ତ୍ଵଚାରେ ଚମକ ଆଣିବା ପାଇଁ କରନ୍ତୁ ଏହି କାଧ୍ୟର ସେବନ, ଦେଖନ୍ତୁ Diet for Glowing Skin

ଯଦି ଆପଣ ନିଜର ତ୍ଵଚା ଓ ଚେହେରାକୁ ଠିକ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସୁସ୍ଥ ଖାଦ୍ୟ ଖାଆନ୍ତୁ । ପୁଅ ଓ ଝିଅମାନଙ୍କ କ୍ଷେତ୍ରରେ ଯେତେବେଳେ ସେମାନେ ବଡ ହୋଇଥାନ୍ତି ତେବେ ଗୋଟିଏ ସମୟ ଏମିତି ବି ଆସିଥାଏ ତାଙ୍କ ମୁହଁରେ ବହୁତ ପିମ୍ପଲ୍ସ ଆସିଥାଏ । କେତେକ ଝିଅମାନଙ୍କର ଯେତେବେଳେ ହାର୍ମୋନାଲ ଇନବାଲ୍ନ୍ସ ହୋଇଥାଏ ତେବେ ସେହି ସମୟରେ ବି ତାଙ୍କ ଚେହେରାରେ ପିମ୍ପ୍ଲସ ଆସିଥାଏ ।

ଏହା ଏକ ସାଧାରଣ ସମସ୍ୟା ଅଟେ । ଯଦି ଆପଣ ନିଜର ଚେହେରା ଓ ସ୍କିନରେ ଗ୍ଲୋ ଆଣିବା ପାଇଁ ଚାହୁଁଛନ୍ତି ତେବେ ଭଲ ଖାଦ୍ୟ ସେବନ ସହିତ ଆପଣଙ୍କୁ ବ୍ୟାୟମ ବି କରିବାକୁ ପଡିବ । ଚିନ୍ତାରୁ ଦୂରେଇ ରହିବାକୁ ପଡିବ । ସଠିକ ସମୟରେ ଶୋଇବା ସହିତ ସଠିକ ସମୟରେ ଉଠିବାକୁ ପଡିବ ।

ପ୍ରଚୁର ମାତ୍ରାରେ ପାଣି ପିଇବା ଦରକାର । କାରଣ ସ୍କିନ ଭରପୁର ପାଣି ଦରକାର କରିଥାଏ । କିଛି ଖାଦ୍ୟ ପଦାର୍ଥ ଯେଉଁଥିରେ ଭିଟାମିନ C ଓ E ରହୁଛି ସେହି ସବୁ ଖାଦ୍ୟକୁ ଯଦି ଆପଣ ନିଜର ଡାଏଟରେ ସାମିଲ କରି ପାରୁଛନ୍ତି ତେବେ ଏହା ବହୁତ ଭଲ ଅଟେ । ବିଭିନ୍ନ ପ୍ରକାରର କେମିକାଳରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣ ଏହି ସବୁ କଥାକୁ ମାନି ଚଳିବେ ତେବେ ଆପଣଙ୍କ ସ୍କିନ ନିଶ୍ଚିତ ରୂପରେ ଗ୍ଲୋ କରିବ । ସବୁଦିନ ପ୍ରଚୁର ମାତ୍ରାରେ ପାଣି ପିଇବେ । ସବୁଦିନ ୭ ରୁ ୮ ଘଣ୍ଟା ଶୁଅନ୍ତୁ । ଯଦି ଆପଣ ବ୍ୟାୟମ କରୁଛନ୍ତି ତେବେ ଆପଣ ଓ ଆପଣଙ୍କ ସ୍କିନ ପ୍ରାକୃତିକ ରୂପରେ ଗ୍ଲୋ କରିବା ଆରମ୍ଭ କରିବ । ଅତ୍ୟଧିକ ଜଙ୍କ ଫୁଡ, ସୁଗାର ଖାଦ୍ୟ, ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ଲୁଣ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣଙ୍କ ସ୍କିନ ଗ୍ଲୋ କରିବ ।

ଗ୍ଲୋଇଙ୍ଗ ସ୍କିନ ପାଇଁ ସେହିଭଳି କିଛି ଡାଏଟ ପ୍ଳାନ ନ ଥାଏ । ଆପଣ ସବୁଦିନ ଉପରୋକ୍ତ ଜୀବନଶୈଳୀକୁ ଆପଣାଇବେ ଓ ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ନିଜର ଡାଏଟରେ ସାମିଲ କରୁଛନ୍ତି । ନିଜକୁ ହାଇଡ୍ରୋଡେ ରଖୁଛନ୍ତି, ସଠିକ ସମୟରେ ଖାଇବା ଓ କିଛି ଜିନିଷ ଠାରୁ ଯଦି ଆପଣ ଦୂରେଇ ରହୁଛନ୍ତି ତେବେ ଆପଣଙ୍କ ସ୍କିନ ଗ୍ଲୋକ କରିବ । ଯେଉଁ ବୟସରେ ଯେମିତି ସ୍କିନ ରହିବ ସେହିଭଳି ରହିବ ।

Leave a Reply

Your email address will not be published. Required fields are marked *