ଅନ୍ଧାର ଘର ଭିତରେ ଲୁଚି ବସିଥିଲା ଏକ ଭୟଙ୍କର ବିଷଧର (Common krait) ସାପ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଦୁଖଭରା ଘ-ଟ-ଣା ବି-ଷୟରେ କହିବାକୁ ଯାଉଛୁ ଯାହା ୧୧ ବର୍ଷର ପୁଅ ସହ ଘଟିଛି ଯାହା ପାଇଁ ତା ମା ଏତେ ଆକୁଳ ଭାବେ କାନ୍ଦୁଛି ଯେ ଯାହାକୁ ଦେଖିଲେ ଆପଣ ମାନଙ୍କର ଆଖିରେ ଲୁହ ରହିବ ନାହି । ତେବେ ଆସନ୍ତୁ ଜାଣିବା ଘ-ଟ-ଣା ଟି କଣ ରହିଛି । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ଯେ ଗୋଟେ ୧୧ ବର୍ଷର ପିଲାକୁ ଗୋଟେ ସା-ପ କା-ମୁ-ଡି ଦେଇଛି ଯାହାକୁ ଦେଖିଲେ ସହଜରେ ବିଶ୍ଵାସ କରି ହେବ ନାହି ।

ପିଲା ଟି ଖେଳୁଥିବା ସମୟରେ ତାକୁ ଏକ କରେତ ସା-ପ କାମୁଡିଛି ଯାହା ଫଳରେ ପିଲାର ଅବସ୍ଥା ବହୁତ ଗୁରୁତର ହୋଇ ପଡିଛି । ତେବେ ଏହି ଘଟଣା ଟି ଘଟିବା ସମୟରେ ତାଙ୍କ ପରିବାର ସେଠାରେ ଥିଲେ ମଧ୍ୟ ଅଚାନକ ଏ ସବୁ ହୋଇଗଲା ସେମାନେ କିଛି ଜାଣି ପାରିଲେ ନାହି ।

ଏହା ପରେ ପିଲାକୁ ତୁରନ୍ତ ହସପିଟାଲକୁ ନିଆ ଯାଇଛି ଯାହା ଏହି ଭିଡିଓ ରେ ସ୍ପଷ୍ଟ ଜଣା ପଡୁଛି । ହସପିଟାଲରେ ପହଞ୍ଚିବା ବେଳକୁ ପିଲାର ଅବସ୍ଥା ବହୁତ ଶୋ-ଚ-ନୀ-ୟ ହୋଇ ପଡିଛି ବୋଲି ଡାକ୍ତର ମାନେ କହିଛନ୍ତି । ଏହା ପରେ ପିଲାର ପରିବାର ଲୋକେ ଜଣେ ସା-ପ ଧରାଳିଙ୍କୁ ଡାକି ସେ ସା-ପକୁ ନିଜ ଘରକୁ ବାହାର କରିଛନ୍ତି । ସା-ପ ଧରାଳି ଜଣକ ଆସି କାନ୍ଥ କୁ ଭାଙ୍ଗିବା ପରେ ସା-ପଟି ଧରା ପଡିଲା । ତେବେ ସେ ସା-ପ ଟି ଧରା ପଡିବା ପରେ ଆଖପାଖର ଲୋକ ମାନେ କହିଛନ୍ତି ଯେ ଏଇଟା ସେହି ସା-ପ ଯିଏ ପିଲାକୁ କା-ମୁ-ଡି-ଛି ।

ତେବେ ସା-ପ ଧରିବା ପରେ ସା-ପ ଧରାଳି ଜଣକ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । କିପରି ଏକ ଛୋଟ ସା-ପର ବି-ଷ-ରେ ଗୋଟେ ନିରୀହ ପିଲାର ଜୀବନ ଏବେ ବାଜି ଲାଗିଛି ତାହା ଏହି ଭିଡିଓ ରୁ ଜଣା ପଡୁଛି । ତେବେ ନିଜ ପିଳାର ଏପରି ଅବସ୍ଥା ଦେଖି ତା ମାଆ ନିଜକୁ ସମ୍ବାଳି ପାରୁ ନାହାନ୍ତି ଯାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି । ତେବେ ଗୋଟେ ମା ତା ପିଲାକୁ ହରାଇବା ଭୟରେ ଏତେ ଭାଙ୍ଗି ପଡିଛି ଯେ ସା-ପକୁ ମା-ରି ଦେବା ପାଇଁ ମଧ୍ୟ କହିଛି ।

ସତରେ ଗୋଟେ ମା ତା ପିଲକୁ କେତେ ଭଲ ପାଏ ଏହା ଏହି ଭିଡିଓ ରୁ ଜଣା ପଡୁଛି । ପିଲାଟିର ମାଙ୍କ କହିବା ଅନୁସାରେ କଣ ସା-ପ ତାଙ୍କ ପୁଅକୁ କାମୁଡିଲା ତା ବଦଳରେ ତାଙ୍କୁ ହେଲେ କାମୁଡି ଦେଇଥାନ୍ତା କି ଏହି ଭଳି ପିଲାର ମା କହିଛନ୍ତି । ଏହା ଛଡା ପିଲାର ମା ଓ ତାଙ୍କ ପରିବାର ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ଯେତେ ଜଲ୍ଦି ତାଙ୍କ ପୁଅ ଭଲ ହୋଇ ଘରକୁ ଫେରି ଆସୁ ।

ବନ୍ଧୁଗଣ ଆଶା କରୁଛୁ ପିଲାଟି ଆରୋଗ୍ଯ ହୋଇ ନିଜ ଘରକୁ ଫେରି ଆସିବ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *