H3N2 ପାଇଁ ଆଜିଠୁ ହେଲା ସ୍କୁଲ ଛୁଟି! କେଉଁଠି ଲାଗୁ ହୋଇଛି ଏହି ନିୟମ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଗତ 3 ବର୍ଷ ତଳେ କୋ-ରୋ-ନା ମ-ହା-ମା-ରୀ କାରଣରୁ କେତେ ଲୋକଙ୍କର ଅକାଳରେ ପ୍ରା-ଣ ଯାଇଥିଲା । ଏମିତିକି କୋ-ରୋ-ନା ମ-ହା-ମା-ରୀ କାରଣରୁ ସ୍କୁଲ କଲେଜ ଗୁଡିକ ବନ୍ଦ ମଧ୍ୟ ରଖା ଯାଇଥିଲା । ଆଉ ପିଲା ମାନେ ଅନଲାଇନ ରେ ପାଠ ପଢୁଥିଲେ । କିନ୍ତୁ ଚଳିତ ବର୍ଷ ସ୍କୁଲ କଲେଜ ଖୋଲା ଯାଇଛି । ଆଉ ପାଠ ପଢା ମଧ୍ୟ ଆରମ୍ଭ ହୋଇ ସାରିଛି ।

କିନ୍ତୁ ଏହାରି ଭିତରେ ଆଉ ଏକ ନୂଆ ଭା-ଇ-ରା-ସ ଦେଶ ବ୍ୟାପୀ ମାତିବାରେ ଲାଗିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚହଲା ସୃଷ୍ଟି ହୋଇଛି । ଏ ଭା-ଇ-ରା-ସ ଭୁତ ମା-ରାତ୍ମ-କ ହୋଇଥିବା ବେଳେ ଏହାକୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ସୂଚନା ଅନୁଯାୟୀ ମାଡି ଚାଲିଛି H3N2 ଭା-ଇ-ର-ସ । ଛୋଟ ପିଲାଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରୁଛି ଏହି ଭୂତାଣୁ ।

ଯାହାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ଘରୋଇ ସ୍କୁଲ ମାର୍ଚ୍ଚ 16 ରୁ 26 ଯାଏଁ ଛୁଟି ରହିବ । ତେବେ ଦେଶରେ ପ୍ରଥମ ଥର ପାଇଁ ନୂଆ ଭୂତାଣୁ ଲାଗି ସ୍କୁଲ ଛୁଟି କରିବାର ନିସ୍ପତି ନେଇଛନ୍ତି ପୁଡୁଚେରି ସରକାର ।

ବିଧାନ ସଭାରେ ଏ ନେଇ ଘୋଷଣା କରିଛନ୍ତି ଗୃହ ମନ୍ତ୍ରୀ । 15 ବର୍ଷରୁ କମ ପିଲାଙ୍କୁ ନୂଆ ଭା-ଇ-ର-ସ ଅଧିକ ସଂକ୍ରମଣ ହେଉଛି । ଦେଶରେ ଏହି ଭୂତାଣୁ ତାର କାୟା ବିସ୍ତାର କରି ଚାଲିଛି । ନିଶ୍ଵାସ ନେବାରେ ସମସ୍ଯା ହେବା ସହିତ ଥଣ୍ଡା କାଶ ଲାଗି ରହୁଛି । ଏବେ ଦେଶରେ 451 ଟି କେସ ଚିହ୍ନଟ ହୋଇଛି । ଏବେ ଯାଏଁ 7 ଜଣଙ୍କର ମୃ-ତ୍ୟୁ ହେଲାଣି । ସବୁଠାରୁ ବଡ କଥା ହେଉଛି ଶରୀରରେ ବିଭିନ୍ନ ରୂପରେ ଏହି ଭା-ଇ-ର-ସ ତାହାର ପ୍ରଭାବ ଦେଖାଉଛି ।

ଦେହ ହାତ ଘୋଳା ବିନ୍ଧା ସାଙ୍ଗକୁ ଜ୍ଵର, ଥଣ୍ଡା, ଝାଡା, ବାନ୍ତି, କଫ, ତଣ୍ଟି ଦରଜ, ମୁଣ୍ଡ ବିନ୍ଧା ଭଳି ଲକ୍ଷଣ ଦେଖା ଦେଉଛି । ସଂକ୍ରମିତ ଲୋକଙ୍କ ଠାରୁ ଏହା ପବନ ବେଗରେ ବ୍ୟାପୁଛି । ଗର୍ଭବତୀ ମହିଳା, ଛୋଟ ପିଲା, ବୟସ୍କ, କିଡନୀ ଓ ହୃଦ୍ରୋଗୀ ଙ୍କ ପାଇଁ ଏହା ବଡ ସମସ୍ଯା ଆଣୁଛି । ତେବେ ଓଡିଶାରେ ସ୍ଥିତି ଦେଖି ନିସ୍ପତି ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *