ଟିଭି ଇଣ୍ଡଷ୍ଟ୍ରିରେ ଶିଶୁ କଳକାର ଭାବେ ଅଭିନୟ କରୁଥିବା ସେଲିବ୍ରେଟି ମାନେ ଆଜି ଦେଖାଯାଉଛନ୍ତି ଏମିତି ? ଦେଖନ୍ତୁ Video

ଟେଲିଭିଜନ ଜଗତରେ ଜବରଦସ୍ତ ଅଭିନୟ କରୁଥିବା କଳାକାର ମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ କରି ପାରିଛନ୍ତି । ଏମିତି କିଛି ଶିଶୁ କଳାକାର ମାନେ ଅଛନ୍ତି ଯେଉଁ ମାନେ ବଲିଉଡ ଜଗତରେ ଅଭିନୟ କରି ଖୁବ ଲୋକପ୍ରିୟତା ହୋଇ ପାରିଛନ୍ତି । ଶିଶୁ କଳାକାର ମାନଙ୍କର ଅଭିନୟକୁ ଦର୍ଶକ ମାନେ ଭଲ ପାଇବା ଦେବା ସହ ଆଜି ବି ମାନେ ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆଜି ଦେଖିବାକୁ କେମିତି ଲାଗୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ଭବ୍ୟ ଗାନ୍ଧୀ” : “ତାରକ ମେହେତା କା ଓଲଟା ଚଷମା” ସିରିଏଲରେ ଶିଶୁ କଳାକାର ଭବ୍ୟ ଗାନ୍ଧୀ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଦେଖିବାକୁ ସେ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ ଲାଗୁଛନ୍ତି । ସେ ଆଜି ବି ଗୁଜୁରାଟି ଫିଲ୍ମରେ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ।

୨- “ଦେବ ଯୋଶୀ” : “ବାଲବୀର” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ଦେବ ଯୋଶୀ ଆଜି ଦେଖିବାକୁ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ଲାଗୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ସେ ନିଜର ଲୁକକୁ ବହୁତ ଚେଞ୍ଜ କରିଛନ୍ତି ।

୩- “ଝନକା ଶୁକ୍ଲା” : “କରିସ୍ମା କା କରିସ୍ମା” ସିରିଏଲରେ ନଟଖଟ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଝନକା ଶୁକ୍ଲାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜିକା ଡେଟରେ ସେ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଲାଗୁଛନ୍ତି । ତାଙ୍କର ହେୟାର ଷ୍ଟାଇଲ ଓ ଡ୍ରେସ ଆଗ ଅପେକ୍ଷା ବହୁତ ଅଲଗା ହୋଇଛି ।

୪- “ଏବିକା ଗୋର” : “ବାଳିକା ବଧୁ” ସିରିଏଲରେ ଶିଶୁ କଳାକାର ଭାବେ ଅଭିନୟ କରି ଅଭିନେତ୍ରୀ ଏବିକା ଗୋର ଆଜିକା ଡେଟରେ ବହୁତ ବଦଳି ଯାଇଛନ୍ତି । ସେ ଆଜି ଦେଖିବାକୁ ବହୁତ ଷ୍ଟାଇଲିସ ଓ ସୁନ୍ଦର ଲାଗୁଛନ୍ତି । ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ନିଆରା ଲାଗୁଛି ।

୫- ରୁହାନିକା ଧାବନ : ସିରିଏଲ “ୟେ ହେ ମହବତେ” ରେ ରୁହି ଚରିତ୍ରରେ ଅଭିନୟ କରି ଶିଶୁ କଳାକାର ରୁହାନିକା ଧାବନ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜିକା ଡେଟରେ ସେ ଦେଖିବାକୁ ବହୁତ ଜରଜେସ ଲାଗିବା ସହ ତାଙ୍କର ଡ୍ରେସ ଓ ହେୟାର ଷ୍ଟାଇଲ ଆଗ ଅପେକ୍ଷା ବହୁତ ନିଆରା ଲାଗୁଛି ।

୬- ଈଶିତା ପଞ୍ଚାଲ : “ଉତ୍ତରନ” ସିରିଏଲରେ ତପସ୍ୟା ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଈଶିତା ପାଞ୍ଚାଲ ଆଜି ଦେଖିବାକୁ ବହୁତ ଷ୍ଟାଇଲିସ ଓ ସୁନ୍ଦର ଲାଗୁଛନ୍ତି । ସେ ବର୍ତ୍ତମାନ ମ୍ଯାଚର ଓ ମର୍ଡନ ଡ୍ରେସ କ୍ଯାରି କରୁଛନ୍ତି ।

୭- “ହଂସିକା ମୋଟବାନୀ” : ସିରିଏଲ “ସାକା ଲାକା ବୁମ ବୁମ” ରେ ନଟଖଟ ଅନ୍ଦାଜରେ ଅଭିନୟ କରିଥିବା ଶିଶୁ କଳାକାର ହଂସିକା ମୋଟବାନୀ ଆଜି ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ଜାଗା ପରିଚୟ ସୃଷ୍ଟି କରିଛନ୍ତି । ସେ ଦେଖିବାକୁ ବହୁତ ଗ୍ଲାମରିୟସ ଲାଗିବା ସହ ତାଙ୍କର ଷ୍ଟାଇଲ ମଧ୍ୟ ଖୁବ ନିଆରା । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *