ହେ ଭଗବାନ ଶବକୁ ବି ଛାଡିଲେନି, ଶବ ବ୍ୟବଛେଦ ପାଇଁ ମୂଲଚାଲ କରୁଛନ୍ତି Hospital କର୍ମଚାରୀ… ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି ଏହି Video

ନମସ୍କାର ବନ୍ଧୁଗଣ । ଟାଉନ ଟାଇଗର ଜିପ ରେ ବସିଛନ୍ତି ଆଉ 800 ଟଙ୍କା ପାଇଁ କହୁଛନ୍ତି । ଏ ସବୁ ଦେଖିବା ପରେ ଆପଣ ହୁଏ ତ କିଛି ବୁଝିପାରୁ ନ ଥିବେ । ଆଉ ମନରେ ପ୍ରଶ୍ନ ଆସୁଥିବା ଏ ଟଙ୍କା କାହିଁକି ମାଗୁଛନ୍ତି ? ତେବେ ଦର୍ଶକ ବନ୍ଧୁ ବ୍ୟକ୍ତି ଜଣକ ଟଙ୍କା କାହିଁକି ମାଗୁଛନ୍ତି ତାହା ଜାଣିବାକୁ ହେଲେ ଆପଣଙ୍କ ହୋସ ଉଡିଯିବ । କାରଣ ଶ-ବ ବ୍ୟ-ବ-ଛେ-ଦ ଲାଗି ବ୍ୟକ୍ତି ଜଣକ ମାଗୁଛନ୍ତି ଟଙ୍କା ।

ବାପା ଆଗରେ ପୁଅର ଜୀବନ ଚାଲିଗଲା । ଅ-ପ-ମୃ-ତ୍ୟୁ ହୋଇ ଥିବାରୁ ମେଡିକାଲ ରେ ପୋ-ଷ୍ଟ ମ-ର୍ଟ-ମ ଲାଗି ଶ-ବ ବି ଆସିଲା । ହେଲେ ବ୍ୟ-ବ-ଛେ-ଦ ପୂର୍ବରୁ କେମିତି ଚାଲିଛି ମୂଲଚାଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ର ରାୟରଙ୍ଗପୁର ର । ଯାହା ସମସ୍ତଙ୍କୁ ବିଚଳିତ କରି ଦେଇଛି ।

ପୋଲିସ ଉପସ୍ଥିତିରେ ଜଣେ ଅସହାୟ ବାପା କୁ ନିଜ ପୁଅର ଶ-ବ ବ୍ୟ-ବ-ଛେ-ଦ କରିବା ପାଇଁ 800 ଟଙ୍କା ଲାଞ୍ଚ ମଗାଯିବା ସହ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହି ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଛନ୍ତି ମେଡିକାଲ କର୍ମଚାରୀ ଜଣକ । ମୟୁରଭଞ୍ଜ ମୋରଦା ଅଞ୍ଚଳର ଜଣେ ପ୍ରସୂତି ଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ ।

ହେଲେ ପିଲା ଜନ୍ମ ହେବାର ମୃ-ତ୍ୟୁ ହୋଇଥିଲା ପିଲାର । ଚିକିତ୍ସା ଅବହେଳା କାରଣରୁ ପିଲାଟିର ମୃ-ତ୍ୟୁ ହେବା ନେଇ ଥାନା ରେ ଅଭିଯୋଗ କରି ମୃ-ତ ଶିଶୁର ଶ-ବ ବ୍ୟ-ବ-ଛେ-ଦ ଲାଗି ମେଡିକାଲ ରେ ପହଞ୍ଚି ଥିଲେ ବାପା ମା । ହେଲେ ଶ-ବ ବ୍ୟ-ବ-ଛେ-ଦ କୁ ନେଇ 800 ଟଙ୍କା ନେବାକୁ କହିଥିଲେ ମେଡିକାଲ ର ଜଣେ କର୍ମଚାରୀ ।

ଏବେ ନୁହେଁ ବହୁ ପୂର୍ବରୁ ମଧ୍ୟ ରାୟରଙ୍ଗପୁର ମେଡିକାଲ ରେ ଲାଞ୍ଚ ଖବର ପ୍ରକାଶ ପରେ ଜଣେ କର୍ମଚାରୀ ଙ୍କୁ ନିଲମ୍ବନ କରା ଯାଇଥିଲା । ଆଉ ଏବେ ପୁଣି ଥରେ କୁନି ଶିଶୁର ଶ-ବ ବ୍ୟ-ବ-ଛେ-ଦ ଲାଗି 800 ଟଙ୍କାର ଲାଞ୍ଚ ମାଗୁଥିବା କର୍ମଚାରୀ ଙ୍କ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ବଢିଛି ଚର୍ଚ୍ଚା ।

ଭାଇରାଲ ବିଡିଓ ବାବଦରେ ରାୟରଙ୍ଗପୁର ଏଡିଏମ ଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ ବି ଯିଏ ଲାଞ୍ଚ ମାଗିଛି ତା ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *