ଆଖି ଆଗରେ କାହାର ମୁଣ୍ଡ ଫାଟିଗଲେ କଣ କରିବେ ? Dr Soubhagya Ranjan

ପୂର୍ବ ଅପେକ୍ଷା ବର୍ତ୍ତମାନ ସଡକ ଦୁ-ର୍ଘ-ଟ-ଣା ମାମଲା ବହୁତ ଅଧିକ ବଢି ଯାଇଛି । ଏହାର ମୁଖ୍ୟ କାରଣ ହେଉଛି ସମସ୍ତେ ରାସ୍ତାରେ ଯିବା ଆସିବା ସମୟରେ ଟ୍ରାଫିକ ନିୟମ ନ ମାନିବା । ଅନ୍ୟ କିଛି କାରଣରୁ ବି ସଡକ ଦୁ-ର୍ଘ-ଟ-ଣା ହୋଇଥାଏ । ଏମିତିରେ ଯଦି କାହାର ସଡକ ଦୁ-ର୍ଘ-ଟ-ଣା ହେଉଛି ତେବେ ଆପଣଙ୍କ ଛଡା ପ୍ରାୟତଃ କେତେକ ଲୋକମାନେ ସେହି ବ୍ୟକ୍ତି ଯାହାର ଦୁ-ର୍ଘ-ଟ-ଣା ହୋଇଛି ତାଙ୍କ ପାଖକୁ ଯାଆନ୍ତି ନାହିଁ ।

କାରଣ ସେମାନେ ଚି-ନ୍ତା କରନ୍ତି ଯଦି ପୋ-ଲି-ସ ତାଙ୍କୁ ଏହି କେଶରେ ସାମିଲ କରି ହଇରାଣ କରିବେ । ଏହା ସହିତ ହସ୍ପିଟାଲ ଓ ପୋ-ଲି-ସ ଅଧିକାରୀମାନେ ତାଙ୍କୁ ଅଟକାଇ ତାଙ୍କର ଫୋନ ନମ୍ବର ଓ ଘର ଠିକଣା ଇତ୍ୟାଦି ପଚାରିବେ । ଏହି ସବୁ ଚି-ନ୍ତା କରି ପ୍ରାୟତଃ ବ୍ୟକ୍ତି ଦୁ-ର୍ଘ-ଟ-ଣା ଗ୍ରସ୍ତ ବ୍ୟକ୍ତି ପାଖକୁ ଯାଆନ୍ତି ନାହିଁ ।

କିନ୍ତୁ କହିଦେଉଛୁ କି ସୁପ୍ରିମ କୋର୍ଟର ନୂଆ ଆଦେଶ ଅନୁଯାୟୀ ଦୁ-ର୍ଘ-ଟ-ଣାର ଶି-କା-ର ହୋଇଥିବା ବ୍ୟକ୍ତିକୁ ଆପଣ ଯେ କୌଣସି ବି ନିକଟସ୍ଥ ପ୍ରାଇବେଟ କିମ୍ବା ସରକାରୀ ହସ୍ପିଟାଲକୁ ନେଇ ଯାଇ ପାରିବେ । ସେହି ହସ୍ପିଟାଲ ବି ସେହି ବ୍ୟକ୍ତିର ଚିକିତ୍ସା କରିବା ପାଇଁ ବାଧ୍ୟ ଅଟନ୍ତି ଓ ତାହା ବି ପୁଣି ହାଇ ଲେବୁଲର ଚିକିତ୍ସା ଦିଆଯିବ ।

ଆପଣ ଜଣେ ଭଲ ନାଗରିକତାର କର୍ତ୍ତବ୍ୟକୁ ପାଳନ କରି ସେହି ବ୍ୟକ୍ତିକୁ କୌଣସି ବି ହସ୍ପିଟାଲ ନେଇ ଯାଆନ୍ତୁ । ଦେଖିଥିବେ କି କିଛି ଲୋକମାନଙ୍କର ସଡକ ଦୁ-ର୍ଘ-ଟ-ଣାରେ ମୁ-ଣ୍ଡ ଫା-ଟିଯାଏ କିମ୍ବା ଅନ୍ୟ କିଛି ବି ହୋଇପାରେ ।

