ସାମ୍ନାକୁ ଆସିଲା ବଡ ଖବର, ରାଷ୍ଟ୍ରପତି ଗାଦୀରୁ ଅଗଷ୍ଟ ସୁଦ୍ଧା ବିଦା ହେବେ Putin, ଦେଖନ୍ତୁ କିଏ ହେବ ନୂଆ ରାଷ୍ଟ୍ରପତି?

ୟୁକ୍ରେନ ର ରୁଷ ର ଯୁଧ୍ୟ କାହାକୁ ଅଛପା ନଥିବା ବେଳେ ୟୁକ୍ରେନ ଗୁପ୍ତଚର ମୁଖ୍ୟ ଙ୍କ ଦାବି କି ଅଗଷ୍ଟ ସୁଦ୍ଧା ପୂତିନ ରାଜନୀତି ରୁ ଓହରି ପାରନ୍ତି ତାଙ୍କୁ ଗାଦୀରୁ ତଡିବା ପାଇଁ ଏବେ ଭିତିରିଆ କାର୍ଯ୍ୟକ୍ରମ ଚାଲିଛି । ରାଷ୍ଟ୍ରପତି ପୁଟିନ ଆଉ ବେଶୀ ଦିନ ନୁହନ୍ତି ଗାଦିରେ । ତାଙ୍କୁ ଗାଦୀରୁ ତଡିବା ପାଇଁ ଏବେ ସବୁ ପ୍ରକାର ଚେଷ୍ଟା କରା ଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ରୁଷ ହାରିଯିବ ଯୁଦ୍ଧ । ତେଣୁ ଏହାକୁ ନେଇକି ଅନେକ ପ୍ରକାର କଥା ଉଠୁଥିବା ବେଳେ ଏବେ ପୁଟିନ ଗାଦୀରୁ ବାହାରିବା କଥା ୟୁକ୍ରେନ ପାଇଁ ଖୁଶି ଖବର ।

ଆମେ ଯଦି ଦେଖିବା ପାଇଁ ଯିବା ତ ୟୁକ୍ରେନ ପାଶ୍ଚାତ୍ୟ ଦେଶ ସହ ମିଶିବା ପାଇଁ ଯାଉ ଥିବାରୁ ଏହି ଯୁଦ୍ଧ ଆରମ୍ଭ ହୋଇ ଥିଲା ଅନେକ ଦେଶ ଏହା ପାଇଁ ୟୁକ୍ରେନ କୁ ଦାଇ ଅକରିବା ବେଳେ ଅନେକ ରୁଷ କୁ ଦାଇ କରିଥିଲେ ତେବେ ଅନେକ ଥର ମିଟିଂ ହେବା ପରେ ଭି ଏହାର କିଛି ସମାଧାନ ଆଗକୁ ଆସି ନଥିଲା ।

ତେଣୁ କିଛି ମିଲିଟାରୀ ଅବକାରୀ ଓ କିଛି ଅନ୍ୟ ଆଜନୀତି ରେ ଥିବା ବ୍ୟକ୍ତି ଙ୍କ ମତ ଅନୁସାରେ ଓ ତାଙ୍କ କଥା ଅନୁସାରେ ପୁଟିନ ଗାଦୀରୁ ବାହାରି ଯିବେ । ଏହା ପାଇଁ ଆମେ ବିଶେଷାଜ୍ଞ ଙ୍କ କଥା ହେବା ସହ । ସେ କହି ଥିଲେ କି ଏହା ସତ୍ୟ ହୋଇ ପାରେ କି ଗୁପ୍ତଚର ମାନେ ଏହାକୁ କହି ଛନ୍ତି ଯଦିଓ ଏହା ଠିକ ହୋଇ ପାରେ ।

ମାତ୍ର ଏହାକୁ ସେମାନେ ନିଜ ଯାଏ ନ ରଖିକି ବାହାରକୁ ବାହାର କରି ଦେଲେ ଏହି ଖବର କୁ ଯାହା ଦ୍ଵାରା ପୁଟିନ ମଧ୍ୟ ଶୁଣିବା ପାଇଁ ପାଇ ଥିବେ । ଆମେ କେବଳ ଆଲୋଚନା କରୁଛେ ମାତ୍ର ସେ ସେହି ଜାଗାରେ ଅଛନ୍ତି । ତ ସେ ଏହାର ଉତ୍ତର ଦେବେ ।

ଏହା କୁ ଶିକ୍ରେଟ ରେ ରକ୍ଷା ଯାଇଥାଏ । ମାତ୍ର ଏହାକୁ ୟୁକ୍ରେନ ସଭିଙ୍କ ଆଗରେ କହିବା ଠିକ ଲାଗୁନି ରୁଷିଆ ର ଲୋକମାନେ ମଧ୍ୟ ଏହା ଜାଣି ନଥିବେ । ତେବେ ଏହି ଖବର ଆସିବା ପରେ ଯେଉଁ ମାନେ ପୁଟିନ ଏହା ଦାଇ ଭାବୁ ଥିଲେ ସେମାନେ ୟୁକ୍ରେନ କୁ ସହମତ ଦେବେ ଏହା ସହ ରୁଷ ରେ ଏହି ଭଳି କିଛି କାର୍ଯ୍ୟ କ୍ରମ କୁ ନେଇକି ଅଭି ଯାଏ ଅଫିସିଆଲ ଆନାଉନ୍ସମେଣ୍ଟ ମଧ୍ୟ କରା ଯାଇନି ତେଣୁ ।

ଏହାକୁ ଆମେ ଜାଣିବା କିମ୍ବା ଏହା ଉପରେ କିଛି ମତ ଦେବା ଆନୁଚିତ । ହୋଇ ପାରେ ଏହା ୟୁକ୍ରେନ ର ଏକ ପ୍ରୋପାଗାଣ୍ଡା ହୋଇ ପାରେ । ବହୁତ ଲୋକମାନେ ଏହା ମତ ଦେଇ ଛନ୍ତି କି ପୁଟିନ ଙ୍କ ଦେହ ଖରାପ ଅଛି ତେବେ ଏହା ଏବେ କେଉଁ ରୂପ ରେ ନେବେ ଲୋକମାନେ କେଉଁ ଭଳି କମ କରିବେ ।

ତାହା ଜଣା ନାଇ ମାତ୍ର ଏହା ମଧ୍ୟ ସତ୍ୟ କି ପୁଟିନ ଙ୍କ ବିରୋଧରେ କିଛି ନା କିଛି ଆବାଜ ଉଠିଲାଣି ଆଗରେ ନହେଲେ ମଧ୍ୟ ଏହା ପଛରେ ଉଠିଲାଣି । ତେବେ ଆଗାମୀ ଦିନ ଏହା ସ୍ଥିର କରିବ କି ଏହା ସତ କି ମିଛ ।

Leave a Reply

Your email address will not be published. Required fields are marked *