15 Mayରୁ ସୂର୍ଯ୍ୟ ଚଳିଲେ ବୃଷ ରାଶିକୁ (ବୃଷ ସଙ୍କ୍ରାନ୍ତି), କୁମ୍ଭ ରାଶିର ଚମକିବ ଭାଗ୍ୟ

ଆସନ୍ତା ମେ ୧୫ ତାରିଖରେ ବୃଷ ସଙ୍କ୍ରାନ୍ତି ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କାରଣରୁ ଏହାର ନାମକରଣ ବୃଷ ସଙ୍କ୍ରାନ୍ତି ରଖାଯାଉଛି । ଏହି କାରଣରୁ ବୃଷ ରାଶି କୁମ୍ଭ ରାଶିରେ ଚମକିବେ ଯାହା ଶସ୍ତ୍ର ରେ କୁହା ଯାଇଛି । ବୃଷ ରାଶିର ଖାସ ଗୁଣ ହେଉଛି ଏମାନେ ଆଗ କାମ କରିଥାନ୍ତି ପରେ ଫଳର ଆଶା ରଖିଥାନ୍ତି । ମେଶ ରାଶିର ବ୍ୟକ୍ତିଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ । ଏମାନଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇଥାଏ । କୁମ୍ଭ ରାଶି ପାଇଁ ମେ ୧୫ ରୁ ଜୁନ ୧୫ ତାରିଖ ଯାଏଁ କିଛି ଖାସ ପ୍ରଭାବ ରହିବାକୁ ଯାଉଛି ।

କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର କରିବା କାରଣରୁ ଦାଂପତ୍ଯ ଜୀବନ ସୁଖମୟ ରହିବ । ପରିବାର ରେ ସୁଖ ଶାନ୍ତି ବଜାୟ ରହିବ । ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । ଯେଉଁ ମାନେ ବିବାହିତ ସେମାନଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ବହୁତ ଫଳଦାୟୀ ରହିବ । ମହିଳା ମାନେ ପୁରୁଷ ମାନଙ୍କ ଉପରେ ହାବି ହେବେ । ପୁରୁଷ ଓ ମହିଳା ଘର କାମରେ ପରସ୍ପରକୁ ସାହାଜ୍ଯ କରିବେ ।

ଘରର ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବ । ନୂଆ ବାହନ ଆପଣ କ୍ରୟ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । କୁମ୍ଭ ରାଶିର ବିଦ୍ୟାର୍ଥୀ ମାନେ ପାଠ ପଢା କୁ ନେଇ ଦୃଢ ନିଶ୍ଚିନ୍ତ ରହିବେ । ଏମାନେ ନିଜର ପାଠ୍ୟକ୍ରମ କୁ ମାନେ ରଖିବା ପାଇଁ ସକ୍ଷମ ହେବେ । ନୂଆ ଭାଷା ଶିଖିବା ପାଇଁ ଚେଷ୍ଟା କରୁଥିଲେ ଏହା ପୂରଣ ହେବେ । ଯାହା ଦ୍ଵାରା ଆପଣ ଫାଇଦା ରେ ରହିବେ ।

ଆପଣ ଯାହା ଶିଖିବେ ସେଥିରେ ଭଲ ପରିଣାମ ଦେଖିବାକୁ ପାଇବେ । ଆପଣ ନୂଆ ଭାଷା ଶିଖିବାରେ ସଫଳ ହେବେ । ଯଦି ଆପଣ କାର୍ଯ୍ୟ କ୍ଷେତ୍ର ରେ ଅଛନ୍ତି ତେବେ ଆପଣ କ୍ଯାରିୟର ରେ ନାମ କମାଇ ପାରିବେ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବାର ସମୟ ରହିଛି ।

ଯେଉଁ ମାନେ ଚାକିରି ସନ୍ଧାନ ରେ ଅଛନ୍ତି ସେମାନଙ୍କୁ କ୍ଯାରିୟର ଆରମ୍ଭ କରିବା ପାଇଁ ନୂଆ ଅବସର ମିଳିପାରେ । ଆପଣଙ୍କୁ ମନ ପସନ୍ଦର ଚାକିରି ମିଳିପାରେ । ପରିବାର ଲୋକଙ୍କ ସହଯୋଗରେ ବ୍ୟବସାୟ ଆଗକୁ ନେବେ । ପ୍ରତେକ କ୍ଷେତ୍ରରେ ସଫଳ ହେବେ । ପ୍ରସିଦ୍ଧି ରେ ବୃଦ୍ଧି ହେବ । ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣଙ୍କୁ ପରିବାରର ଲୋକଙ୍କ ସହଯୋଗ ଦ୍ଵାରା ବିବାହ ପ୍ରସ୍ତାବ ଆସିପାରେ ।

ଯଦି ଆପଣ ପ୍ରେମ ଜୀବନ ବ୍ଯତୀତ କରୁଛନ୍ତି ବା ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ପରିବାର ଲୋକଙ୍କ ସହମତି ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ମାତା ଙ୍କ ପ୍ରତି ସମ୍ପର୍କ ଆପଣଙ୍କର ଭଲ ରହିବ । ଅଚାନକ ଧନ ଲାଭ ହେବ । ଯାତ୍ରା କରିବାର ଯୋଗ ରହିଛି । ଆପଣ ଭଲ ସଂଘଠନ ଗଠନ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *