ଆଜିଠାରୁ ଏହି ରାଶିର ହଟାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ନବରାତ୍ରି ଆରମ୍ଭ ହୋଇ ଯାଇଛି । ଏହି ସମୟରେ ମାତା ଦୂର୍ଗାଙ୍କ ୯ ଟି ସ୍ୱରୂପର ପୂଜା କରାଯାଏ । କୁହାଯାଏ କି ଏହିଭଳି କରିବା ଦ୍ଵାରା ଭକ୍ତକୁ ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହି ବର୍ଷ ଶାରଦୀୟ ନବରାତ୍ରି ୮ ଦିନ ରହୁଛି । ଅର୍ଥାତ ୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଦିନ ସମାପ୍ତ ହେବ । ଏଥର ନବରାତ୍ରି ବହୁତ ହିଁ ଶୁଭଦାୟକ ଓ ଫଳଦାୟକ ଅଟେ । ଆପଣଙ୍କୁ କହିଦେଉଛୁ କି ନବରାତ୍ରିର ଏହି ୯ ଦିନରେ ଏମିତି କିଛି ରାଶି ଅଛି ଯାହାଙ୍କ ଉପରେ ମାତା ଙ୍କ କୃପା ଦ୍ରୁଷ୍ଟି ରହିବ ।

ଯେଉଁ କାରଣରୁ ଏହି ରାଶିମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଏହି ରାଶିମାନଙ୍କ ଉପରେ ମାତା ଲକ୍ଷ୍ମୀ, ମାତା ଦୂର୍ଗା ଓ ମାତା ସରସ୍ଵତୀଙ୍କ ବିଶେଷ କୃପା ଦ୍ରୁଷ୍ଟି ପଡିବ । ଯେଉଁ କାରଣରୁ ଏମାନଙ୍କ ଭାଗ୍ୟ ଚମକିଯିବ । ଏମାନଙ୍କର ସବୁ ଦୁଃଖ ଦୂର ହୋଇଯିବ । ଅର୍ଥାତ ଏମାନଙ୍କର ଶୁଭ ସମୟ ଆରମ୍ଭ ହେଉଛି ।

ବେରୋଜଗାର ଲୋକମାନଙ୍କୁ ଭଲ ଚାକିରି ମିଳିବ । ଆପଣ ଏହି ସମୟରେ ଉନ୍ନତି କରିବେ । ଜୀବନରେ ଚାଲୁଥିବା ସମସ୍ୟା ବି ଦୂର ହେବ । ଏହି ସମୟରେ ଆପଣ ମାନସିକ ରୂପରେ ମଜବୁତ ରହିବେ । ଅଧିକାଂଶ ମାମଲାରେ ଭାଗ୍ୟ ଆପଣଙ୍କ ସାଥ ଦେବ । ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ । ଏହି କିଛି ଦିନ ଆପଣଙ୍କ ପାଇଁ ବହୁତ ଭଲ ଓ ଶୁଭ ରହିବ । କିନ୍ତୁ ଏହି ସମୟରେ ଆପଣ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣରେ ରଖନ୍ତୁ ।

ଆପଣଙ୍କ ପ୍ରେମ ଜୀବନ ବହୁତ ଭଲରେ କଟିବ । ଆପଣ ନିଜର ପାର୍ଟନରଙ୍କ ସହିତ ଖୁସିରେ ରହିବେ । ଯଦି ଆପଣ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ସମୟ ବହୁତ ହିଁ ଭଲ ଅଟେ । ଏହି ସମୟରେ ଆପଣଙ୍କୁ ଲାଭ ମିଳିବ । ଖର୍ଚ ଉପରେ ଧ୍ୟାନ ଦିଅନ୍ତୁ । ଏହି ସମୟରେ ଆପଣଙ୍କୁ ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣ ନିଜ ଜୀବନରେ ଆଗକୁ ବଢିବେ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ବର୍ତ୍ତମାନ ଦୂର ହୋଇଯିବ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ କଷ୍ଟ ମାତା ନିଜେ ଦୂର କରିବେ ।

ଏହି ସମୟରେ ଆପଣ ଅନ୍ୟରେ ଯେତିକି ସାହାର୍ଯ୍ୟ କରିବେ ମାତା ଦୂର୍ଗା ସେତିକି ହିଁ ଆପଣଙ୍କର କରିବେ । ମାତା ଦୂର୍ଗାଙ୍କ ଆଶୀର୍ବାଦରେ ଆପଣ ବହୁତ ଜଲ୍ଦି ପ୍ରଗତି କରିବେ । ଶିକ୍ଷା, ବ୍ୟାପାର ଓ ଚାକିରି କ୍ଷେତ୍ରରେ ବଡ ଖୁସି ଖବର ମିଳିବ । ସବୁବେଳେ କିଛି ଅଲଗା କରିବା ଦ୍ଵାରା ଆପଣଙ୍କୁ ଏହି ସମୟରେ ସଫଳତା ନିଶ୍ଚିତ ଦେବ । ଅଚାନକ ଧାନ ଲାଭ ବି ହୋଇପାରେ । ପରିବାରରେ ମାତା ପିତାଙ୍କ ପୂର୍ଣ ସହଯୋଗ ମିଳିବ । ତେବେ ଚାଳନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ । ସେହି ରାଶି ଗୁଡିକ ହେଲା, ସିଂହ ରାଶି, ତୁଳା ରାଶି, ମିଥୁନ ରାଶି, କନ୍ୟା ରାଶି, ମେଷ ରାଶି, ଧନୁ ରାଶି, ମକର ରାଶି ଓ କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *