ଆଜି ରାତିଠାରୁ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ, ୩ଟି ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା

ବନ୍ଧୁଗଣ ହିନ୍ଦୁ ଧର୍ମ ଏବଂ ବୈଦିକ ପୁରାଣରେ ଶନିଦେବ ଙ୍କର ବହୁତ ମହତ୍ଵ ରହିଛି । ଶାନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଏବଂ ନବଗ୍ରହ ମାନଙ୍କରେ ସର୍ବ ଶ୍ରେଷ୍ଠ ମାନାଯାଇଛି । ଶନିଦେବ ମୋକ୍ଷ ଦେବା ଭଳି ଗୋଟିଏ ଗ୍ରହ ଅଟନ୍ତି, ଯାହାଙ୍କୁ ନ୍ୟାୟଧୀଶ ବୋଲି ଉପାଧି ଦିଆଯାଇଛି । ଶନିଦେବ ସବୁ ପ୍ରାଣୀଙ୍କ ସହିତ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ବ୍ୟକ୍ତିମାନେ ଅନେୟୀତିକ ମନ୍ଦ କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ଭଗବାନ ଶନିଦେବ କଠୋର ଦାଣ୍ଡରେ ଦଣ୍ଡିତ କରିଥାନ୍ତି । ବୈଦିକ ଜ୍ଯୋତିଷ ରେ ଭଗବାନ ଶନିଙ୍କ ପ୍ରଭାବର ବହୁତ ବଡ ମହତ୍ଵ ରହିଛି ।

ବନ୍ଧୁଗଣ ଜ୍ଯୋତିଷ ଅନୁସାରେ ଆଜି ରାତିଠାରୁ କଳିଯୁଗର ମହାରାଜ ଶନିଦେବ ଉଦୟ ହେଉଛନ୍ତି । ଯାହାର ପ୍ରଭାବ କିଛି ବିଶେଷ ରାଶି ମାନଙ୍କ ଠାରେ ଦେଖିବାକୁ ମିଳିବ । ଏମାନଙ୍କୁ ତାଙ୍କ ଜୀବନରେ ସକାରାତ୍ମକ ଊର୍ଜା ମିଳିବାକୁ ଯାଉଛି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ସବୁ ରାଶି ଗୁଡିକଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ।

୧- ମେଷ ରାଶି;- ଏହି ରାଶିର ଲୋକ ମାନଙ୍କ ଉପରେ ଶନିଦେବ ଆଜିଠାରୁ ପ୍ରାଏ ୨୧ ବର୍ଷ ପର୍ଯ୍ୟନ୍ତ ସନ୍ତୁଷ୍ଠ ରହିବେ । ଆପଣଙ୍କ ଘରେ ବର୍ତମାନ ଧନର ବର୍ଷା ହେବ । ଯାହାଙ୍କର ଆର୍ଥିକ ସ୍ଥିତି ବର୍ତମାନ ଠିକ ନାହିଁ । ତାଙ୍କର ଦିନ ବର୍ତ୍ତମାନ ଠିକ ହୋଇଯିବ । ଆୟ କମାଇବାର ନୂଆ ରାସ୍ତା ବର୍ତମାନ ଆପଣଙ୍କ ପାଇଁ ଖୋଲିଯିବ ।

ଏହି ସମୟରେ ସନ୍ତାନଙ୍କ ଜଡିତ କୌଣସି ଖୁସି ଖବର ମଧ୍ୟ ମିଳି ପାରିବ । ଚାକିରି କରୁଥିବା ଲୋକଙ୍କୁ ନିଜ କାମରେ ସଫଳତା ହାସିଲ ହେବ । ବ୍ୟାପାରୀ ମାନଙ୍କ ଆୟର ନୂତନ ସ୍ରୋତ ବନିବ । ଆପଣଙ୍କ ବ୍ୟାପାରରେ ବର୍ତମାନ ବୃଦ୍ଧି ହେବ । ଆପଣଙ୍କ ଉତ୍ପାଦନକାରୀ ମଧ୍ୟ ବନିପାରିବ । ଅଫିସ ରେ ମଧ୍ୟ ଆପଣଙ୍କ କର୍ମଚାରୀଙ୍କ ସହଯୋଗ ଆପଣଙ୍କୁ ମିଳିବ ।

୨- ତୁଳା ରାଶି;- ବନ୍ଧୁଗଣ ଏହି ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ଦୂର ହେବ । ଆପଣଙ୍କ ଇଛା ଅନୁସାରେ ସମସ୍ତ କାର୍ଯ୍ୟ ପୁରା ହେବା ଦ୍ଵାରା ଜୀବନ ସାଥି ଆପଣଙ୍କ ଉପରେ ଖୁସି ହେବେ । ଆପଣ ନିଜକୁ ତାଜା ଏବଂ ସାହସୀ ମାନେ କରିବେ । ଆପଣଙ୍କର ପୁରୁଣା କର୍ଜ ର ସମାପ୍ତ ଘଟିବ । କର୍ମ କ୍ଷେତ୍ରରେ ଆପଙ୍କର ଗୁଣଗାନ କରାଯିବ, ଏହା ସହିତ ଆପଣ ସମାଜରେ ଜଣେ ପ୍ରସିଦ୍ଧବାନ ବ୍ୟକ୍ତି ଭାବେ ପରିଚିତ ହେବେ । ଆପଣଙ୍କ ବନ୍ଧୁ ତଥା ପରିବାର ବର୍ଗ ଆପଣଙ୍କ ଉପରେ ଖୁସି ହେବେ, ଆପଣଙ୍କ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।

୩- ବୃଷ ରାଶି;- ବନ୍ଧୁଗଣ ଆପଣଙ୍କୁ ଏହି ସମୟରେ ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ବହୁତ ତରକି ମିଳିବ । ଆପଣଙ୍କ ପରିବାରରେ ସୁଖ ଶାନ୍ତି ବନି ରହିବ । ଆପଣଙ୍କ ମିତ୍ରଙ୍କ ସହଯୋଗରେ ଆୟ ର ବିକଶିତ ର ସ୍ରୋତ ରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିବ ।

ସମାଜରେ ଆପଣଙ୍କ ଗୁଣର ପ୍ରଶଂସା ହେବ । ଯେଉଁ ଲୋକ ସଙ୍ଗୀତ କିମ୍ବା ଗାୟକ କ୍ଷେତ୍ରରେ ଜଡିତ ହେବାକୁ ଚିନ୍ତା କରୁଥିଲେ ତାଙ୍କୁ କୌଣସି ବଡ ପ୍ଲାଟଫର୍ମ ରେ ପର୍ଫୋର୍ମ କରିବାର ସୁଯୋଗ ମିଳିବ । ଏହାଥିଲା ଭାଗ୍ୟଶାଳୀ ରାଶି ଯାହାଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଜୀବନ ସାଥିର ଆଗମନ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *