ମାତ୍ର 1 ଚାମଚ ଏହି ଗୁଣ୍ଡ ଲଗାନ୍ତୁ, ଧଳା କେଶ ମୂଳରୁ ହେବ କଳା- Hair Care Tips

ବନ୍ଧୁଗଣ ପିଆଜ ଆମ ଖାଦ୍ଯର ସ୍ଵାଦ ବଢାଇବା ସହ ଆହୁରି ଅନେକ ପ୍ରକାରର ବେନିଫିଟ୍ସ ଆମକୁ ଦେଇଥାଏ । ପିଆଜରେ ସଲଫର, ଜିଙ୍କ, ଆଣ୍ଟି ଅକ୍ସିଡେଣ୍ଟ, ପୋଟାସିୟମ ମିଳିଥାଏ । ଯାହା ପିଆଜ ଚୋପା ରୁ ମଧ୍ୟ ମିଳିଥାଏ । ବୟସ ଅନୁସାରେ ଆମ କେଶ ରେ ପରିବର୍ତ୍ତନ ଆସିଥାଏ । ଯଦି ଆପଣଙ୍କ କେଶ ଗ୍ରେ ହୋଇଗଲାଣି ବା କେଉଁଠି କି ଯିବା ସମୟରେ ଆପଣ ନିଜ କେଶ କୁ ହଠାତ କଳା କରିପାରିଲେ ନାହିଁ ତେବେ ସେହି ସମୟ ପାଇଁ ଆଜି ଏହି ହୋମ ରେମେଡି ନିଶ୍ଚୟ ଫାଇଦା ଦେବ ।

ଏବେ ଆସନ୍ତୁ ଜାଣିବା ସେହି ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ପିଆଜ ଚୋପା । କୌଣସି ପୁରୁଣା ଲୁହା କଢେଇ ନିଅନ୍ତୁ । କଢେଇ ଗରମ ହେବ ପରେ ପିଆଜା ଚୋପା ପକାଇ ଦିଅନ୍ତୁ । ଏହା ସହ ଗ୍ଯାସ କୁ ଲୋ ଫ୍ଲେମ ରେ ରଖନ୍ତୁ । ଧ୍ୟାନ ରଖିବେ ଯେମିତି ପିଆଜର ଚୋପା ପୁରା କଳା ହେବ ।

ପିଆଜ ଚୋପା ଯେମିତି ପୋଡି ନ ଜୀବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହାକୁ ବନାଇବା ପାଇଁ ୮ରୁ ୧୦ ମିନିଟ ସମୟ ଲାଗିପାରେ । ପିଆଜ ଚୋପା ପୁରା କଳା ପଡିବା ପରେ ଏହାକୁ ଅଳ୍ପ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଯଦି ଆପଣଙ୍କର ବୟସ ଅଧିକ ନୁହେଁ, ଗ୍ରେ ନାହିଁ, କେଶ ଭଲ ଅଛି ତେବେ ବି ଆପଣ ଏହାର ପ୍ରୟୋଗ କରିପାରିବେ ।

ଏମିତି ଭବିଷ୍ୟତରେ ଆପଣଙ୍କ କେସ କଳା, ସୁସ୍ଥ ଓ ଚମକଦାର ରହିବ । ୱ୍ହାଇଟ ବା ଗ୍ରେ ଭଳି ସମସ୍ଯା ଆପଣଙ୍କୁ କେବେ ବି ହେବ ନାହିଁ । ପିଆଜ ଚୋପାର ଗୁଣ୍ଡ ବନାଇ ଏହାକୁ ଷ୍ଟୋର କରି ରଖିପାରିବେ । ଆପଣ ପ୍ରଥମେ କେସ ଅନୁଯାୟୀ ଏହି ଗୁଣ୍ଡ ନିଅନ୍ତୁ । ଏଥିରେ ଅଳ୍ପ ଭେଶଲିନ ମିଶାନ୍ତୁ , ଭେଶଲିନ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଭେଶଲିନ କେଶ କୁ ମଜବୁତ ରଖିଥାଏ, ଏୟାର ଷ୍ଟାଇଲ ପାଇଁ ବ୍ୟବହାର କରି ହେବ ବା ଉକୁଣି ସମସ୍ଯା ଦୂର କରିଥାଏ । ଭେଶଲିନ ଓ ପିଆଜ ଚୋପା ର ଗୁଣ୍ଡ କୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । ଯଦି ବର୍ଷା ଦିନ ଚାଲିଛି ଓ ଆପଣ ଓଦା ହୋଇ ଯାଇଛନ୍ତି ତେବେ ଏହି ରେମେଡି ଲଗାଇବା ଦ୍ଵାରା ଜମା ବି ବୋହିବ ନାହିଁ ।

ଯଦି କାନ ବା ଦାଢି ରେ କେଶ ପାଚି ଯାଇଛି ତେବେ ତାହାକୁ ଲୁଚାଇବା ପାଇଁ ଏହା ଏକ ବଢିଆ ଉପାୟ ଅଟେ । ବ୍ରସ ସାହାର୍ଯ୍ୟ ରେ ଆପଣ କେଶ ରେ ଲଗାଇ ପାରିବେ । ଏହାକୁ ଲଗାଇବା ପରେ କିଛି ସମୟ ଛାଡି ଦିଅନ୍ତୁ । ଏହା ପରେ ପାନିଆ ରେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ ।

ଦେଖିବେ ଆପଣ ଏହି ରେମେଡି ଲଗାଇଛନ୍ତି ବୋଲି ଜଣା ପଡିବ ନାହିଁ । ମେହେନ୍ଦିରେ ଏକ ଚାମଚ ଗୁଣ୍ଡ ମିଶାଇ ଏହାକୁ ଲଗାଇପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *