ଏଇ କେସକୁ ଭଲସେ ଟେକପ୍ କର ନହଲେ ସବୁ ପୁଅ ଭାସି ଯିବେ, ପୋଲିସ ବାବୁଙ୍କ ପାଇଁ…. ବ୍ୟକ୍ତି ଜଣଙ୍କ ଯାହା କହୁଛନ୍ତି ଶୁଣି ହୋଇସ ଉଡିଯିବ

ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଭଲ ପାଇବା ନଥିଲେ ବିବାହ ଚାଲିବା କଷ୍ଟ କର ହୋଇ ପାରେ । ମାତ୍ର ଯଦି ଦେଖିବା ପାଇ ଯିବା ତ ଏହା ଏକ ଦିନ ଚାଲିବା ଖୁବ କଷ୍ଟ କର ହୋଇ ପଡେ ଏହି ଭଳି ଏକ ଘଟଣା ଆମ ଓଡିଶାରେ ହୋଇଛି । ଯଦି ଦେଖିବା ପାଇଁ ଯିବା ତ ସ୍ଵାମୀ କହି ଛନ୍ତି କି ବିବାହ ଯେଉଁ ଭଳି ହେବା କଥା ସେଇ ଭଳି ହୋଇଛି ମାତ୍ର ଏହା ପରେ ଭୋଜି ମଧ୍ୟ ସେ ଦେଇ ଥିଲେ ସବୁ କିଛି ସାରିବା ପରେ ସେ ରାତିରେ ଶୋଇବା ଚାଲି ଗଲେ ।

ମାତ୍ର ତାଙ୍କ ସ୍ତ୍ରୀ ନ ସୋଇକି ରାତିରେ କିଛି ଖରାପ ଫୋଟୋ ନିଜର ଭିଣେଇ ଙ୍କୁ ଦେଉ ଥିଲେ ବୋଲି ସେ କହିଛନ୍ତି । ସେ ତାଙ୍କୁ ଦେଖିବା ପରେ ମନା କରିଥିଲେ ଓ ଏହା ପରେ ତାଙ୍କ ସ୍ତ୍ରୀ ତାଙ୍କୁ କ୍ଷମା ମାଗି ଥିଲେ ଓ କହି ଥିଲେ କି ଏହି ଭଳି ଭୁଲ ସେ ଆଉ କେବେଭି କରିବେନି ।

ତା ପରଦିନ ସକାଳେ ଦୁହେଁ ମନ୍ଦିର ଯିବା ପାଇଁ ବାହାରି ଥିଲେ ମାତ୍ର ମନ୍ଦିର ଯିବା ନା ରେ ତାଙ୍କୁ ମନ୍ଦିର ନେଇକି ବହୁତ ମାଡ ମାରିଥିଲେ । ଏହା ପରେ ପଣ୍ଡା ମାନେ ଓ ପୋଲିଶ ଆସିକି ତାଙ୍କୁ ବଞ୍ଚାଇ ଥିଲେ । ବାପା କହିଛନ୍ତି କି ମୁ ମୋ ଘରେ ଆଣିକି ବିବାହ କରେଇ ଥିଲି ।

ସେ କହଛନ୍ତି କି ଆମ ପାଇଁ ପ୍ରସ୍ତାବ ଆସନିକି ଦେଇ ଥିଲେ ଏକ ମଧ୍ୟସ୍ତି କିନ୍ତୁ ଝିଅ ଘର ଲୋକ ମନା କରିଥିଲେ କି ମଧ୍ୟସ୍ଥି ଏହା ମଧ୍ୟରେ ପଶିବା ଭଲ କଥା ନୁହେଁ ଏହା ଅପରେ ସେମାନେ ଆଣିକି ପୁଅ ଘର ପାଖରେ ବିବାହ କରି ଥିଲେ ।

ଏହ ପରେ ତା ପରଦିନ ବାପା ମୁ ମନ୍ଦିର ଜୀବି ବୋଲି କହିକି ବୋହୁ ନିଜ ସ୍ଵାମୀ ସହ ଯାଇ ଥିଲା ମାତ୍ର ବିଳମ୍ବ ହେବା ଦ୍ଵାରା ସେମାନେ ବାର ବାର କଲ କରିଥିଲେ । କିନ୍ତୁ ପରେ କଥା ଜଣା ପଡିଥିଲା କି ସେମାନେ ତାଙ୍କ ପୁଅକୁ ଖୁବ ମାଡ ମାରି ଛନ୍ତି ତାଙ୍କୁ ଅନେକ ଲୋକମାନେ ଆସିକି ଉଦ୍ଧାର କରିଛନ୍ତି ।

ଆଇଆଇସି ଙ୍କ ଆଗରେ ମଧ୍ୟ ମହିଳା ଜଣଙ୍କ ଭାଷା ଖରାପ କରି ଥିଲେ ଏତେ ଖରାପ ଭାଷା ଯେ ପୋଲିସ ରାଗି ଯାଇ ଥିଲା । ପୁଅର ବାପା ଙ୍କୁ ଡାକିକି ପୋଲିସ କହି ଥିଲେ କି ଏହି ଭଳି ବାହାଘର ହେବା ପରେ ଆପଣ କିଭଳି ଭାବେ ନିଜ ପୁଅକୁ ଛାଡି ଦେଇ ଥିଲେ ।

ନିଜ ସ୍ଵାମୀ କୁ ସେ କହିଛନ୍ତି କି ତୁ ପୋକ ମାଛି ହୋଇକି ମରିବୁ । ଏହି ଭଳି ଭାଷା ଶୁଣି ଆଇଆଇସି ମଧ୍ୟ ରାଗି ଯାଇ ଥିଲେ । ତେଣୁ ସେ ଏବେ କହିଛନ୍ତି କି ଯେଉଁ ଭଳି ନାରୀଙ୍କୁ ଏହି ଭଳି କଲେ ଦଣ୍ଡ ଅଛି ସେଇ ଭଳି ମୋ ପୁଅକୁ ମଧ୍ୟ ବଞ୍ଚାଇବା ପାଇଁ ଓ ତା ପ୍ରତି ହୋଇ ଥିବା ଅନ୍ୟାୟ ପାଇଁ ମୁ ଅନୁରୋଧ କରୁଛି ।

Leave a Reply

Your email address will not be published. Required fields are marked *