସମସ୍ତେ ମା ବାପା ହବାକୁ ଇଛା କରନ୍ତି ଆଉ ଆଜି ଆମେ ସେହି ଖୁସି ଆପଣଙ୍କୁ ଦବାକୁ ଆସିଛୁ । ତେବେ ବିସ୍ତାର ସହ ଆସନ୍ତୁ ଜାଣିବା କଣ ଖାଇବା ଉଚିତ, କେବେ ଖାଇବା ଉଚିତ ଆଉ କେମିତି ଖାଇବା ଉଚିତ ହୋଇଥାଏ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ସବଳ ହବା ଆବଶ୍ୟକ ହୋଇଥାଏ, ଏହା ଦ୍ଵାରା ଗର୍ଭ ଥଳି ମଜବୁତ ହୋଇଥାଏ ଏହା ଛଡା ମହିଳାଙ୍କୁ ଗର୍ଭବତୀ ହବାରେ କିଛି ଅସୁବିଧା ହୋଇ ନଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ମହିଳାଙ୍କୁ ପନି ପାରିବା ସଠିକ ଭାବରେ ଖାଇବା ଉଚିତ ଯାହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ସବଳ ରହୁ ଆଉ ତାଙ୍କୁ ଆସନ୍ତା ସମୟରେ କିଛି ଅସୁବିଧା ନହେଉ ।

ମହିଳାଙ୍କୁ କିସ୍ମିସ ଖାଇବା ଉଚିତ କିନ୍ତୁ କିଛି ମହିଳାଙ୍କୁ କିସମିଷ ଖାଇଲେ ଗ୍ୟାସ ହୋଇଥାଏ ସେଥିପାଇଁ ଶୁଖା ଅଙ୍ଗୁର ଖାଇବା ବହୁତ ଭଲ ହୋଇଥାଏ । କାହିଁକିନା ଶୁଖା ଅଙ୍ଗୁର ରେ କୌଣସି ପ୍ରକାର ସାଇଡ ଇଫେକ୍ଟ ନଥାଏ, ଶୁଖା ଅଙ୍ଗୁର ଖାଇଲେ ଆପଣଙ୍କ ଅଣ୍ଡାସୟ ବହୁତ ମଜବୁତ ହୋଇଥାଏ ଆଉ ଆମେ ଜୀବନରେ ବହୁତ କିଛି ଭଲ ପାଇଥାଉ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କୌଣସି ଡ୍ରାଇ ଫୃଟ ରାତିରେ ପାଣିରେ ଭିଜେଇ ସକାଳେ ଖାଇଲେ ସବୁଠାରୁ ଭଲ କାମ କରିଥାଏ ଯଦି ଆପଣ ସେମିତି ସେବନ କରନ୍ତୁ ତେବେ ଆପଣଙ୍କୁ କିଛି ଲାଭ ମିଳିବା ସହ କିଛି ହାନି ମଧ୍ୟ ହୋଇଥାଏ ।

ତେବେ ଏହା ସହ ଆଉ ଗୋଟେ ଜିନିଷ ଖାଇବା ଉଚିତ ହୋଇଥାଏ ତାହା ହେଲା ଅଞ୍ଜିରି, ଏହାକୁ ଖାଇଲେ ଆପଣଙ୍କ ପେଟ ସଫା ରହିଥାଏ ଆଉ ଆପଣଙ୍କୁ ପେଟ ସମସ୍ୟା ନହେଲେ ଆପଣଙ୍କୁ ଗର୍ଭ ଧାରଣ କରିବାରେ କିଛି ଅସୁବିଧା ହୁଏ ନାହିଁ । ଶୁଖା ଅଙ୍ଗୁର ୧୫ ବର୍ଷ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳା ଆଉ ଝିଅଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ଗାଈଙ୍କ ଅସୁବିଧା ହୋଇନଥାଏ ଆଉ ଆପଣ ନିଜ ଜୀବନରେ ଏହି ଭଳି ଅସୁବିଧା ଠାରୁ ବଞ୍ଚି ରୁହନ୍ତି ।

ତେବେ ସବୁଠାରୁ ବଡ ପ୍ରଶ୍ନ ଏହାକୁ କେବେ ଆଉ କେମିତି ଖାଇବା ଉଚିତ ଆପଣଙ୍କୁ ମୁନକକୁ ମାଟି ବାସନରେ ରାତିରେ ଭିଜେଇବା ଉଚିତ ଏହା ପରେ ସକାଳେ ଆପଣ ଖାଲି ପେଟରେ ତାକୁ ଚୋବେଇ ଖାଇ ପାରିବେ ନଚେତ ଆପଣ ଜୁଷରେ ମିଶାଇ ପି ପାରିବେ ମନେ ରଖିବେ ୪ରୁ ୫ଟି ଶୁଖା ଅଙ୍ଗୁର ଗୋଟେ ଦିନରେ ଖାଇବେ ଆ ଠାରୁ କମ ନୁହ ନା ଅଧିକ ।

Leave a Reply

Your email address will not be published. Required fields are marked *