ଆଖି ଅଛି କିନ୍ତୁ ଅନ୍ଧ, ଗୋଡ ଅଛି କିନ୍ତୁ ଛୋଟା, ମୁହଁ ଅଛି କିନ୍ତୁ ମୁକ ମୁଁ । ତେବେ କୁହ ମୁଁ କିଏ ? 20+ GK Quiz

ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଯାହା ଆପଣଙ୍କ ପାଠ ପଢାରେ ଖୁବ ସହାୟ ହେବ । ଯାହା ଫଳରେ ଆପଣ ଆହରଣ କରିଥିବା ଜ୍ଞାନ ବଳରେ ଅନ୍ୟ କାହାର ମଧ୍ୟ ସାହାର୍ଯ୍ୟ କରିପାରିବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ । ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- ଚନ୍ଦ୍ରମାରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ।

୨- କେଉଁ ସାପ ପକ୍ଷୀ ଭଳି ବସା ବାନ୍ଧିଥାଏ ?

ଉତ୍ତର- କିଙ୍ଗ କୋବ୍ରା ।

୩- କେଉଁ ଦେଶରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେବଳ ୧ ବର୍ଷ ପାଇଁ ହୋଇଥାଏ ?

ଉତ୍ତର- ସ୍ଵିଜରଲ୍ୟାଣ୍ଡ ।

୪- ପ୍ରଥମ ଭାରତୀୟ ମୁଖ୍ୟ ନିର୍ବାଚକ କିଏ ଥିଲେ ?

ଉତ୍ତର- ସୁକୁମାର ସେନ ।

୫- ଭାରତୀୟ ମହାଦ୍ଵିପରେ ପ୍ରଥମ ଉଦ୍ୟାନ ମକବାରା କଣ ଥିଲା ?

ଉତ୍ତର- ହିମାୟୁ ।

୬- ହାୱାଇ ଜାହାଜ କେଉଁ ମଣ୍ଡଳରେ ଉଡିଥାଏ ?

ଉତ୍ତର- ସମତାପ ମଣ୍ଡଳ ।

୭- କେଉଁ ଦେଶର ଲୋକ ସବୁଠାରୁ ଅଧିକ ସାଇକେଲ ଚଳାଇଥାନ୍ତି ?

ଉତ୍ତର- ନେଦରଲ୍ୟାଣ୍ଡ ।

୮- ଭାରତୀୟ ମୌସମ ବିଜ୍ଞାନ ସଂସ୍ଥା କେଉଁ ଠାରେ ଅଛି ?

ଉତ୍ତର- ନୂଆ ଦିଲ୍ଲୀ ।

୯- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଗାଈକୁ ପୂଜା କରାଯାଏ ?

ଉତ୍ତର- ନେପାଳ ।

୧୦- ଗୁଲାମ ବଂଶର ସଂସ୍ଥାପକ କାହାକୁ ମାନାଯାଏ ?

ଉତ୍ତର- କୁଟୁବୁଦ୍ଦିନ ଏବକ ।

୧୧- ଭାରତୀୟ ରେଳ ସଂଗ୍ରାହଳୟ କେଉଁ ଠାରେ ଅଛି ?

ଉତ୍ତର- ନୂଆ ଦିଲ୍ଲୀ ।

୧୨- ସବୁଠାରୁ ଅଧିକ ମାତ୍ରାରେ ଭିଟାମିନ-ଏ କେଉଁଠି ମିଳିଥାଏ ?

ଉତ୍ତର- ଗାଜର ।

୧୩- ପବନରେ କେଉଁ ଗ୍ଯାସ ଅଧିକ ପରିମାଣରେ ରହିଥାଏ ?

ଉତ୍ତର- ନାଇଟ୍ରୋଜେନ ।

୧୪- ପାକିସ୍ତାନରେ ସବୁଠାରୁ ଲମ୍ବା ନଦୀ କେଉଁଠି ଅଛି ?

ଉତ୍ତର- ସିନ୍ଧୁ ।

୧୫- ସର୍ବ ପ୍ରଥମେ ବଳ କେଉଁ ଦେଶରେ ତିଆରି କରାଯାଇଥିଲା ?

ଉତ୍ତର- ଆମେରିକା ।

୧୬- କେଉଁ ରାଜ୍ୟରେ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଅଧିକ ଥାଏ ?

ଉତ୍ତର- ଉତ୍ତର ପ୍ରଦେଶ ।

୧୭- ଏକ ବର୍ଷରେ କେତେ ଘଣ୍ଟା ହୋଇଥାଏ ?

ଉତ୍ତର- ୮୭୬୦ ଘଣ୍ଟା ।

୧୮- କର୍ଣ୍ଣାଟକ ଓ ତାମିଲନାଡୁରେ ପ୍ରଭାବିତ ହେଉଥିବା ନଦୀର ନାମ କଣ ?

ଉତ୍ତର- କାବେରୀ ।

୧୯- ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅଛି ?

ଉତ୍ତର- ନେପାଳ ।

୨୦- ସାପର କେତୋଟି ଦାନ୍ତ ଅଛି ?

ଉତ୍ତର- ୨୦୦ଟି ।

୨୧- ମନୁଷ୍ୟର ଆଖି ପାଇଁ କେଉଁ ଭିଟାମିନ ଲାଭଦାୟକ ଅଟେ ?

ଉତ୍ତର- ଭିଟାମିନ-ଡି ।

୨୨- ଆଖି ଅଛି କିନ୍ତୁ ଅନ୍ଧ, ଗୋଡ ଅଛି କିନ୍ତୁ ଛୋଟା, ମୁହଁ ଅଛି କିନ୍ତୁ ମୁକ ମୁଁ । ତେବେ କୁହ ମୁଁ କିଏ ?

ଉତ୍ତର- କଣ୍ଢେଇ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *