ଅଗଷ୍ଟ ମାସରେ ଭାଗ୍ୟଶାଳୀ ୬ଟି ରାଶି । ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଅଗଷ୍ଟ ମାସରେ 6ଟି ରାଶି ହେବାକୁ ଯାଉଛି କୋଟିପତି । ଏହି ରାଶି ମାନେ ଧନବାନ ହେବାର ରାସ୍ତାରେ ଚାଲୁଛନ୍ତି । ଏହି ରାଶି ଗୁଡିକ ମାଲାମାଲ ହେବାକୁ ଯାଉଛନ୍ତି । ଏହି ରଶିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ହେବାକୁ ଯାଉଛି । ଏମାନଙ୍କର କରଜ ଭାର ଦୂର ହେବ । ସବୁ କଷ୍ଟ ଶେଷ ହେବ । ଗ୍ରହ ମାନଙ୍କର ଚଳନ କାରଣରୁ ଅଗଷ୍ଟ ମାସରେ ଏହି ରାଶିଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏମାନଙ୍କ ଠାରେ ଆକର୍ଷଣ କ୍ଷମତା ବଢିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ତୁଳା ରାଶି : ଆପଣଙ୍କୁ ଜୀବନରେ ଏବେ ଅପାର ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି । ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଏହି ମାସରେ କିଛି ନୂଆ କରି ଦେଖାଇପାରନ୍ତି । ବେରୋଜଗାରଙ୍କୁ ନୂଆ ଚାକିରି ମିଳିବାର ଯୋଗ ଅଛି । ସାମାଜିକ କାର୍ଯ୍ୟ କରିବାର ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା ଦିଆଯାଇଥିବା ଟଙ୍କା ମିଳିପାରେ ।

କନ୍ୟା ରାଶି : ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହାସଲ ହେବ । ଆଗାମୀ ସମୟ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ଅଛି । ଜୀବନରେ ଆସିବାକୁ ଥିବା ସବୁ ଦୁହୁଖ ଦୂର ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ସବୁଠୁ ଶୁଭ ରହିବ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିବ । ସଫଳତା ମିଳିବାର ଯୋଗ ଅଛି । ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆଗାମୀ ସମୟରେ ଆପଣଙ୍କ ଭାଗ୍ୟ ଘୋଡା ଠାରୁ ଅଧିକ ଜୋର ରେ ଦୌଡିବ । ଅଗଷ୍ଟ ମାସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ।

ମେଷ ରାଶି : ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ଖୁସି ଖବର ପ୍ରାପ୍ତ ହେବ । ଧନର ଅପାର ବୃଦ୍ଧି ହେବ । କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ହୋଇପାରେ ।

ସିଂହ ରାଶି ; ମା ଲକ୍ଷ୍ମୀଙ୍କ କୃପାରୁ ସବୁ ପ୍ରକାରର ଖୁସି ଆସିବ । କଠିନରୁ କଠିନ କାମ ଅତି ସହଜରେ କରି ଆଗକୁ ଆଗକୁ ବଢି ଚାଲିବେ । ଅଗଷ୍ଟ ମାସରେ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଟଙ୍କା ପ୍ରାପ୍ତ ହେବ । ପରିବାରର ସଦସ୍ୟଙ୍କ ପାଇଁ ନୂଆ ଜିନିଷ କିଣିପାରନ୍ତି ।

କୁମ୍ଭ ରାଶି : ବ୍ୟାପାର ବାଣିଜ୍ୟରେ ଅଧିକରୁ ଅଧିକ ଧନ ଲାଭ ଦେଖାଯିବ । ଆପଣଙ୍କ ସଫଳତା ଦେଖି ଆପଣଙ୍କ ପ୍ରତି ଉଗ୍ର ହେବେ ଓ କ୍ଷତି କରିବାକୁ ବାଟ ଖୋଜିବେ । କିନ୍ତୁ ଆପଣ ଭୟ କରିବାର ଜରୁରତ ନାହିଁ । ବିଦ୍ୟାର୍ଥୀଙ୍କୁ ବହୁତ ଜଲ୍ଦି ଗୁରୁଜନଙ୍କ ଠାରୁ ବଡ ସମ୍ମାନ ମିଳିପାରେ ।

Leave a Reply

Your email address will not be published. Required fields are marked *