ଯେମିତି ଶରୀରରୁ ବହୁତ ରକ୍ତ ବାହାରିବା କାରଣରୁ ସେ ବ୍ୟକ୍ତି ଜଣକ ବେହୋସ ହୋଇ ଯାଇଛି, ନଚେତ ତାକୁ ବାତ ମା-ରି- ପରେ ଇତ୍ୟାଦି । ଯଦି କେହି ବେହୋସ ହୋଇଯାଇଛନ୍ତି ତେବେ ତୁରନ୍ତ ୧୦୮କୁ ଫୋନ କରି ଆମ୍ବୁଲାନ୍ସ ଡାକି ଦିଅନ୍ତୁ ଓ ଏହା ସହିତ ତାଙ୍କ ପାଖରେ ଛିଡା ହୋଇ ଜଗିବା ଉଚିତ ।

କିନ୍ତୁ ସ୍ଥିତି ଆହୁରି ଭ-ୟ-ଙ୍କ-ର ହୋଇଥାଏ ତେବେ ନିଜ ଗାଡିରେ ବି ଯଦି ହୋଇପାରେ ନେଇ ଯାଆନ୍ତୁ । କିନ୍ତୁ ବାତ ମାରୁଛି ତେବେ ତାଙ୍କ ମୁହଁରେ ପାଣି ଛିଞ୍ଚି ପାରିବେ । କିନ୍ତୁ ଭୁଲରେ ବି ତାଙ୍କୁ ଚପଲ ଶୁଙ୍ଘାଇବା କିମ୍ବା ଧୁଳି ମା-ରି-ବା ଭଳି କାମ କରନ୍ତୁ ନାହିଁ ।

ଏହା ଦ୍ଵାରା ରୋଗୀର ସ୍ଥିତି ଆହୁରି ଅଧିକ ଭ-ୟ-ଙ୍କ-ର ହୋଇପାରେ । ଯଦି ର-କ୍ତ-ସ୍ରା-ବ ହେଉଛି ବିଶେଷ କରି ମୁଣ୍ଡରୁ ତେବେ କୌଣସି ବି କପଡା ଯେମିତି ରୁମାଲ ଇତ୍ୟାଦିକୁ ନେଇ ର-କ୍ତ-ସ୍ରା-ବ ହେଉଥିବା ସ୍ଥାନକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଯାହା ଦ୍ଵାରା ରକ୍ତ ବାହାରିବ ନାହିଁ ଓ ହସ୍ପିଟାଲ ପହଞ୍ଚିବା ପର୍ଯ୍ୟନ୍ତ ର-କ୍ତ-ସ୍ରା-ବର ପରିମାଣ କମି କମି ଯିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଚିକିତ୍ସା କରାନ୍ତୁ । କହିଦେଉଛୁ କି ୩ – ୪ ଟି କେସରେ ମସ୍ତିଷ୍କର ସ୍କାନ କରି ଦେଖାଯାଏ ।

ଆଖି କାନ କଳା ପଡିଯିବା, ବାନ୍ତି ହେବା, ବାତ ମା-ରି-ବା, କାନ କିମ୍ବା ନାକରୁ ରକ୍ତ ବାହରିବା ଏହିଭଳି ସ୍ଥିତିରେ ଡାକ୍ତର ସିଟି ସ୍କାନ କରିବାକୁ କହିଥାନ୍ତି । କିନ୍ତୁ ଏହି ସବୁ ନ ହେବା ସତ୍ବେ ବି ଯଦି ଡାକ୍ତର କହୁଛନ୍ତି ସିଟି ସ୍କାନ କରିବା ପାଇଁ ତେବେ ସ୍କାନ କରି ଦିଅନ୍ତୁ । ଦୁ-ର୍ଘ-ଟ-ଣା ପରେ ଶରୀରର ବାହାରୁ କିଛି ନ ଜଣା ପଡିଲେ ବି ଭିତରେ ଯଦି କୌଣସି ପ୍ରକାରର କ୍ଷତି ହୋଇଥାଏ ତେବେ ଏହାକୁ ଜାଣିବା ପାଇଁ ସିଟି ସ୍କାନ କରାଯାଏ ।

Leave a Reply

Your email address will not be published. Required fields are marked *