ସବୁ ଠିକ ହୋଇଆସିଥିଲା, କିନ୍ତୁ ହଟାତ ଏମିତି କଣ ହେଲା କି Sumit ଙ୍କ ଘରୁ ଚାଲିଯିବେ Tapaswini !

ଆମେ ଜାଣିଛେ କି ତପସ୍ଵିନୀ ଓ ସୁମିତ ଙ୍କ ବିବାଦ ବହୁତ ଆଗକୁ ଯାଇଛି । ଯାହା ଦ୍ଵାରା ଆମେ ଏହା ଜାଣି ପାରିବା କି ସୁମିତ ଓ ତପସ୍ଵିନୀ ପରସ୍ପର କୁ ଭଲ ପାଇକି ବିବାହ କରିଥିଲେ ମାତ୍ର । ପରସ୍ପର ଙ୍କ ପରିବାର ଲୋକମାନେ ଏହାକୁ ନେଇକି ରାଜି ନଥିଲେ । କିନ୍ତୁ କିଛି ଦିନ ଗଲା ପରେ ଆମେ ଏହା ଜାଣିବା ପାଇଁ ପାଇ ଥିଲୁ କି ଯେଉଁ ମାନେ ବିବାହ କରିଥିଲେ ସେମାନେ ମଧ୍ୟ ମନାନ୍ତର ରେ ଅଛନ୍ତି । ସେମାନେ ପରସ୍ପର ଠାରୁ ଦୂରେଇ ଯିବା ପାଇଁ ଚାହୁଁ ଛନ୍ତି ସେମାନେ ନିଜ ଠାରୁ ସ୍ଵାଧୀନତା କୁ ଅଧିକା ଭଲ ପାଉ ଛନ୍ତି ।

ତପସ୍ଵିନୀ ଅନେକ ପ୍ରକାର କଥା କହି ଥିଲେ କି ତାଙ୍କ ସନ୍ତାନ କୁ ମାରିବା ପାଇଁ ଚାହୁଁ ଥିଲେ । କେଉଁ କାରଣରୁ ସେ ଏହି ଭଳି କରିବା ପାଇଁ ଚାହାଉନ ଥିଲେ ଶିକ୍ଷିତ ହୋଇକି ମଧ୍ୟ ଏକ ଯୋଡି ଏହି ଭଳି ନିସ୍ପତି ନେବା ଭଲ କଥା ନୁହେଁ ।

ଉଭୟ ନିଜର କଥାକୁ ର୍କାହିବା ପାଇଁ ସମୟ ଦେଇଥିଲା ଯୋର୍ଟ ଏହା ସହ ପରସାପର ଙ୍କୁ ଏକା ସହ ରହିବା ପାଇଁ ମଧ୍ୟ କହିଥିଲା । ମାତ୍ର ଉଭୟ ଏହାକୁ ମାନିବା ତ ଦୂର କଥା ଏହାକୁ ବୁଝିବା ପାଇଁ ଚେଷ୍ଟା କରି ନଥିଲେ ।

କେତେବେଳେ ନାପା ମା ତ କେତେବେଳେ ଅନ୍ୟ ବନ୍ଧୁ ବାନ୍ଧବ ମାନେ ଏହାକୁ ବୁଝିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଏହା ସେତିକି ରେ ଅଟକି ଯାଇ ନଥିଲା ଆଗକୁ ଯାଇକି ଏହା ଆହୁରି ବଡ ରୂପ ନେଇ ଗଲା । ତେବେ ଉଭୟ ଏବେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିସ୍ପତି ନେଇ ଥିଲେ ତପସ୍ଵିନୀ ଯିଏ କି ଏବେ ସୁମିତ ଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁ ନାହାଁନ୍ତି ଏହା କଣ ସତ ହେବ କି ସୁମିତ କଣ ତାଙ୍କୁ ଛାଡି ଦେବେ ।

ସୁମିତ ଛାଡପତ୍ର ପାଇଁ ଅନୁମତି ଦେବା ପରେ ମଧ୍ୟ କିଛି ଜଣ ଅଛନ୍ତି ଯେଉଁ ମାନେ ଏହା ପାଇଁ ବାଧା ହେଉଛନ୍ତି ତେବେ କଣ ହେବ ତପସ୍ଵିନୀ ଙ୍କର ଯଦି ସତରେ ସେ ଛାଡପତ୍ର ନେବେ ଆଇନ ଅନୁସାରେ ସୁମିତ ତାଙ୍କୁ ନିଜର ଭରଣ ପାଇଁ ପଇସା ଦେବେ ମାତ୍ର ଏହା ପରେ କଣ ସେ ଆଉ ଏକ ବିବାହ କରିବେ ।

ଯେଉଁ ଭଳି ଭାବେ ତପସ୍ଵିନୀ କହି ଥିଲେ କି ସାରା ଜୀବନ ଦୁହେଁ ଏହି ଭଳି ରହିଯିବେ । ଅନେକ ଦିନର ଅପେକ୍ଷା ପରେ ଏବେ ନିଷ୍ପତ୍ତି ନେବାର ଦିନ ଆସିଛି । ତେବେ ଏବେ କଣ ହେବ ଏହି ଜାଗାରେ ଏହା ଶେଷ ହୋଇଯିବ କି ଏହା ଆଗକୁ ଏହି ଭଳି ଭାବେ ଚାଲି ଥିବ । ଏହା ଦେଖିବା ବାକି ରହିଲା ଓଡିଶାବାଶିଙ୍କ ପାଇଁ ।

Leave a Reply

Your email address will not be published. Required fields are marked *