୨୦ ଫେବୃୟାରୀ ରୁ କେତେକ ରାଜ୍ୟଗୁଡିକରେ ହେବ ବରଫବର୍ଷା – ଜାଣନ୍ତୁ ଆପଣଙ୍କ ରାଜ୍ୟରେ କେମିତି ରହିବ ମୌସମ

ମୌସମର ସ୍ଵଭାବ ଧୀରେ ଧୀରେ ବଦଲୁଛି । ତାପ ମାତ୍ରାରେ ଲଗାତାର ବୃଦ୍ଧି ହେଉଛି । କିନ୍ତୁ ପୁଣିଥରେ ମୌସମ ଏକ ମୋଡ ନେବାକୁ ଯାଉଛି । ମୌସମ ବିଭାଗଙ୍କ ଭବିଷ୍ୟବାଣୀ ଅନୁସାରେ ପଶ୍ଚିମ ହିମାଳୟ ରାଜ୍ୟରେ ୨୦ ଫେବୃୟାରୀ ରୁ ୨୨ ଫେବୃୟାରୀ ପର୍ଯ୍ୟନ୍ତ ବର୍ଷା ହେବାର ସଂଭାବନା ରହିଛି । ତେବେ କେଉଁ ସ୍ଥାନରେ କଣ ରହିବ ପ୍ରଭାବ, କେଉଁଠି ହେବ ବର୍ଷା କେଉଁଠି ରହିବ ପାଗ ଠିକ ସେ ବିଷୟରେ ଜାଣନ୍ତୁ ।

କେତେକ ରାଜ୍ୟରେ ହେବ ବର୍ଷା

ମୌସମ ବିଭାଗ ଅନୁସାରେ ଖଡି ଦ୍ଵିପର ଉତ୍ତର ପଶ୍ଚିମ ଭାରତର ମୌଦାନୋ ଏବଂ ପୂର୍ବ ଏବଂ ପୂର୍ବାତ୍ତର ଭାରତର କିଛି ଅଞ୍ଚଳରେ ବର୍ଷା ହେବାର ସଂଭାବନା ବି ଅଛି । ବାକି ଅଞ୍ଚଳରେ ମୌସମ ଶୁଖିଲା ରହିବ ବା ବର୍ଷା ହେବ ନାହିଁ ।

ଦିଲ୍ଲୀରେ ଏମିତ ରହିବ ମୌସମ

ଦିଲ୍ଲୀରେ ନ୍ୟୂନତମ ଏବଂ ଅଧିକତମ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସ ଏବଂ ୨୬ ଡିଗ୍ରୀ ସେଲ୍ସିୟସ ର ପାଖାପାଖି ରହିବ । ଏହା ସହିତ ସକାଳ ସମୟ ହାଲକା କୁହୁଡି ଦେଖିବାକୁ ମିଳିପାରେ ।

ଏହି ରାଜ୍ୟଗୁଡିକରେ ବି ବର୍ଷାର ସମ୍ଭାବନା

ମୌସମ ବିଭାଗ ଅନୁସାରେ ପୂର୍ବ ଭାରତରେ ଏକ ଚକ୍ରବତୀ ପରିଚଳନ ଆସାମର ପୂର୍ବ ଭାଗରେ ଅବସ୍ଥିତ ଅଟେ । ପଶ୍ଚିମ ବିକ୍ଷୋଭ ର ଅବଶେଷ ପୂର୍ବାତ୍ତର ଭାରତରେ ଆନ୍ଦ୍ରତା ବଢାଉଛି । ଏହି କାରଣରୁ ଉତ୍ତରାଞ୍ଚଳ ପ୍ରଦେଶ ,ଆସାମ ,ମେଘାଳୟ ଏବଂ ନାଗାଲ୍ୟାଣ୍ଡ ର କିଛି ସ୍ଥାନରେ ଏବଂ ସିକିମର କିଛି ସ୍ଥାନରେ ବି ବର୍ଷା ହୋଇପାରେ ।

ତାପମାତ୍ରା ରେ ହ୍ରାସ

ଉତ୍ତର ରାଜସ୍ଥାନ ,ଦିଲ୍ଲୀ ,ହରିୟାନା ସହିତ ପଞ୍ଜାବର କିଛି ଅଞ୍ଚଳରେ ବି ଜୋରରେ ପବନ ବହି ପାରେ । ଏହି କାରଣରୁ ଦିନ ଏବଂ ରାତି ର ତାପମାତ୍ରା ସାମାନ୍ୟ ରୁ ଟିକେ ଉପର ରହିବ । ଯେମିତି ଉତ୍ତର ପଶ୍ଚିମ ଦିଗରେ ପବନ ବହିବାକୁ ଲାଗିବ ଉତ୍ତର ମୌଦାନୋ ର କିଛି ଅଞ୍ଚଳରେ ୨୪ ଘଣ୍ଟା ପରେ ଦିନ ତାପମାତ୍ରାରେ ଏକ-ଦୁଇ ଡିଗ୍ରୀ ହ୍ରାସ ହେବାର ସଂଭାବନା ଅଛି ।

ମଧ୍ୟ ଭାରତ ରେ ଆସିବାକୁ ଥିବା ଏକ ଚକ୍ରବାତ ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଉତ୍ତର ମହାରାଷ୍ଟ୍ର ରେ ଖେଳାଇ ଯାଇଛି । ଏହି ପ୍ରଣାଳୀ ଅନୁସାରେ ମଧ୍ୟପ୍ରଦେଶ ,ଛତିଶଗଡ ,ମହାରାଷ୍ଟ୍ର ,ଗୁଜୁରାଟ ଏବଂ ରାଜସ୍ଥାନ ରେ ବର୍ଷା ହେବ ନାହିଁ । ଗୁଜୁରାଟ ର କିଛି ଅଞ୍ଚଳରେ ବାଦଲ ଘୋଡାଇ ହୋଇ ରହିବାର ସଂଭାବନା ଅଛି । ଦିନ ଏବଂ ରାତିର ତାପମାତ୍ରା ରାଜସ୍ତାନର ପଶ୍ଚିମ ଭାଗରେ ସହିତ ଗୁଜୁରାଟ ଏବଂ ଗୋଆରେ କମି ପାରେ ।

Leave a Reply

Your email address will not be published. Required fields are marked *