ଅଘୋରୀ ମାନଙ୍କର ଅନ୍ତିମ ସଂସ୍କାର କିପରି ହୋଇଥାଏ ? Aghori Granth

ମାନବ ଜାତିରେ ଅଜ୍ଞାତ ନୀତିର ଅନୁସରଣ କରିବା ସତ୍ବେ ମହଦୀ ଅଘୋରୀ ମାନଙ୍କର ଉଠିବା ବସିବା, ଖାଇବା ଓ ବିଚାର ଅନ୍ୟ ମାନବ ଜାତି ଠାରୁ ଅଲଗା ହୋଇଥାଏ । କିଛି  ଲୋକ ମାନେ ଜାଣିବାକୁ ଚାହାନ୍ତି କି ଏହି ଅଘୋରୀ ମାନଙ୍କର ଅ-ନ୍ତି-ମ ସଂ-ସ୍କା-ର କିପରି ଭାବେ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଅଘୋରୀ ସହ ଜଡିତ ଏମିତି କିଛି ସହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ହିନ୍ଦୁ ଧର୍ମରେ ଅଘୋରୀ ମାନଙ୍କୁ ନେଇ ଅନେକ କଥା ଲେଖା ଲାଗିଛି । ଯାହାର ସଂପୂର୍ଣ୍ଣ ବିବରଣୀ ଅଘୋରୀ ଗ୍ରନ୍ଥରେ ଉଲ୍ଲେଖ କରା ଯାଇଛି ।

ବିଶେଷ କରି ଅଘୋରୀ ମାନଙ୍କର ଅ-ନ୍ତି-ମ ସଂ-ସ୍କା-ରକୁ ନେଇ ଅନେକ ରୀତିନୀତି ରହିଛି । ଅଘୋରୀ ଏମାନେ ନିଜ ଘର ଲୋକଙ୍କ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ କି କୌଣସି ବାହାରର ପରିଜନ ସହ ମଧ୍ୟ ସମ୍ପର୍କ ରଖନ୍ତି ନାହି । ଏମାନେ ବହୁତ ଛୋଟ ଜାତିର ବ୍ୟକ୍ତି ହୋଇଥାନ୍ତି । ଅଘୋରୀ ମାନଙ୍କର ସାଧୁ ସନ୍ଥରେ ଅନେକ ଅନ୍ତର ରହିଛି । କିଛି ଅଘୋରୀ ଏମିତି ରହିଥିଲେ ଯେଉଁ ମାନେ ନିଜର ବୁଦ୍ଧି ରାଜା ମାନଙ୍କୁ ପରାମର୍ଶ ସ୍ୱରୂପ ଦେଉଥିଲେ । ଏମାନେ ମହାଦେବଙ୍କର ପୂଜା ଆରାଧନା କରିଥାନ୍ତି । ଏହା ସହ ସେ ମା ଶକ୍ତିଙ୍କର ମଧ୍ୟ ପୂଜା କରିଥାନ୍ତି । ଏହା ବ୍ଯତୀତ ଅଘୋରୀ ମାନେ ୩ ପ୍ରକାରର ଗୁପ୍ତ ସାଧନ କରିଥାନ୍ତି ।

ସେହି ସାଧାନ ହେଉଛି ଶିବ ସାଧନା, ସ-ମ-ସା-ନ ସାଧନା ଓ ଶ-ବ ସାଧନା । ଅଘୋରୀ ମାନେ ନିଜର ତନ୍ତ୍ର ମନ୍ତ୍ରର ଦ୍ଵାରା ମୃ-ତ ବ୍ୟକ୍ତି ସହ କଥା ହେବା ସହ ତାଙ୍କୁ ନୂଆ ଜୀବନ ମଧ୍ୟ ଦେଇ ପାରନ୍ତି ଯାହା ମାନ୍ୟତା ରହିଛି । ମଣିଷ ମାନଙ୍କ ଠାରୁ ଏମାନଙ୍କର ଶକ୍ତି ବହୁତ ଗୁଣାରେ ଅଧିକ ହୋଇଥାଏ । ଏମାନେ ନିଜ ଶରୀରରେ ମଣିଷଙ୍କର ଭ-ସ୍ମ ଲଗାଇବା ଏକ ଖାସ ପରିଚୟ ହୋଇଥାଏ । ଏମାନେ ପ୍ରକୃତି ସହ ରହିବା ଇଚ୍ଛା କରିବା ସହ କୌଣସି କଥାର ଲୋଭ ରଖନ୍ତି ନାହି । ଏମାନେ କାହାକୁ ଘୃ-ଣା କରନ୍ତି ନାହି କି କୌଣସି ଜିନିଷକୁ ଅଳିଆ ଭାବନ୍ତି ନାହି ।

ମାନ୍ୟତା ରହିଛି ଏମାନେ ଗୋମାନ୍ସ ବ୍ଯତୀତ ଅନ୍ୟ ଯିବାର ମାଂସ ମଧ୍ୟ ଖାଇଥାନ୍ତି । ଏମାନେ ସାଧୁ ହେବା ପାଇଁ ନିଜର ବଞ୍ଚିଥିବା ଅବସ୍ଥାରେ ଅ-ନ୍ତି-ମ ସଂ-ସ୍କା-ର କରିଥାନ୍ତି । ଏମାନେ ନିଜ ପରିବାର ଠାରୁ ଦୂରରେ ରହି ବ୍ରଂହଚାରୀ ପାଳନ କରିଥାନ୍ତି । ନିଜର ଅ-ନ୍ତି-ମ ସଂ-ସ୍କା-ର ପରେ ଏମାନେ ନିଜ ପରିଜନ ଓ ଦୁନିଆ ପାଇଁ ମୃ-ତ ଘୋଷିତ ହୋଇଥାନ୍ତି ।

ଯେଉଁ ଅଘୋରୀ ମାନେ ବାସ୍ତବରେ ମୃ-ତ୍ୟୁ-ବ-ର-ଣ କରିଥାନ୍ତି ସେମାନଙ୍କର ଶ-ବକୁ ଜଳାଜାଏ ବା ପୋତାଯାଏ । ଅନ୍ୟ ଅଘୋରୀ ମାନେ ମୃ-ତ ଅଘୋରୀର ମାଂସ ଖାଆନ୍ତି ନାହି । ଏମାନେ ବହୁତ ସରଳ ହୋଇ ଥିବାରୁ ଅନ୍ୟ ପ୍ରତି ଏମାନଙ୍କର ଘୃଣା ଭାବ ନ ଥାଏ । ଏହା ଥିଲା ଅଘୋରୀଙ୍କର ଅ-ନ୍ତି-ମ ସଂ-ସ୍କା-ର ରହସ୍ୟ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *