ଡାଇରିୟା ବା ଅଜିର୍ଣ୍ଣ ଝାଡା ହେଉଥିଲେ ଥରକରେ ଭଲ ହେବ ? ବାସ କରନ୍ତୁ ଏହାର ଗୋଟେ ଚାମଚ ସେବନ- Healthy Tips

ବନ୍ଧୁଗଣ କିଛି ଲୋକଙ୍କ ଠାରେ ଡାଇରିୟା ବା ପତଳା ଯାହାଡା ହେବାର ଅନେକ କାରଣ ହୋଇପାରେ । ସାଧାରଣତ ଅଧିକ ଭୋଜନ ବା ଗରିଷ୍ଠ ଭୋଜନ ବା ଅଧିକ ଗରମ ବା ଥଣ୍ଡା ଖାଦ୍ଯ ଖାଇଲେ ପତଳା ଝାଡା ହୋଇଥାଏ । ଏହା ସହ ଅସମୟରେ ଖାଦ୍ୟ ଖାଇବା ଯୋଗୁ ପତଳା ଝାଡା ବା ଡାଇରିୟା ସମସ୍ଯା ହୋଇଥାଏ । ପତଳା ଝାଡା ବା ଡାଇରିୟା ହେଲେ ଅନେକ ଔଷଧର ସେବନ କରିଲେ ମଧ୍ୟ କିଛି ସୁଫଳ ମିଳେ ନାହି । ଏପରି ବାରମ୍ବାର ହେବା ଦ୍ଵାରା ଶରୀର ଦୁର୍ବଳ ହୋଇଯାଏ । ଯାହା ଦ୍ଵାରା ବ୍ୟକ୍ତି ଚାଲିବା ବା ଉଠିବା କଷ୍ଟକର ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଡାଇରିୟା ବା ପତଳା ଝାଡା ବନ୍ଦ ହେବା ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଡାଇରିୟା ବା ପତଳା ଝାଡା ସମସ୍ଯା କୁ ଦୂର କରିବା ପାଇଁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଲେମ୍ବୁ । ଗୋଟେ ଲେମ୍ବୁ କୁ ନେଇ ମାଝି ରୁ କଣା କରନ୍ତୁ । ଏହା ପରେ ଦିତୀୟ ସାମସ୍ଗୃ ର ଆବଶ୍ୟକତା ରହିଛି ସେନ୍ଧା ନାମକ । ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ସୁଣ୍ଠି ଗୁଣ୍ଡ, ପିପଳି ଓ ଗୋଲମରୀଚର ଗୁଣ୍ଡ ରେ ତିଆରି ହୋଇଥିବା ଗୁଣ୍ଡ । ଏହା ପରେ ଏହି ୩ଟି ସାମଗ୍ରୀ ର ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ ।

ଏହା ପରେ ଏହି ମିଶ୍ରଣ କୁ ଯେଉଁ ଲେମ୍ବୁ କଣା ହୋଇ ରହିଥିଲା ତାହା ଭିତରେ ଭଲ ଭାବେ ପୁରାନ୍ତୁ । ଏହା ପରେ ଲେମ୍ବୁ କୁ ଗ୍ଯାସ ରେ ଅଳ୍ପ ସିଝାଇ ଦିଅନ୍ତୁ । ଧ୍ୟାନ ରଖିବେ କି ଯେମିତି ଲେମ୍ବୁ ପୁରା ପୋଡି ନ ଯାଏ । ଏହା ପରେ ଲେମ୍ବୁ ଥିବା ରସ କୁ ଭାର କରି ଦିଅନ୍ତୁ । ଏହା ଏକ ଆୟୁର୍ବେଦିକ ଓ ଚମତ୍କାରୀ ଘରୋଇ ଉପଚାର ଅଟେ ଯାହାର ପ୍ରୟୋଗ ଦ୍ଵାରା ଡାଇରିୟା ବା ପତଳା ଝାଡା ସମସ୍ୟା ନିବାରଣ ହୋଇ ପାରିବ । ଏହାର ସେବନ ଦିନକୁ ୫ ଥର କରନ୍ତୁ ।

ଦେଖିବାକୁ ପାଇବେ କି ଆପଣଙ୍କର ଅଦିନିଆ ପତଳା ଝାଡା ବା ଡାଇରିୟା ଭଳି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଡାଇରିୟା ର ମୁଖ୍ୟ କାରଣ ହେଉଛି ଅଜିନ । ଯଦି ଅଜିନ ଦୂର କରିବା ପାଇଁ ଆପଣ ଏହି ଉପଚାର ପ୍ରୟୋଗ କରିବେ ତେବେ ଡାଇରିୟା ଭଳି ସମସ୍ୟାର ନିବାରଣ ହୋଇ ପାରିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *