ପୁଣି କମିଲା ସୁନାର ଦାମ, ଜାଣନ୍ତୁ ଆଜି କେତେ ଅଛି ସୁନା ଦାମ

ସୁନା ଦାମ୍ କମିବାରୁ ଦିଲ୍ଲୀ ରେ ୨୪ କ୍ୟାରେଟ୍ ସୁନା ଦର ବି କମିଯାଇଛି । ଏଥିରେ  ରେ ପହଞ୍ଚିଛି । HDFC ସିକ୍ୟୁରିଟିଜ୍ ଅନୁସାରେ, ଆନ୍ତର୍ଜାତୀୟ ବଜାରରେ ସୁନା ଦର କମିବାରେ ଲାଗିଛି । ୧୦ ଗ୍ରାମ ପ୍ରତି ସେତେବେଳେ ୪୧. ୭୯୮ ଟଙ୍କା ସୁନା ମୂଲ୍ୟ ହେଇଥିଲା । ସୁନା ଦର କମିବାରେ ଦିଲ୍ଲୀ ରେ ୨୪ କ୍ୟାରେଟ୍ ସୁନା ର ଦର ବି ହ୍ରାସ ପାଇଛି ଏଥିରେ ୨୩୩ଟଙ୍କା କମିଛି ।

HDFC ସିକ୍ୟୁରିଟିଜ୍ ର ବରିଷ୍ଠ ବିଶ୍ଳେଶକ ତପନ ପଟେଲ କହିଛନ୍ତି ଯେ, ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ଅଧିକାରୀମାନଙ୍କ ଦ୍ବାରା କୋରନା ଭାଇରସ ଚିକିତ୍ସା ଯୋଗ୍ୟ ବନେଇବା ପରେ ସୁନା ଦର ରେ ଏଭଳି ହ୍ରାସ ଦେଖିବାକୁ ମିଳୁଛି ।

ସୁନା ସହ ରୂପା ର ମଧ୍ୟ ମୂଲ୍ୟ ସୋମବାର ଠୁ କମିଛି । ରୂପା ୧୫୭ ହ୍ରାସ‌ ପାଇବା ସହ ମୂଲ୍ୟ କିଲୋଗ୍ରାମ ପ୍ରତି ୪୭୧୭୦ ଟଙ୍କା ରେ ପହଞ୍ଚିଛି । ଆଗରୁ ୪୭୩୨୭ ଦାମ୍ ରହିଥିଲା ।

କେଡିଆ ଆଡ଼ଭାଇଯାରି ଅନୁସାରେ ସୁନା ରୂପା ସୋମବାର ଦ୍ଵିପ୍ରହର ଠୁ ଏମିତି ରହିଛି । ବୈଷୟକ ବଜାର ରେ ସୁନା ଦାମ୍ କମିଥିବା ବେଳେ ରୂପା ଦାମ୍ ସ୍ଥିର ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାର ରେ ସୁନା ସୋମବାର କୁ ୧୫୭୯ ଡଲାର୍ ଓ ରୂପା ୧୭.୭୪ ଡଲାର୍ ଟ୍ରେଣ୍ଡ୍ ହେଇଥିଲା ।

ତେବେ ଯେଉଁଠି ଓଡିଶାରେ ସୁନା ଦାମ ୪୨୨୨୦ ଥିଲା ତାହା ଏବେ ହ୍ରାସ ପାଇଁ ୪୨୦୨୫ ହୋଇଯାଇଛି ।

Leave a Reply

Your email address will not be published. Required fields are marked *