ଆମ୍ବ ଖାଇ କମାଇ ପାରିବେ 5 କିଲୋ ପର୍ଯ୍ୟନ୍ତ ଓଜନ, ଜାଣନ୍ତୁ କେମିତି- Health Tips

ଆମ୍ବ ଏକ ଏମିତି ଫଳ ଅଟେ ଯାହାକୁ ସମସ୍ତେ ପସନ୍ଦ କରନ୍ତି । ଆମ୍ବ ଗ୍ରୀଷ୍ମ ଋତୁରେ ପ୍ରଚୁର ମାତ୍ରାରେ ବଜାରରେ ମିଳିଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଆପଣ ଆମ୍ବର ସେବନ କରି ନିଜର ଓଜନକୁ କମ କରି ପାରିବେ ତେବେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । କିନ୍ତୁ ସତରେ ଆଜି ଆମେ ଆପଣଙ୍କୁ ଆମ୍ବ ସହ ଜଡିତ ଏକ ଏମିତି ଉପାୟ କହିବୁ, ଯାହାର ସେବନ କରିବା ପରେ ତେବେ

ଆପଣଙ୍କର ଓଜନ କମ ହୋଇଯିବ । ପାଖାପାଖି ଆପଣ ନିଜର ୫ କିଲୋ ଓଜନ କମ କରି ପାରିବେ । ଏହି ଉପାୟକୁ କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ମିଡିୟମ ସାଇଜର ଆମ୍ବ ନିଅନ୍ତୁ । ଏହା ପରେ ଆପଣ ଆମ୍ବର ଚୋପାକୁ ଅଲଗା କରି ଦିଅନ୍ତୁ । କହିଦେଉଛୁ କି ଆମ୍ବ ଭିଟାମିନ ଓ ମିନରଲ୍ସରେ ଭରପୁର ହୋଇଥାଏ । ଏହା ଆପଣଙ୍କ ଶରୀରରକୁ କ୍ଷତି ପହଞ୍ଚାଇ ନ ଥାଏ ।

କିନ୍ତୁ ଅତ୍ୟଧିକ ମାତ୍ରାରେ କୌଣସି ଜିନିଷ ସେବନ ଭଲ ନୁହେଁ । ଏହି ଉପାୟକୁ କରିବା ପାଇଁ ଆପଣ ପ୍ରଥମେ ଅଧ କପ ସମାନ ଆମ୍ବ ନିଅନ୍ତୁ । ଏହି ଆମ୍ବକୁ ୧ ମିନିଟ ପର୍ଯ୍ୟନ୍ତ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହି ଆମ୍ବରେ ଅଧ ଗ୍ଳାସ ଠାରୁ ବି କମ ଗାଈର କ୍ଷୀର ଯାହା ଗରମ ହୋଇଥିବା ଦରକାର ଓ କ୍ଷୀରରେ ଆମ୍ବକୁ ମିଶାନ୍ତୁ । ତୃତୀୟ ସାମଗ୍ରୀ ହେଉଛି ମହୁ । ଏକ ଚାମଚ ମହୁ ଏଥିରେ ମିଶାନ୍ତୁ । ପୁଣି ଥରେ ଏହି ତିନୋଟି ଜିନିଷକୁ ୧ – ୨ ମିନିଟ ପର୍ଯ୍ୟନ୍ତ ଗ୍ରାଇଡିଙ୍ଗ କରି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କର ଆମ୍ବ ଜୁସ ପ୍ରସ୍ତୁତ ହୋଇ ଯାଇଛି । ଯାହାକି ଆପଣଙ୍କର ଓଜନକୁ କମ କରିବା ସହିତ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବି ବୁଦ୍ଧି କରିଥାଏ । ଆପଣ ଏଥିରେ ଆଲବମ ବାଦାମକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ମିଶ୍ରଣ କରି ପାରିବେ ନଚେତ କୌଣସି ବି ଫଳକୁ ବି ଏଥିରେ ଦେଇ ପାରିବେ ଓ ବର୍ତ୍ତମାନ ଏହାକୁ ସେବନ କରନ୍ତୁ । ଆପଣ ଏହାକୁ ସେବନ କରି ମାତ୍ର ୧୫ ଦିନ ମଧ୍ୟରେ ନିଜ ଶରୀରରେ ଆସୁଥିବା ପରିବର୍ତ୍ତନକୁ ଜାଣି ପାରିବେ ।

ଯଦି ଏହିଭଳି ଭାବରେ ଆପଣ ଆମ୍ବ ଜୁସର ସେବନ କରିବେ ତେବେ ଆପଣଙ୍କର ଓଜନରେ ୫ କିଲୋର ପାର୍ଥକ୍ୟ ନଜର ଆସିବ ଅର୍ଥାତ ୫ କିଲୋ କମ ହୋଇଯିବ । ଆମ୍ବରେ ଥିବା ଭିଟାମିନ, ମିନାରାଲ୍ସ, ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାରେ ବହୁତ ସାହାର୍ଯ୍ୟ କରିଥାଏ । କହିଦେଉଛୁ କି କରୋନା ଭଳି ମହାମାରୀ ସମୟରେ ଆପଣ ଯେ କୌଣସି ବି ଉପାୟକୁ ଅବଲମ୍ବନ କରି ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରନ୍ତୁ ।

ଏମିତିରେ ଆପଣ ଏହି ସହଜ ଓ ସରଲ ଉପାୟକୁ ମଧ୍ୟ ଘରେ ସହଜରେ କରି ପାରିବେ । ସବୁଦିନ ଆପଣ ଗୋଟିଏ ମିଡିୟମ ସାଇଜ ଆମ୍ବର ସେବନ କରନ୍ତୁ ଓ ଯଦି ଆପଣ ଏହା ଠାରୁ ଅଧିକ ଆମ୍ବର ସେବନ କରୁଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ । କାରଣ ଅଧିକ ଆମ୍ବର ସେବନ ଦ୍ଵାରା ଆପଣଙ୍କର ପେଟ ସମସ୍ୟା ହୋଇପାରେ ।

କିନ୍ତୁ ଧ୍ୟାନ ଦେବେ କ୍ରନିକ ଫିଭର ଥିବା ରୋଗୀମାନେ ଏହାର ସେବନ କରନ୍ତୁ ନାହିଁ । ଡାଏବେଟିସ ରୋଗୀ ଏହାର ଅଳ୍ପ ମାତ୍ରାରେ ସେବନ କରନ୍ତୁ ଓ ଏଥିରେ ମହୁ ମିଶ୍ରଣ କରନ୍ତୁ ନାହିଁ । ଯଦି ଆପଣଙ୍କର ଖାଦ୍ୟ ସଠିକ ରୂପରେ ହଜମ ହେଉ ନାହିଁ ତେବେ ଆପଣ ଏହାର ସେବନ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *