ଅଜଗର ସାପ ପେଟରେ କଣ ଅଛି ? ଯଦି କେଉଁ ପଶୁକୁ ସାପ ଖାଇଛି, ସେ ବୃଦ୍ଧ ଜଣଙ୍କ ଗଲେ କୁଆଡେ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ଜଣେ ବୃଦ୍ଧ ଙ୍କୁ ଅଜଗର ସାପ ଗିଳି ଦେଇଛି । ସାପ ଟି ବୃଦ୍ଧାଙ୍କୁ ଗିଳି ଦେଇଥିବାରୁ ଆଉ କୁଆଡେ ଯାଇପାରୁ ନାହି । ଗୋଟିଏ ସ୍ଥାନରେ ପଡି ରହିଛି । ସାପଟି ଯେଉଁ ଠାରେ ଅଛି ସେଠାରୁ ୧୨୦୦ ମିଟର ଦୂରରେ ସାଇକେଲ ଓ ଚପଲ ଥିବାରୁ ଲୋକେ ସନ୍ଦେହ କରିଥିଲେ ବୃଦ୍ଧ ଙ୍କୁ ଅଜଗର ସାପ ଗିଳି ଦେଇଛି । ଏହି ଖବର ପ୍ରଚାର ହେବ ପରେ ଲୋକେ ସାପ ପାଖକୁ ଯାଇ ଭିଡିଓ କରିବା ସହ ଫରେଷ୍ଟ ଗାର୍ଡକୁ ଖବର ଦେଇଥିଲେ । ଫରେଷ୍ଟର ଙ୍କ କହିବା ଅନୁଯାୟୀ ଯଦି ଅଜଗର ସାପ ଟି ବୃଦ୍ଧ ଙ୍କୁ ଗିଳି ଦେଇଥାନ୍ତା ତେବେ ସେଠାରୁ ଆଉ କେଉଁଠି କି ଯାଇପାରି ନ ଥାନ୍ତା ।

ବୃଦ୍ଧାଙ୍କର ସାଇକେଲ ଚପଲ ଯେଉଁଠି ମିଳିଛି ସେଠାରୁ ୧୨୦୦ ମିଟର ଦୂରର ରେ ରହିଛି ଅଜଗର । ସେଥିପାଇଁ ଅଜଗର ବୃଦ୍ଧ ଙ୍କୁ ନୁହେଁ ବରଂ କୁତୁରା ବା ବାରହା ଭଳି ଜଙ୍ଗଲି ପଶୁ ଊ ଖାଇ ଥାଇପାରେ ବୋଲି ଫରେଷ୍ଟର କହିଛନ୍ତି । କିନ୍ତୁ ଏ ଯାଏଁ ସଂପୂର୍ଣ୍ଣ ସତ ସାମନା କୁ ଆସିପାରି ନାହି । ଅଜଗର ପେଟରେ କଣ ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ଗଣ ମାଧ୍ୟମରେ ବ୍ରେକିଙ୍ଗ ଭଳି ଏକ ଟର୍ମ ରହିଛି ଯେଉଁଥିରେ କୌଣସି ଏକ ଖବରର ପ୍ରଥମିତ ସୂଚନା ଲୋକ ଙ୍କ ପାଖକୁ ପହଞ୍ଚି ଥାଏ ।

ଯାହା ପରବର୍ତ୍ତୀ ସମୟରେ ଅପଡେଟ ହୋଇ ଠିକ ହୋଇଥାଏ । ଏହି ଅଜଗର ସାପ ଟିର ଖବର ମଧ୍ୟ ଠିକ ସେମିତି ଏହା କୌଣସି ମିଛ ଖବର ନୁହେଁ । ଏହା ହେଉଛି ବ୍ରେକିଙ୍ଗ ଜ୍ଯୁଜ । ପ୍ରାଥମିକ ସୂଚନା ରୁ ଏହା ଅନୁମାନ କରାଯାଉଥିଥିଲା କି ଅଜଗର ସାପ ଜଣେ ବୃଦ୍ଧ ଙ୍କୁ ଗିଳି ଦେଇପାରେ ବୋଲି । କିନ୍ତୁ ଫରେଷ୍ଟ ଗାର୍ଡ କିଛି ଅଲଗା ସୂଚନା ଦେଇଥିଲେ । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠିଛି ଯଦି ଅଜଗର ସାପ ଟି ବୃଦ୍ଧ ଙ୍କୁ ଗିଳି ନାହି ତେବେ ବୃଦ୍ଧ ଅଜଙ୍କ କୁଆଡେ ଗଲେ ସେ ଏ ଯାଏଁ ମିଳି ନାହାନ୍ତି କଣ ପାଇଁ ?

ଯଦି ଅଜଗର ପେଟ ରେ ମଣିଷ ନାହି ତେବେ କଣ ଅଛି ? ତେବେ ଆପଣ ମାନେ ବି ଏହି ଭିଜୁଆଲ ଦେଖି ପାରିବେ ଆଉ ଜାଣି ପାରିବେ କିପରି ଅଜଗର ସାପ ଟି ଗୋଟେ ଜାଗାରେ ସୋଇ ରହିଛି । ସେଠାରୁ ଇଞ୍ଚେ ମାତ୍ର ବି ହଲି ପାରୁ ନାହି ଅଜଗର ସାପ । ତେବେ ଅନୁଧ୍ୟାନ କରିବା ପରେ ଜଣା ପଡିପାରେ କି ଅଜଗର ସାପ ପେଟର ରେ କଣ ଅଛି ମଣିଷ ନା ଅନ୍ୟ କୌଣସି ଜଙ୍ଗଲି ପଶୁ ।

ତାହା ସଂପୂର୍ଣ୍ଣ ରୂପେ ତଦନ୍ତ ହେବ ପରେ ଜଣା ପଡିବ ବୋଲି ଫରେଷ୍ଟର କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *