ଅଧିକ ପାଣି ପିଇବା ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ, ଆପଣ ପଡିପାରନ୍ତି ଏହି ରୋଗରେ

ବନ୍ଧୁଗଣ ଫିଟ ରହିବା ପାଇଁ ଅଧିକ ପାଣି ପିଉଛନ୍ତି କି ? ବୋତଲ ବୋତଲ ପାଣି ଏକା ସାଙ୍ଗ ରେ ପିଉଛନ୍ତି କି ? ଏହା ଆପଣଙ୍କ ପାଇଁ ବହୁତ କ୍ଷତି ହୋଇପାରେ । ହଁ ଆଜ୍ଞା ଆମେ ପିଲା ଦିନରୁ ଆଜି ଯାଏଁ ଶୁଣି ଆସିଛୁ ଆମେ ଯେତେ ଅଧିକ ପାଣି ପିଇବା ସେତେ ସୁସ୍ଥ ରହିଥାଉ । କିନ୍ତୁ ଯେତେ ଅଧିକ ପାଣି ପିଇବା ଆମ ପାଇଁ କ୍ଷତିକାରକ ହୋଇପାରେ । ପାଣି ପିଇବା ସମସ୍ତଙ୍କ ପାଇଁ ଜରୁରୀ ।

କିନ୍ତୁ ଅଧିକ ପାଣି ପିଇବା ଦ୍ଵାରା ଅତ୍ୟଧିକ ହାଇଡ୍ରେସନ ସମସ୍ୟାର ସମୁଖିନ୍ନ ହୋଇ ପାରନ୍ତି । ଏହାକୁ ଜଳ ନିଶା ମଧ୍ୟ କୁହାଯାଏ । ଏପରି ସ୍ଥିତି ରେ ଆମେ ଏଠାରେ ଆପଣଙ୍କୁ କହିବୁ ଯେ ଅଧିକ ପାଣି ପିଇବା ଆପଣଙ୍କ ସ୍ଵାସ୍ଥ୍ୟକୁ କିପରି କ୍ଷତି ପହଞ୍ଚାଇପାରେ । ଓଭର ହାଇଡ୍ରେସନ କାରଣ ରୁ ଆମ କିଡନି ମଧ୍ୟ ନଷ୍ଟ ହୋଇଯାଏ ।

ବାସ୍ତବରେ ଯେବେ ଆମେ ଅଧିକ ଆଣି ପିଇଥାଉ ଏହି କାରଣରୁ ଆର୍ଜେ ନାଇନ ଭାର୍ଷ ପ୍ରେସିନର ପ୍ଲାଜା ସ୍ତର କମିଯାଏ ଯାହା କିଡନି ର କାର୍ଯ୍ୟ ସ୍ତର କ୍ଷମତା ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ । ଏଭଳି ସ୍ଥିତିରେ ଅଧିକ ପାଣି ପିଇବା ଉଚିତ ନୁହେଁ । ଏହିପରି ଅନେକ ଅଧ୍ୟୟନ କରା ଯାଇଛି ଯେଉଁଥିରେ ଜଣା ପଡିଛି ଯେ ଓଭର ହାଇଡ୍ରେସନର କାରଣ ସଧ ଜଳ ନୁହେଁ ।

ବରଂ ଯେବେ ଆପଣ ଅଧିକ ଲୌହ ମିଶା ଜଳ ପିଅନ୍ତି ସେତେବେଳେ ଏପରି ସମସ୍ଯା ଦେଖାଯାଏ । ଯାହା ପାଇଁ ଯକୃତ ସମ୍ବଧୀୟ ସମସ୍ଯା ହୋଇପାରେ । ସେଥିପାଇଁ ଆବଶ୍ୟକତା ଠାରୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ପ୍ରଚୁର ପାଣି ପିଅନ୍ତି ତେବେ ଆପଣ ବି ହୃଦଘାତର ଶିକାର ହୋଇ ପାରନ୍ତି ।

ବାସ୍ତବରେ ଯେବେ ଆପଣ ଅଧିକ ପାଣି ପିଅନ୍ତି ସେତେବେଳେ ଏହା ଶରୀରରେ ରକ୍ତ ର ପରିମାଣ କୁ ବଢାଇ ଥାଏ ଯାହା ହୃଦୟର ରକ୍ତବାହୀ ଉପରେ ପ୍ରଭାବ ପକାଇ ଥାଏ । ଅତ୍ୟଧିକ ଚାପ କାରଣରୁ ହୃଦଘାତର ସମ୍ଭାବନା ବଢିଥାଏ । ତେଣୁ ଆମେ ଅଧିକ ପାଣି ପିଇବା ଉଚିତ ନୁହେଁ । ଯେବେ ଆପଣ ଜରୁରୀ ଠାରୁ ପାଣି ପିଇବା ଆରମ୍ଭ କରନ୍ତି ସେତେବେଳେ ଶରୀରରୁ ସୋଡିୟମର ମାତ୍ରା କମିବା ଆରମ୍ଭ କରିଥାଏ ।

ଯାହା ପରେ ଜଳ ଉଷ୍ମସିସ ପ୍ରକ୍ରିୟା ମାଧ୍ୟମରେ କୋଷ ଗୁଡିକରେ ପ୍ରବେଶ କରେ । ଏହି କାରଣରୁ କୋଷ ଗୁଡିକରେ ଫୁଲା ଭଳି ସମସ୍ଯା ଦେଖା ଦିଏ । ଏହି ଅବସ୍ଥା ଅତ୍ୟଧିକ ଗମ୍ଭୀର ସମସ୍ଯା ସୃଷ୍ଟି କରିପାରେ । ଯେପରିକି ମାଂସପେଶୀ, ଟିସୂ, ମସ୍ତିସ୍କ ର କ୍ଷତି ଇତ୍ୟାଦି । ତେଣୁ ଜଳର ଅଧିକ ବ୍ୟବହାର ରୁ ଦୂରେଇ ରହିବା ଉଚିତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *