EXCLUSIVE ଭିଡିଓ ! ଆଦିତ୍ୟଙ୍କ ମା’ କଲେ ବଡ ଖୁଲାସା, କହିଲେ ମୋର ବିଦ୍ୟାଶ୍ରୀ ଉପରେ ହେଉଛି ସନ୍ଧେହ, ସେହିଁ ମୋ ପୁଅ କୁ ମା-ରି-ଛି…..

ମାନବ ପ୍ରେମୀ ଆଦିତ୍ୟ ଓ ବିଦ୍ୟାଶ୍ରୀ ପୁଣି ଥରେ ଚର୍ଚାରେ ଚାଲି ଆସିଛନ୍ତି । କିଛି ଦିନ ତଳେ ମି-ଡି-ଆ ସାମ୍ନାରେ କଥା ହେଇ ଆଦିତ୍ୟଙ୍କ ମା କହିଥିଲେ କି ତାଙ୍କୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଉପରେ ସ-ନ୍ଦେ-ହ ହେଉଛି । ମି-ଡି-ଆ ସାମ୍ନାରେ ପୁଣି ଥରେ ଆଦିତ୍ୟଙ୍କ ମା ବିଦ୍ୟାଶ୍ରୀଙ୍କୁ ଫୋନ କରି କହିଲେ କି ଆଦିତ୍ୟ ଆ-ତ୍ମ-ହ-ତ୍ୟା କରିଛି ନା ତାକୁ ମ-ର୍ଡ-ର ହୋଇଛି ।

ଏହାର ଜ-ବା-ବରେ ବିଦ୍ୟାଶ୍ରୀ ମା ଓ ମି-ଡି-ଆ ସାମ୍ନାରେ କହିଲେ କି ମା ଆପଣ ମୋତେ ଯେତେ ଥର ବି ଏହି ପ୍ରଶ୍ନ ପଚାରିଛନ୍ତି ସବୁବେଳେ ମୁଁ ଆପଣଙ୍କୁ ଏହାର ଗୋଟିଏ ହିଁ ଉତ୍ତର ଦେଇଛି କି ଆପଣ କେମିତି ବିଶ୍ଵାସ କରୁଛନ୍ତି କି ଆପଣଙ୍କ ପୁଅ ଆ-ତ୍ମ-ହ-ତ୍ୟା କରି ପାରିବ ଓ ମି-ଡି-ଆ ସାମ୍ନାରେ ବି ମୁଁ ଏହାର ଜ-ବା-ବ ଦେଇ ସାରିଛି । ଏହା ପରେ ବିଦ୍ୟାଶ୍ରୀ ଆଗକୁ କହିଲେ କି ମୁଁ ଏ ପର୍ଯ୍ୟନ୍ତ ବିଶ୍ଵାସ କରି ପାରୁ ନାହିଁ କି ମୋ ସ୍ଵାମୀ ମାନବ ପ୍ରେମୀ ଆଦିତ୍ୟ ଦାସ ଆ-ତ୍ମ-ହ-ତ୍ୟା କରିଥିବେ ।

କାରଣ ଯେଉଁ ଅବସ୍ଥାରେ ରେଳ ଲାଇନରୁ ତାଙ୍କର ଶ-ବ ମିଳିଛି ସେଥିରୁ ଏହା ସ୍ପଷ୍ଟ ହେଉ ନା ହିଁ କି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏହା ଛଡା କୌଣସି ପାଇଲଟ ବି ଏହା ସ୍ଵୀକାର କରି ନାହାନ୍ତି କି ସେ ଦୁ-ର୍ଘ-ଟ-ଣା କରିଛନ୍ତି । ଅନ୍ୟ ପଟେ ଆଦିତ୍ୟ ଶରୀରର ମୁ-ଣ୍ଡ-ରୁ କା-ନ ପର୍ଯ୍ୟନ୍ତ ଗୋଟିଏ ବଡ ହୋଲ ହେଇଛି, ଏହା ସହିତ ଶରୀରର କୌଣସି ସ୍ଥାନରେ ଆ-ଘା-ତ ଲାଗି ନାହିଁ, ପିଠିରେ ଅଳ୍ପ ଆଞ୍ଚୁଡି ହୋଇଛି ଓ ଟିସାର୍ଟ କଳର ପାଖରୁ ଅଳ୍ପ ଛିଣ୍ଡି ଯାଇଛି ।

ତାଙ୍କ କହିବା ଅଟେ କି ଯଦି ବି ଆଦିତ୍ୟଙ୍କ ଟ୍ରେ-ନ ଦୁ-ର୍ଘ-ଟ-ଣା ହୋଇଥାନ୍ତା ତେବେ ହାତ, ଗୋଡ କିଛି ନ କଟିଲେ ବି କାନ ତ ନିଶ୍ଚିତ ଭାବରେ କଟିବ । କିନ୍ତୁ ଏହିଭଳି କିଛି ବି ହୋଇ ନାହିଁ । ସେଥିପାଇଁ ବିଦ୍ୟାଶ୍ରୀଙ୍କ ଅନୁସାରେ ଏହା ଏକ ହ-ତ୍ୟା ଅଟେ । କିନ୍ତୁ ମୋ ପାଖରେ କୌଣସି ପ୍ରକାରର ପ୍ରମାଣ ନାହିଁ ସେଥିପାଇଁ ମୁଁ କାହା ଉପରେ ହାତ ଉଠାଇ ପାରିବି ନାହିଁ ।

ମୋତେ କେତେକ ଲୋକମାନଙ୍କ ଉପରେ କେବଳ ସ-ନ୍ଦେ-ହ ଅଛି । ଯାହା ବିଷୟରେ ମୁଁ ମି-ଡି-ଆକୁ ପୂର୍ବରୁ କହିସାରିଛି । ମୋ ପାଖରେ କାହା ନାଁରେ କୌଣସି ବି ପ୍ରକାରର ପ୍ରମାଣ ନାହିଁ । ସେଥିପାଇଁ ମୁଁ କେବଳ ସମସ୍ତଙ୍କ ଉପରେ ସ-ନ୍ଦେ-ହ କରି ପାରିବି ।

ଏହା ପରେ ବିଦ୍ୟାଶ୍ରୀ କହିଲେ କି ଯଦି C-B-I ତାଙ୍କୁ ଆଦିତ୍ୟ ଦାସ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସଠିକ ପ୍ରମାଣ ନ ଦିଅନ୍ତି ତେବେ ସେ ଉପର ଲେବୁଲକୁ ଯାଇ ବି ତାଙ୍କ ସ୍ଵାମୀଙ୍କ ହ-ତ୍ୟା-ର ଯା-ଞ୍ଚ କରିବେ ଓ ସତ ଜାଣିବାକୁ ଚେଷ୍ଟା କରିବେ ।

କହିଦେଉଛୁ କି ଗତ ବର୍ଷ ମାନବପ୍ରେମୀ ଓ ସମାଜସେବି ଆଦିତ୍ୟ ଦାସଙ୍କ ମୃ-ତ ଶ-ରୀ-ର ରେଲ ଲାଇନରେ ମିଳିଥିଲା । ଯାହା ପର ଠାରୁ ଏହା ଆ-ତ୍ମ-ହ-ତ୍ୟା ନା ହ-ତ୍ୟା ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ସାମ୍ନାକୁ ଆସୁଛି । କିନ୍ତୁ ଏହା ପଛର ଅସଲ ସତ କଣ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ ।

Leave a Reply

Your email address will not be published. Required fields are marked *