Alert! ଗୁଗୁଲ ରେ ଆପଣ ଏହି ସବୁ ଦେଖୁଛନ୍ତି କି ? ଦେଖୁଥିଲେ ଶୀଘ୍ର ପଢନ୍ତୁ ଏହି ଖବର…

ଗୁଗୁଲ ରେ ଆପଣ ଏହି ସବୁ ଜିନିଷ ଦେଖୁ ଛନ୍ତି କି ତେବେ ସାନଧାନ ହୋଇ ଯାଅନ୍ତୁ । କାରଣ ଆପଣ ଏହା ଯଦି ଖୋଲିବେ ତେବେ ଆପଣ ଜେଲ ଯାଇ ପାରନ୍ତି । ଆମ ଜୀବନରେ ଇଣ୍ଟର୍ନେଟ ଏକ ଏହି ଭଳି ଜିନିଷ ହୋଇ ଗଲାଣି ଯାହାକୁ ଆମେ ବ୍ୟବହାର କରିକି ବଞ୍ଚି ପାରିବା ଯଦି ଆମେ ଏହାକୁ ନ ଜାଣି ପାରୁଛେ ତେବେ ଏହା ଆମକୁ ନଷ୍ଟ କରି ଦେବ । ଅନେକ ପିଲା ମାନେ ଏହାର ଶିକାର ହୋଇ ଗଲେଣି ।

ତେବେ ଏହାକ ପାଇଁ ଦରକାର ଥିବା ଆପ ହେଉଛି ଗୁଗୁଲ ଆମେ ସାଧାରଣ ଭାବେ ଏହାକୁ ଅଭୁତଯତନର ସହ ବ୍ୟବହାର ଅକ୍ରିୟ ଥାଉ ଯାହା କିଛି ହୋଇ ଗଲେ ଆମେ ପ୍ରଥମେ ଗୁଗୁଲ କୁ ପଚାରି ଥାଉ ଏହା ଆମ ଜୀବନର ଏକ ଅତୁଟନୀୟ ସମପର ହୋଇ ଗଲାଣି ଆଜି ଯଦି ଗୁଗୁଲ ନରହିବ ବୋଧେ ହୁଏ ଅନେକ କାମ ରହି ଜୀବ ଏକା ସହ ।

ତେବେ ଏହା ପାଇଁ କିଛି ପ୍ରତିବନ୍ଧକ ଅମଧ୍ୟ ଅଛି ଗୁଗୁଲ ଆମ କୁ ସବୁ କହୁ ଥିଲେ ମଧ୍ୟ ଆମେ ଏହାକୁ କହି ପାରିବା ନି ଏହା ଆମକୁ ସବୁ କିଛି କହୁ ଆମେ ଯଦି କିଛି ଏହି ଭଳି କମ ଅକରିବା ଯାହା ଦ୍ଵାରା ଆମେ ଜେଲ ଯାଇ ପାରିବା ତେବେ ଏହା ଖୁବ ଭୟାନକ ପରିଣତି ଅଟେ ।

ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆମେ ଜେଲ ଯାଇ ପାରୁ । ଆପଣ ଯାହା ଭି ଖୋଜୁଛନ୍ତି ଏହା ଉପରେ ନଜର ରଖୁଛନ୍ତି ଏକ ସୁରକ୍ଷା ଦଳକର୍ମୀ । ତେବେ ଏହା ଦ୍ଵାରା ଆପଣ ଙ୍କ ଜୀବନ ନଷ୍ଟ କରିଦେବ । ଆପଣ ବୋମା ତିଆରି କିଭଳି କରିବେ ଏହା ଅଜଦି ଆପଣ ଖୋଜୁଛନ୍ତି ତେବେ ଆପଣ ଏହା ଦ୍ଵାରା ଜେଲ ପଠାଇ ପାରେ ।

ଆପଣ ଶିଶୁ ନିର୍ଯ୍ୟାତନା କୁ ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବର୍ଷ ରୁ ବର୍ଷ ଯାଏ ଯାଇ ଥାଏ । ଏହା ପରେ ଆପଣ ଯଦି ଗର୍ଭବତ୍ତୀ ମହିଳା ଙ୍କ ଗର୍ଭପାତ କିଭଳି ହେବ ଏହା ଦେଖୁ ଛନ୍ତି ଏହା ମଧ୍ୟ ଦଣ୍ଡନୀୟ ଅଟେ । ଆପଣ ଯାହା ଭି ଖୋଜୁଛନ୍ତି ଏହା ଆମ ଏକ କୋଡ ରେ ରହି ଥାଏ ସୁରକ୍ଷା କର୍ମୀ ମାନେ ଏହାକୁ ଧ୍ୟାନ ଦେବେ

ଓ ସେମାନେ ଏହା ପାଇଁ କଡା କଡି ଭାବେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ମଧ୍ୟ କରି ପାରନ୍ତି । ଯେଉଁ ମାନେ ଏହି ଭଳି କିଛି ଶବ୍ଦ କୁ ଖୋଜୁ ଛନ୍ତି ସେମାନେ ଖୁବ ଖରାପ ପରିଣାମ ପାଇବେ । ଆପଣ ଜାଣି ରଖନ୍ତୁ କି ଭାରତ ରେ ଏହା ସମ୍ପୂର୍ଣ ଭାବେ ମନା ହୋଇ ଥାଏ ।

ଆମେ ଏହା ମଧ୍ୟ ଜାଣିବା କଥା କି ଆମେ ଯଦି ଏହାକୁ ସର୍ଚ କରିବା ତେବେ ଏହା ଆମ ପାଇଁ ଖୁବ ଖରାପ ପରିଣାମ ଦେବ ।

Leave a Reply

Your email address will not be published. Required fields are marked *