୯୯ ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ, ARMYର ଫୁଲ ଫର୍ମ କଣ ହୋଇଥାଏ ?

ଆର୍ମୀଙ୍କ ନାମ ଶୁଣିଲେ ହିଁ ଆମ ଭିତରେ ଏକ ଉମ୍ମାଦ ଆସିବାକୁ ଲାଗିଥାଏ ଏବଂ ଦେଶ ପ୍ରେମର ଭାବନା ଜାଗ୍ରତ ହେବାକୁ ଲାଗିଥାଏ । ଆମ ଦେଶର ଆର୍ମୀ ଏସିୟାରେ ବହୁତ ବହୁତ ତାକତବାନ ମନାଯାଇଥାଏ । ଲୋକମାନଙ୍କ ଭିତରେ ଦେଶପ୍ରେମ ଭାବନା ବନାଇ ରଖିବା ପାଇଁ ସମୟ ସମୟରେ ତାଙ୍କ ପ୍ରକାରର ପର୍ବ ଆୟୋଜିତ କରାଯାଏ । ପାକିସ୍ତାନ ସହିତ ତିନି ତିନି ଥର ଯୁଦ୍ଧ ହେଉ ବା ସୀମା ଉପରେ ଆତଙ୍କବାଦୀଙ୍କୁ ମାରିଦେବାର କଥା ହେଉ ଭାରତର ସେନା ସବୁ ଜାଗାରେ ବିରତା ଦେଖାଇଛନ୍ତି ।

ଭାରତର ଆର୍ମୀ ଦୁନିଆର ଦିତୀୟ ସବୁଠାରୁ ବଡ ଆର୍ମୀ ଅଟନ୍ତି । ଆର୍ମୀ ଯାହା କାରଣରୁ ଆମେ ଅଚିନ୍ତା ନିଦରେ ଶୋଇ ପାରୁଛେ ।

ଯାହାଙ୍କ କାରଣରୁ ଆମେ ରାସ୍ତାରେ ନିର୍ଭୟରେ ବୁଲି ପାରୁଛେ । ଆଜି ଆମ ଦେଶର ସ୍ଥଳ ସେନାରେ ୧୨ଲକ୍ଷ ସୈନିକ ଅଛନ୍ତି ଯିଏ ତାଙ୍କ ରାତିର ନିଦକୁ ଆମ ପାଇଁ ଭୁଲି ଯାଉଛନ୍ତି ,ଯିଏ ଖରାରେ ଆମର ସୁବିଧା ପାଇଁ ତାଙ୍କ ଚମଡା ଜଳାଇ ଥାନ୍ତି । ହାଡ କମ୍ପାଇ ଦେଉଥିବା ଶୀତରେ ବି ସେମାନେ ଆମର ସୁବିଧା ପାଇଁ କାମ କରିଥାନ୍ତି । କଣ ହେଉଛି ଏହି ଶବ୍ଦର ଇତିହାସ ,କେମିତି ଆସିଲା ଏହି ଶବ୍ଦ ଏବଂ କେଉଁ ଭାଷାର ମୂଳ ଶବ୍ଦ ଅଟେ ?ଏହି ପ୍ରଶ୍ନ ଆପଣଙ୍କୁ କୌଣସି ବି ସରକାରୀ ପରୀକ୍ଷାରେ ପ୍ରଶ୍ନପତ୍ରରେ ମିଳିପାରେ ।

ଆସନ୍ତୁ ଜାଣିବା ଜାଣିବା ଏହି ଶବ୍ଦର ରହସ୍ୟ । ଦୁନିଆରେ ବହୁତ ଦେଶ ଅଛି ଏବଂ ପ୍ରତ୍ୟକ ଦେଶର ନିଜର ଏକ ସେନା ଥାନ୍ତି ଯାହାକୁ ଆମେ ଇଂରାଜୀରେ ARMYକହିଥାଉ । ARMYଶବ୍ଦର ଉତ୍ପତି ଲାଟିନ ଭାଷାର Armata ଶବ୍ଦରୁ ହୋଇଛି ଯାହାର ଅର୍ଥ Armed Force ହୋଇଥାଏ । ଆର୍ମୀ ଏକ Organized military force ହୋଇଥାଏ ଯିଏ ନିଜର ଦେଶକୁ ରକ୍ଷା କରିବା ପାଇଁ ଭୂମି ଉପରେ ଲଢିଥାନ୍ତି ।

ସଂପୂର୍ଣ୍ଣ ସଂସାରରେ ସବୁଠାରୁ ପ୍ରଥମେ ଭାତର ଆର୍ମୀ କୁ ଅରଗାନାଇଜ୍ଡ଼ି କରିଥିଲା । ଦୁନିଆର ସବୁଠାରୁ ବଡ ସେନା ଚୀନ ପାଖରେ ଅଛନ୍ତି । ଚୀନ ପାଖରେ ୧,୬୦୦,୦୦୦ସକ୍ରିୟ ସୈନିକ ଏବଂ ୫,୧୦,୦୦୦ରିଜର୍ବ କର୍ମୀ ଙ୍କ ସବୁଠାରୁ ବଡ ସେନା ଅଟନ୍ତି । ଦୁନିଆର ଦିତୀୟ ବଡ ସେନା ଭାରତ ପାଖରେ ଅଛନ୍ତି । ଭାରତ ପାଖରେ ୧,୧୨୯,୦୦୦ ସକ୍ରିୟ ସୈନିକ ଏବଂ ୯,୬୦,୦୦୦ ରିଜର୍ବ କର୍ମୀଙ୍କର ଦିତୀୟ ବଡ ସେନା ଅଛନ୍ତି । କଣ ଆପଣଙ୍କୁ ଜଣା ଅଛି ଆର୍ମୀର ପୁରା ନାମ ,ଯଦି ଜଣା ନାହିଁ ତାହେଲେ ଆମେ ଆପଣଙ୍କୁ କହୁଛୁ ,ଆର୍ମିର ପୁରା ନାମ Alert Regular Mobility Young ଅଟେ ।

ଆପଣ ଏହା ଜାଣି ଗର୍ବ ଅନୁଭବ କରିବେ ଆମର ଭାରତ ସେହି ତିନି ଦେଶ ସହିତ ସାମିଲ ଅଛି ,ଯାହା ପାଖରେ ଏବେ ବି ଅଶ୍ଵାରୋହୀ ସେନାମାନଙ୍କର ଫୌଜ ଅଛି ।

Leave a Reply

Your email address will not be published. Required fields are marked *