ଭୟ ବଢାଉଛି ନୂଆ ଭାଇରସ ‘ଜିକା’, ଏହି ସବୁ ଲକ୍ଷଣ ଦେଖାଦେଲେ ଜାଣନ୍ତୁ ଆପଣ ଅଛନ୍ତି ଏଥିରେ ସଂକ୍ରମିତ

ଦେଶରେ ଗତ ୧.୫ ବର୍ଷ ହେବ କରୋନା ଭା-ଇ-ର-ସ ମ-ହା-ମା-ରୀ ଜାରି ଅଛି । ଏହି ବର୍ଷ ଏପ୍ରିଲ ଓ ମେ ମାସରେ ମ-ହା-ମା-ରୀର ଦ୍ଵିତୀୟ ଲହର ବହୁତ ସଂଖ୍ୟାରେ ଲୋକମାନେ ପ୍ରଭାବିତ କରିଛି, କିନ୍ତୁ ବର୍ତ୍ତମାନ ସ୍ଥିତି କାବୁରେ ଅଛି । ମାମଲା ବି ବର୍ତ୍ତମାନ ବହୁତ କମ ଅଛି । କିନ୍ତୁ ବର୍ତ୍ତମାନ ଗୋଟିଏ ନୂଆ ଭା-ଇ-ର-ସ ସାମ୍ନାକୁ ଆସୁଛି ।

ଯେଉଁଥିରେ ଲୋକମାନଙ୍କୁ ଭ-ୟ-ଭୀ-ତ କରିଦେଇଛି । ଏହି ଭା-ଇ-ର-ସର ନାଁ ଜିକା ଭା-ଇ-ର-ସ ଅଟେ । ଜିକା ଭା-ଇ-ର-ସର ପ୍ରଥମେ କେ-ସ କେରଲରୁ ସାମ୍ନାକୁ ଆସିଛୁ । କେରଲ ଏହି ବର୍ଷରେ ଏହା ପ୍ରଥମ ମା-ମ-ଲା ଅଟେ । ଜିକା ଭା-ଇ-ର-ସରେ ଜଣେ ପ-ଜି-ଟି-ବ ହେବା ପରେ ସନ୍ଦେହରେ ୧୩ ଜଣ ଲୋକଙ୍କ ନମୁନା ନିଆଗାଲା । ଯାହାଙ୍କର ଯାଞ୍ଚ ପାଇଁ ତାଙ୍କୁ ପୁଣେ ନ୍ୟାସନାଲ ଇଂସ୍ଟୀଟ୍ଯୂଟ ଅଫ ବାୟରୋଲଜୀରେ ପଠାଇ ଦିଆ ଯାଇଛି ।

ଯେଉଁଠି ଏହା ସ୍ପଷ୍ଟ ହୋଇଯାଇଛି କି ସମସ୍ତେ ଜିକା ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ବୟାନ ଅନୁସାରେ, ତିରୁବନଂତପୁରମର ପରସାଲାରେ ୨୪ ବର୍ଷୀୟ ଗର୍ଭବତୀ ମହିଳା ଏହି ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇଛି । ବର୍ତ୍ତମାନ ମହିଳାର ଚିକିତ୍ସା ଏକ ପ୍ରାଇବେଟ ହସ୍ପିଟାଲରେ କରାଯାଉଛି । ରିପୋର୍ଟ ଅନୁସାରେ କୁହାଯାଉଛି କି ତିରୁବନଂତପୁରମରେ ପଠାଯାଇଥିବା ୧୯ ଟି ନମୁନା ମଧ୍ୟରେ ୧୩ ଟି ସ୍ୱାସ୍ଥ୍ୟ କର୍ମୀଙ୍କ ନମୁନା ଅଛି ।

ଯେଉଁଥିରେ ଡାକ୍ତର ବି ସାମିଲ ଅଛନ୍ତି ଓ ତାଙ୍କୁ ନେଇ ସ-ନ୍ଦେ-ହ ଅଛି ସେ ଜିକା ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇଛନ୍ତି । ରି-ପୋ-ର୍ଟ ଅନୁସାରେ ଗର୍ଭବତ୍ତୀ ମହିଳା ଯିଏକି ଜିକା ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇଛନ୍ତି ସେ ୭ ଜୁଲାଇରେ ନିଜର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ପରେ ତାଙ୍କୁ ଜର, ମୁଣ୍ଡା ବ୍ୟଥା ଓ ଶରୀର ଉପରେ ନାଲି ନାଲି ଦାଗ ପଡିଯିବା ତାଙ୍କର ଯାଞ୍ଚ କରାଗଲା ।

ହସ୍ପିଟାଲରେ ଯାଞ୍ଚ ପରେ ସେ ଜିକା ଭା-ଇ-ର-ସରେ ଆ-କ୍ରା-ନ୍ତ ହୋଇଛନ୍ତି ବୋଲି ପୃଷ୍ଟି ହେଲା ଓ ତାଙ୍କର ନମୁନାକୁ ଏନଆଇବିରେ ବି ପଠା ଦିଆଯାଇଛି । ବର୍ତ୍ତମାନ ମହିଳାର ଅବସ୍ଥା ସ୍ଥିର ଅଛି । ବର୍ତ୍ତମାନ କରୋନା ମ-ହା-ମା-ରୀ ଶେଷ ହୋଇ ନାହିଁ କି, ଏହା ପୂର୍ବରୁ ଜିକା ଭା-ଇ-ର-ସ ସାମ୍ନାକୁ ଆସି ଲୋକମାନଙ୍କ ମନରେ ଚିନ୍ତା ସୃଷ୍ଟି କରି ଦେଇଛି । କହିଦେଉଛୁ କି ଜିକା ଭା-ଇ-ର-ସ ମଶା ଦ୍ଵାରା ହୋଇଥାଏ । ଏ-ଡ଼େ-ସ ପ୍ରଜାତିର ମଶାଙ୍କ ଠାରୁ ଏହି ଭା-ଇ-ର-ସ ହୋଇଥାଏ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏ-ଡ଼େ-ସ ମଶା ସାଧାରଣତଃ ଦିନରେ କାଟିଥାଏ । ସକାଳୁ ସକାଳୁ, ଦ୍ଵିପହର କିମ୍ବା ସନ୍ଧ୍ୟା ସମୟରେ ଏହି ମଶା ଅଧିକ ଦେଖା ଯାଆନ୍ତି । ଏହା ସେହି ମସା ଅଟେ ଯିଏ ଡେଙ୍ଗୁ, ଚିକେନଗୁଣିଆ ରୋଗ ବ୍ୟାପିଥାଏ । କିନ୍ତୁ ଏହି ଭା-ଇ-ର-ସ ଦ୍ଵାରା ସଂ-କ୍ର-ମ-ଣ-ର କୌଣସି ଗମ୍ଭୀର ସମସ୍ୟା ନାହିଁ । କିନ୍ତୁ ଗର୍ଭବତ୍ତୀ ମହିଳାଙ୍କ ପାଇଁ ବିଶେଷ କରି ଭ୍ରୁଣ ପାଇଁ ଏହା ବହୁତ ଭୟଙ୍କର ହୋଇପାରେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *