ଏୟାରପୋର୍ଟରେ ଘଟିଥିବା ଏମିତି କିଛି ଘଟଣା ଦେକିହ ଆପଣଙ୍କ ରକ୍ତ ବି ଗରମ ହୋଇଯିବ, ଦେଖନ୍ତୁ Video

ବନ୍ଧୁଗଣ କିଛି ଲୋକ ମାନେ ନିଜର ସୁଖ ସୁବିଧା ପାଇଁ ଫ୍ଲାଇଟ ରେ ଯାତ୍ରା କରିଥାନ୍ତି । କିନ୍ତୁ ଫ୍ଲାଇଟ ରେ ଯାତ୍ରୀ ମାନଙ୍କ ସହ ଏମିତି କିଛି ଦୁର୍ଘଟଣା ଘଟିଥାଏ ଯାହା କଳ୍ପନା ବାହାରେ ହୋଇଥାଏ । ଫ୍ଲାଇଟ ଏ ଏମିତି କିଛି ଅଧିକାରୀ ମାନେ ଅଛନ୍ତି ଯେଉଁ ମାନେ ଏମିତି କିଛି କାରନାମା କରିଥାନ୍ତି ଯାହା ପାଇଁ ଯାତ୍ରୀ ମାନଙ୍କୁ ସାମ୍ନା କରିବା ସହ ଅନେକ କ୍ଷୟକ୍ଷତି ହୋଇଥାଏ । ଆଜିର ଆମ ର ଏହି ଲେଖା ରେ ଏମତି କିଛି ଘଟଣା ରହିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି ।

ଆପଣ ମାନେ ଜାଣିଥିବେ ଫ୍ଲାଇଟ ର ସର୍ଭିସ ଯେତେ ଖରାପ ହେଲେ ମଧ୍ୟ ସବୁଠାରୁ ଗୁରୁତ୍ଵ ପୁର୍ନନ୍ର କଥା ହେଉଛି ଫ୍ଲାଇଟ ରେ ଏସି ଠିକ ଭାବେ ଚାଲିବା । ଏୟାର ଇଣ୍ଡିଆ ଫ୍ଲାଇଟ A1-078 ରେ 2018 ଏପ୍ରିଲ 15ରେ ଏମିତି ଏକେ ଘଟଣା ଘଟିଥିଲା ଜହକଉ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫ୍ଲାଇଟ ଦିଲ୍ଲୀ ରୁ ଭୁବନେଶ୍ଵର ଯାଉଥିଲା ।

କିନ୍ତୁ ଯାତ୍ରା ସମୟରେ ଫ୍ଲାଇଟ ରେ ଏସି ବନ୍ଦ ଥିଲା । ଏସି ନ ଚାଳିବାରୁ ଲୋକ ମାନେ ଅଣ ନିଶ୍ଵାସୀ ହେବାରେ ଲାଗିଲେ । ଏସି ବନ୍ଦ ଥିବାରୁ ଯାତ୍ରୀ ମାନେ ଅନେକ ଅସୁବିଧାର ସମୁଖିନ୍ନ ହେବାରେ ଲାଗିଲେ । ଚଳନ୍ତା ଫ୍ଲାଇଟ ରେ କାଚ ଭାଙ୍ଗି ଯିବାରୁ ଜଣେ ମହିଳା ଙ୍କ ମୁଣ୍ଡରେ ଜୋର ରେ ଆଘାତ ଲାଗିଲା । ଏହା ଛଡା ମହିଳା ଙ୍କ ପାଖରେ ବସିଥିବା ଜଣେ ଯାତ୍ରୀ ଙ୍କୁ ମଧ୍ୟ ଆଘାତ ଲାଗିଲା ।

ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଯେଉଁଠି ଲୋକ ମାନେ ସୁରକ୍ଷା ଭାବି ଫ୍ଲାଇଟରେ ସଫର କରିଥାନ୍ତି ସେଠାରେ ସେମାନଙ୍କୁ ଏଭଳି ସମସ୍ୟାର ସମୁଖିନ୍ନ କୁପଡିଥାଏ । ଅନ୍ୟ ଏକ ଭିଡିଓ ରେ ଜଣେ ସୁନ୍ଦରୀ ଏୟାରହୋଷ୍ଟେସ ଙ୍କୁ ତାଙ୍କର କପ୍ତାନ ଫ୍ଲାଇଟରେ ମ୍ୟାରେଜ ପାଇଁ ପ୍ରସ୍ତାବ ଦେଇଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ସୁନ୍ଦରୀ ଏୟାର ହୋଷ୍ଟେସ ମହିଳା ଜଣକ କପ୍ତାନ ଙ୍କର ମ୍ୟାରେଜ ପ୍ରୋପଜାଲ ଗ୍ରହଣ କରିବା ପରେ ଦୁହିଙ୍କର ଋଂ ସେରିମନି ହୋଇଥିଲା । ଏହା ପରେ କପ୍ତାନ ସେହି ମହିଳାଙ୍କୁ କିସ କରିବା ସହ ତାଙ୍କୁ ହଗ ମଧ୍ୟ କରିଥିଲେ ଯାହା ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଏଭଳି କମ ଫ୍ଲାଇଟରେ କରିବା ଉଚିତ ନୁହେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *