ନିଜ ସ୍ତ୍ରୀ କୁ ଆଖିପଲକ ରେ ବସାଇଥାନ୍ତି ଏହି ନାମର ପୁରୁଷ ମାନେ

ପତ୍ନୀ କୁ ଆଖି ପଲକ ରେ ବସାଇ ରଖିଥାନ୍ତି ଏହି ୮ଟି ନାମ ର ପୁଅମାନେ । ପ୍ରତ୍ୟେକ ନାରୀ ର ଏହା ଇଚ୍ଛା ଥାଏ କି ତାଙ୍କ ଜୀବନସାଥି ତାଙ୍କୁ ନିଜ ଆଖି ପଲକ ରେ ବସେଇ ରଖିବେ । ତାଙ୍କୁ ମାନସମ୍ମାନ ଦେବେ, ଭଲ ପାଇବା, ଓ ଦୁନିଆ ର ସବୁ ଖୁସି ଦେଉଥିବେ ।

ଏମିତି ବି ବହୁତ ପୁରୁଷ ଅଛନ୍ତି ଯିଏ ନିଜ ପତ୍ନୀ କୁ ସବୁ ଖୁସି ଦେବାକୁ ଚାହାନ୍ତି ଯାହାକୁ ପାଇବା ତାଙ୍କର ଅଧିକାର ଥାଏ । କୁହାଯାଏ କି ଯେଉଁ ପତିପତ୍ନୀଙ୍କ ସମ୍ବନ୍ଧ ରେ ବୁଝାମଣା ଓ ପ୍ରେମ ରହିଥାଏ ତେବେ ସେହି ସମ୍ବନ୍ଧ ଶ୍ରେଷ୍ଠ ହୋଇଥାଏ ।

A ଅକ୍ଷର ର ନାମ ପୁରୁଷ ମାନେ ସ୍ଵତନ୍ତ୍ର ବିଚାର କରିବା କ୍ଷମତା ରଖିଥାନ୍ତି । କିନ୍ତୁ ସେ ନିଜ ପତ୍ନୀ ଙ୍କ ଉପରେ ପୁରା ଫିଦା ହୋଇଥାନ୍ତି । ସବୁ ସୁଖ ଦୁଃଖ ରେ ନିଜ ପତ୍ନୀ ର ଖାସ ଧ୍ୟାନ ରଖିଥାନ୍ତି । ତା ସହ ଏମାନେ ନିଜ ପତ୍ନୀଙ୍କ ବିଷୟରେ  ସକାରତ୍ମକ ବିଚାର ରଖିଥାନ୍ତି । ବିବାହ ବେଳେ ନେଇଥିବା ସବୁ ବଚ୍ଚନ କୁ ପୁରା କରିବାର ଚେଷ୍ଟା କରିଥାନ୍ତି ।

J ଅକ୍ଷର ର ନାମ ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ବହୁତ ପ୍ରେମ କରିଥାନ୍ତି । ଏମାନଙ୍କ ପାଖରେ କୌଣସି ବି ଜିନିଷ ର କମି ନ ଥାଏ । ସେହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜ ପତ୍ନୀ ଙ୍କୁ ସର୍ବଦା ଆଖି ପଲକ ରେ ବସେଇକି ରଖିଥାନ୍ତି । ଏମାନଙ୍କ ବିବାହିତ ଜୀବନ ବହୁତ ରୋମାଣ୍ଟିକ ହୋଇଥାଏ ।

K ଅକ୍ଷର ର ନାମ ପୁରୁଷ ମାନେ ତାଙ୍କ ଗର୍ଲଫ୍ରେଣ୍ଡ ବା ନିଜ ଜୀବନସଙ୍ଗିନୀ କୁ ନିଜ ଆଖି ପଲକ ରେ ବସେଇ ରଖନ୍ତି । ଏମାନେ ସ୍ଵଭାବ ରେ ବହୁତ ଭାବୁକ ହୋଇଥାନ୍ତି ଏହି କାରଣ ରୁ ନିଜ ପତ୍ନୀ ବା ନିଜ ଗର୍ଲଫ୍ରେଣ୍ଡ କୁ ଅସୁବିଧା ରେ ଦେଖି ପାରନ୍ତି ନାହିଁ  ଓ  ଏମାନେ ନିଜ ଜୀବନସଙ୍ଗିନି କୁ ପୁରା ମନ ରୁ ଭଲ ପାଇଥାନ୍ତି ।

H ଅକ୍ଷର ର ନାମ ପୁରୁଷ ମାନେ ବିବାହ ପରେ ନିଜ ପତ୍ନୀ ର ଖାସ ଯତ୍ନ ନେଇଥାନ୍ତି ଓ ଖୁସି ମଧ୍ୟ ଦେଇଥାନ୍ତି । ଏମାନେ ବିବାହ ର ସବୁ ବଚନ କୁ ପୁରା ମନ ରୁ ପୂରଣ କରନ୍ତି । ଏମାନେ ନିଜ ପତ୍ନୀ ଙ୍କୁ ଛୋଟ ଛୋଟ କାମ ରେ ମଧ୍ୟ ସପୋର୍ଟ କରନ୍ତି ।

R ଅକ୍ଷର ର ନାମ ପୁରୁଷ ମାନେ ନିଜ ରିଲେସଂସିପ ପ୍ରତି ବହୁତ ସିରିୟସ ଅଟନ୍ତି । ଏମାନେ ନିଜ ପତ୍ନୀ ପାଇଁ କିଛି ବି କରିବାକୁ ରେଡ୍ଡୀ ଥାନ୍ତି । ନିଜ ପାଟନର କୁ ବହୁତ ଭଲ ପାଇଥାନ୍ତି । ଏହି ନାମ ର ପୁରୁଷ ମାନେ ନିଜ ପାଟନର ର ସବୁ ଇଚ୍ଛା କୁ ପୁରୁଣା ମଧ୍ୟ କରିଥାନ୍ତି ।

P ଅକ୍ଷର ର ନାମ ପୁରୁଷ ମାନେ ବହୁତ ଜ୍ଞାନୀ ହୋଇଥାନ୍ତି । ଏମାନେ ନିଜ ପତ୍ନୀ ଙ୍କୁ ରାଣୀ କରି ରଖିଥାନ୍ତି । ଏବଂ ତାଙ୍କ ମୁହଁ ରେ ହସ ଦେଖିବା ପାଇଁ କିଛି ବି କରିପାରନ୍ତି । ପତ୍ନୀ ର ସବୁ କଥା ମାନିବା ସହ ଏମାନେ ଜୀବନ ର ପ୍ରତ୍ୟେକ ସମୟ ରେ ସାଥିରେ ଛିଡା ହୁଅନ୍ତି । ନିଜ ପତ୍ନୀ ପ୍ରେମ ରେ ଏତେ ପାଗଳ ଥାନ୍ତି କି ତାଙ୍କୁ ଖୁସି ରଖିବା ପାଇଁ ଦୁନିଆ ସହ ମଧ୍ୟ ଲଢିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *