ଯେବେ ନିଜ ମୁର୍ଖାମି କାମ ପାଇଁ ଏଭଳି ଭୋଗିବାକୁ ପଡେ, Video ଦେଖି ହସି ହସି ଗଡିବେ…. ଦେଖନ୍ତୁ Video

ଏ ଦୁନିଆରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଅନେକ ସମୟରେ ଏମିତି କିଛି କାମ କରିଥାନ୍ତି ଯାହା ପାଇଁ ତାଙ୍କୁ ତୁରନ୍ତ ଅନୁତାପ କରିବାକୁ ପଡିଥାଏ । ଏମିତି କି ଲୋକ ମାନଙ୍କ ଆଗରେ ସେମାନଙ୍କୁ ଅ-ପ-ମା-ନି-ତ ମଧ୍ୟ ହେବାକୁ ପଡିଥାଏ । ଏମିତି କି କିଛି ଲୋକଙ୍କ ହରକତ ଦେଖିବା ପରେ ସେଠାରେ ଥିବା ଅନ୍ୟ ଲୋକ ମାନେ ତାଙ୍କ ଉପରେ ହସିଥାନ୍ତି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ଯେଉଁ ଠାରେ ମୁର୍ଖାମିର ପରିଚୟ ମିଳୁଛି । ତେବେ ଆସନ୍ତୁ ଆରମ୍ଭ କରିବା । ଏହାମଦାବାଦରେ ମେ ୨୦୨୦ରେ ଟିକଟକ ଷ୍ଟାର ଶୋନୁ ନାୟକ କିଶାନ ପୁର ପୋଲରେ ରାତିରେ ଏକ ଭିଡିଓ କରିଥିଲେ ।

ଏହା ପରେ ସୋନୁ ନାୟକ ଏହାକୁ ଟିକଟକ ରେ ପୋଷ୍ଟ କରିଲେ । କିନ୍ତୁ ତାଙ୍କର ଭିଡିଓ ଟି ପାଇଁ ତାଙ୍କୁ ପରେ ଅନୁତାପ କରିବାକୁ ପଡିଥିଲା । ଏହି ଭିଡିଓ ରେ ସୋନୁ ନାୟକ କହୁଛନ୍ତି ଯେ ଏହା ଅମାର କିଶନପୁର ପୋଲ । ମୋଦୀ ଜି ଲକ ଡାଉନ ଖୋଲନ୍ତୁ ଓ ନିଜେ ଏହି ରାସ୍ତା ଉପରେ ଶୋଇ କରି ଦେଖାନ୍ତୁ । ଏମିତି କି ସେ ନିଜେ ରାସ୍ତା ମଝିରେ ଲକ ଡାଉନ ସମୟରେ ବୁଲିବାର ଦ୍ରୁଶ୍ଯ ହେଉହିଛି ।

ଏହା ପରେ କୌଣସି କାରଣରୁ ଟିକଟକ ବନ୍ଦ ହୋଇ ଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଟିକଟକ କରିଥିବା ସୋନୁ ନାୟକ ଙ୍କୁ ଲକ ଡାଉନର ଉ-ଲଂ-ଘ-ନ କରିବା ଅ-ଭି-ଯୋ-ଗରେ ଆ-ରେ-ଷ୍ଟ କରା ଯାଇଥିଲା । ତେବେ ଏହି ଭଳି ଭାବେ ଟିକଟ ଷ୍ଟାର ସୋନୁ ନାୟକ ନିଜର ମୁର୍ଖାମି ଯୋଗୁ ଗି-ର-ଫ ହେବା ସହ ଲୋକଙ୍କ ଆଗରେ ନିଜକୁ ଅ-ପ-ମା-ନି-ତ କରିଥିଲେ ।

ଯାହା ପାଇଁ ତାଙ୍କୁ ପରେ ଅନୁତାପ କରିବାକୁ ପଡିଥିଲା । ଆମ ଦେଶରେ ପେଟ୍ରୋଲ ଭରିବା ପାଇଁ ଲୋକ ମାନେ ପେଟ୍ରୋଲ ଟାଙ୍କିରେ ଭିଡ ଲଗାଇଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏମିତି କିଛି କାଣ୍ଡ ଘଟିଥାଏ ଯାହା ପାଇଁ ପରେ ଅନୁତାପ କରିବାକୁ ପଡିଥାଏ । ଅନ୍ୟ ଏକ ଭିଡିଓ ରେ ରୁଷର ଜଣେ ମହିଳା ନିଜ କାରରେ ପେଟ୍ରୋଲ ପକାଇବା ପାଇଁ ଟାଙ୍କିରେ ଠିଆ ହୋଇଛନ୍ତି ।

କିନ୍ତୁ ସେହି ମହିଳାଙ୍କୁ ଜଣ ନାହି କି ପେଟ୍ରୋଲ ଟାଙ୍କି ତାଙ୍କ ଗାଡିର କେଉଁ ପାଖରେ ରହିଛି । ଅନେକ ସମୟ ଧରି ମହିଳା ଜଣକ ନିଜ ପେଟ୍ରୋଲ ଟାଙ୍କି ଗାଡିରେ ଖୋଜିବାରେ ଲାଗିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏମିତି କି ସେ ତାଙ୍କର କାରର ଡୋର ଖୋଲିବା ଠାରୁ ଆରମ୍ଭ କରି ଟାୟାର ଯାଏଁ ପେଟ୍ରୋଲ ଟାଙ୍କି ଖୋଜୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ଏହା ପରେ ଅନ୍ୟ ଏକ କାର ଆସି ହର୍ନ ମାରିବା ପରେ ମହିଳା ଜଣକ ଲଜ୍ୟା ଅନୁଭବ କରି ସେଠାରୁ ନିଜ ଗାଡି ନେଇ ଚାଲି ଯାଉଛନ୍ତି । ତେବେ ମହିଳାଙ୍କର ଏହି ମୁର୍ଖାମି ପାଇଁ ତାଙ୍କୁ ପରେ ଅ-ପ-ମା-ନି-ତ ହେବାକୁ ପଡିଥିଲା । କାରଣ ସେହି ସମୟରେ ମହିଳାଙ୍କର ହରକତ କେହି ଜଣେ କ୍ୟାମେରାରେ କ୍ୟାପଚାର କରୁଥିଲା । ବନ୍ଧୁଗଣ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *