ପିଲାଙ୍କ ପାଇଁ 30 ବର୍ଷ ଧରି ପୁରୁଷ ବେଶରେ ବଞ୍ଚୁଥିଲେ ମାଆ, ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ପିଲାଙ୍କ ପାଇଁ ମା ହୋଇକି ରହିଲା ବାପା ଙ୍କ ବେଶରେ । ସନ୍ତାନ ର ଲାଳନ ପାଳନ ପାଇଁ ସେ ଛଦ୍ମ ବେଶରେ ବଞ୍ଚି ଆସୁଛନ୍ତି ନିଜ ସନାତନ କୁ ଖୁହସିରେ ରଖିବା ପାଇଁ ଓ ଭଲ କରି ଜୀବନ ବିତାଇବା ପାଇଁ ଦେବା ପାଇଁ ମା ସାଜିଛି ପୁରଷ । କୁହାଯାଏ କି ମା ସର୍ବଂ ସହା । ଯାହା ଦ୍ଵାରା ଏହା ପ୍ରମାଣିତ ହୋଇଛି କି ଏହା ମିଛ କଥା ନୁହେଁ । ନିଜ ସନ୍ତାନ କୁ ବଞ୍ଚାଇବା ପାଇଁ ଯାଇକି ସେ ନିଜକୁ ଭୁଲି ଯାଇଛି ବିବାହ ର  ପନ୍ଦର  ଦିନ ମଧ୍ୟରେ ଚାଲି ଯାଇ ଥିଲେ ସ୍ଵାମୀ ।

ହୁର୍ଦଘାତ ରେ ଚାଲି ଗଲା ସ୍ଵାମୀ । କିଛି ଦିନ ପରେ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇ ଥିଲେ ଓ ଏହାର କିଛି ଦିନ ପରେ ନିଜ ପିଲା କୁ ପାଳିବା ପାଇଁ ସେ ଅନେକ ଜାଗାରେ କାମ କରି ଥିଲେ ମାତ୍ର ସବୁ ଜାଗାରେ ସେ ଶାରୀରିକ ଶୋଷଣର ଶିକାର ହୋଇ ଥିଲେ ।

କିଛି ଦିନ ଯିବା ପରେ ତାଙ୍କୁ ପ୍ରସ୍ତାବ ଆସିଥିଲା କି ସେ ଦ୍ଵିତୀୟ ବିବାହ କରିବେ ବୋଲି ମାତ୍ର ଏହାକୁ ସେ ମନା କରି ଦେଇ ଥିଲେ । ତାଙ୍କର ଏକ ମାତ୍ର ସନ୍ତାନ କୁ ସେ  ଭଲ ଜୀବନ ଦେବା ପାଇଁ ପୁରୁଷ ବେଶହ ଧାରଣ କଲେ ଓ ନିଜର ନାମ ରଖିଲେ ମୁଥୁ ।

ପୁରୁଷ ହେବା ପାଇଁ ସେ ଚୁଟି କାଟି ଦେଲେ ଓ ଏହା ପରେ ସେ ଅନେକ କମ୍ପାନୀ ଓ ଦୋକାନ ମାନଙ୍କରେ ରହିକି କାମ କରିବା ଆରମ୍ଭ ହେଲେ ଯାହା ଦ୍ଵାରା ସେ ଆଉ ଶାରୀରିକ ଶୋଷଣ ର ଶିକାର ହେଲେନି  । ତାଙ୍କ ସହକର୍ମୀ ମାନେ ତାଙ୍କୁ ମୁଥୁ ମାଷ୍ଟର ଡାକନ୍ତି ।

ପ୍ରଥମ ଏହି ନିସ୍ପତି ତାଙ୍କୁ ଅନେକ ଅସୁବିଧା ଆଣି ଦେଇ ଥିଲେ ଭି ସେ ପଛକୁ ଯାଇ ନ ଥିଲେ ନିଜ ନିସ୍ପତି ରେ ସେ ରହି ଥିଲେ ଏହା ପାଇଁ ତାଙ୍କଉ ଅନେକ କଷ୍ଟ କରିବା ପାଇଁ ପଡିଥିଲା ପୁରୁଷ ଙ୍କ ସୌଚାଲୟ କୁ ବ୍ୟବହାର କରୁଥିଲେ ।

ଯେଉଁ ଜାଗାରେ ମହିଳା ମାନେ ରହୁ ଥିଲେ ସେହି ଜାଗାକୁ ଯାଉ ନଥିଲେ । ମହିଳା ଅମାନଙ୍କ ପାଇଁ ଥିବା ବସ ରେ ସେ ବସ ନଥିଲେ ସେ ସବୁ ବେଳେ ନିଜ କାମରେ ବ୍ୟସ୍ତ ରହୁ ଥିଲେ । ଅଧିକା ଟଙ୍କା ଦେବା ପାଇଁ ପଡୁ ଥିଲା ତାହା ମଧ୍ୟ କରୁଥିଲେ ।

କାହାକୁ ଜାଣିବା ପାଇଁ ଦେଇ ନଥିଲେ କି ସେ ଏକ ନାରୀ ବୋଲି । ପେଚିୟାଲ ମଲ ଏବେ 53 ବର୍ଷ ର ତାଙ୍କ ଏକ ସନ୍ତାନ ଏବେ ବିବାହିତ । ମାତ୍ର ସେ ଏବେ ଭି ନିଜର ଏହି ଜୀବନ କୁ ଜାରି ରଖିବା ପାଇଁ ଚାହୁଁ ଛନ୍ତି । ତେବେ ସତ କୁହା ଯାଏ କି ମା ଙ୍କ ରୁଣ କେହି ସୁଝି ପାରିବେନି ।

Leave a Reply

Your email address will not be published. Required fields are marked *