ଧିକ ଏଭଳି ଝିଅକୁ! ତଣ୍ଟିଆ ମାରି ବାପା-ମା’ ଙ୍କୁ ଘରୁ ତଡିଲା ଝିଅ! Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଦାଣ୍ଡରେ ରଖା ଯାଇଛି ଘରର ସବୁ ଆସବବାପତ୍ର ଯେମିତି ଆଲଣା, ଖଟ, ଫ୍ରିଜ, ବାସନ କୁସନ ଇତ୍ୟାଦି । ହଠାତ ଏ ଦୃଶ୍ୟ ଦେଖିଲେ ଦର୍ଶକ ବନ୍ଧୁ ଆପଣ ଭାବିବେ ବୋଧ ହୁଏ ବୋହୂ ଶାଶୁଘରକୁ ଆସିଛି । ସେଥିଲାଗି ଘର ଦୁଆ ରେ ଭାର ଥୋର ଥୁଆ ହୋଇଛି । କିନ୍ତୁ ସତ କଥା ହେଉଛି ଘରୁ ବାପା ମା ଙ୍କୁ ତଣ୍ଟିଆ ମାରି ବାହାର କରିବାର ଦ୍ରୁଶ୍ଯ । ପିଲା ଜନ୍ମ କରିଥିଲେ ପରିଣତ ବୟସରେ ସାହା ହେବ ବୋଲି ।

ହେଲେ ଏଠାରେ କିନ୍ତୁ ପରିଣତ ବୟସରେ ବାପା ମା ଙ୍କୁ ଧକ୍କା ମାରି ଘରୁ ବାହାର କରି ଦେଉଛନ୍ତି ଝିଅ ଓ ଜ୍ଵାଇଁ । ଯେଉଁ ଝିଅକୁ ଜନ୍ମ କରିଥିଲେ ବିପଦ ଆପଦରେ ସାହା ହେବ ବୋଲି ଆଜି ସେଇ ଝିଅ ଜ୍ଵାଇଁ ଘଋ ତଣ୍ଟିଆ ମାରି ବୃଦ୍ଧ ବାପା ମା ଙ୍କୁ ବାହାର କରି ଦେଇଛନ୍ତି । ଏପରିକି ଝିଅ ନିଜ ମା ର ହାତକୁ କାମୁଡି ଦେଉଛି । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ ନିଶ୍ଚୟ ।

ଏମିତିକି ବୁଢୀ ମା କୁ ମା-ଡ ମା-ରି-ବା-କୁ ବି ପଛାଉ ନାହି ଝିଅ । ଘରେ ଥିବା ସବୁ ଆସବାବପତ୍ର ସହ ଗାଁ ରେ ଥିବା ନିଜ ଜମି ବାଡି କୁ ନିଜ ଝିଅ ନାଁ ରେ କରି ଦେଇଥିଲେ ବୃଦ୍ଧ ବାପା ମା । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା ମା ଙ୍କୁ ଏମିତି ବାହାର କରି ଦେଉଛି ଝିଅ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା ଯେଉଁ ବାପା ମା ଏ ଘର ଜମି କୁ ପିଲାଙ୍କ ନାଁ ରେ କରି ଦେଇଥିଲେ ଆଜି ସେହି ଜାଗାକୁ ନେଇ କୋର୍ଟ ଓ ପୋଲିସର ଆଶା ନେଇ ଝିଅ ଜ୍ଵାଇଁ ସବୁ ନେଇଗଲେ ।

ଆଜିର ସମୟରେ ସମ୍ପତି ପାଇଁ ମଣିଷ ସବୁ କିଛି ଭୁଲି ଯାଉଛି । ବୟସ ର ଅପରାହ୍ନ ରେ ପୁଅ ମାନେ ବୁଢା ବାପା ମା ଙ୍କୁ ଘରୁ ବାହାର କରି ଦେଉଥିବା ଘଟଣା ସାମ୍ନା କୁ ଆସୁଛି । କିନ୍ତୁ ଏଠାରେ ଝିଅ ବାପା ମା ଙ୍କୁ ଘରୁ ବାହାର କରି ଦେବା ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଏ ସଭ୍ଯ ସମାଜ ଏଭଳି ଝିଅ କୁ କଣ କହିବ ତାହା ଏବେ ପ୍ରଶ୍ନ ଉଠିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *