ଯଦି ଗ୍ରହ ନକ୍ଷତ୍ରଙ୍କ କଥା ହୁଏ ତେବେ ଏହିଥର ଗ୍ରହରେ ବଡ଼ ପରିବର୍ତ୍ତନ ହବାକୁ ଯାଉଛି । ଆଜ୍ଞା ହଁ ଆପଣକୁ ଜଣାଇବା ପାଇଁ କହି ଦଉଛୁ କି ୧୮ ଫେବୃୟାରି ୨୦୨୦ ମାନେ ଆଜିଠୁ ଗୋଟେ ଦିନ ପରେ ରାହୁ ସିଂହ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବାର ଅଛି । ଏମିତିରେ ଏହି ପରିବର୍ତ୍ତନ କର୍କଟ ରାଶିଙ୍କ ପାଇଁ ଶୁଭ ଫଳଦାଇ ହବ, ଏବେ ଏମିତିରେ ବି ରାହୁ ଆଉ କେତୁଙ୍କ ବ୍ୟକ୍ତିଙ୍କୁ ବୁଦ୍ଧିର ପ୍ରକାଶ କରୁଥିବା ଛାୟା ଗ୍ରହ ଯାହାକି ନକ୍ଷତ୍ର ଗ୍ରହର ନାମରେ ଜଣ ଯାଏ ।
ଏହା ଛଡା ଏମାନଙ୍କ ପାଇଁ ଜୀବନରେ ବି କେତେ ବଡ଼ ପରିବର୍ତ୍ତନ ହୋଇଥାଏ ।
ଯାହା ଭଲବି ହୋଇପାରେ ଆଉ ଖରାପବି ହୋଇପାରେ । ଆଉ ହଁ କହିଦଉଛୁକି ଏହା ସବୁବେଳେ ଅଶୁଭ ହୋଇନଥାଏ । କାହିଁକି ନା କେବେ କେବେ ଏହା ଶୁଭ ସଂକେତ ଦେଇଥାଏ ।
ବୃଷ – ଏଥିରେ ସର୍ବ ପ୍ରଥମେ ବୃଷ ରାଶି ମାନଙ୍କ ନାମ ଆସିଥାଏ । ବୃଷ ରାଶିଠୁ ରାହୁଙ୍କର ପରିବର୍ତ୍ତନ 4ର୍ଥ ଘରେ ହେଉଛି । ଏହା ପରାକ୍ରମର ଭାବକୁ ଦର୍ଶାଉଛି । ଏହା ଅର୍ଥ ରାହୁ ଏହି ରାହସି ପାଇଁ ଶୁଭ ଫଳଦାୟୀ ହେବେ । ଏହା ବ୍ଯତୀତ ଏହି ପରିବର୍ତ୍ତ୍ନ ପାଇଁ ଆପଣଙ୍କୁ ଭାଗ୍ଯର ସମ୍ପୂର୍ଣ ସାଥ ମିଳିବ ।
କୁମ୍ଭ – ଏହାପରେ ଆସେ କୁମ୍ଭ ରାଶି ମାନଙ୍କ ନାମ । କହିଦଉଛୁ କି କୁମ୍ଭ ରାଶିରେ ରାହୁର ପରିବର୍ତ୍ତନ ସପ୍ତମ ଘରରେ ହି ରହିଥାଏ । ଏହି ପରିବର୍ତ୍ତନ ଆପଣଙ୍କ ଶତୃ ଆଉ ରୋଗ ଦୁହେଁ କୁ କାଟିବାରେ ଯୋଗ ବନି ରହିଥାଏ । ଏହି ରାଶିରେ ଆପଣଙ୍କୁ ଧନ ଆଉ ଶାନ୍ତି ସବୁ ଜିନିଷ ର ପ୍ରାପ୍ତି ହେବ ।
ତୁଳା – ଏବେ ଶେଷରେ ତୁଳା ରାଶି ବାଲାଙ୍କ କଥା ହବା । କହି ଦଉଛିକି ଆର୍ଥିକ ବୁଦ୍ଧି ଆଉ ସଫଳତା ରେ ପରିପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଏହି ପରିବର୍ତ୍ତନ ରେ ଆପଣକୁ ଅପାର ସଫଳତା ପ୍ରାପ୍ତି ହୋଇଥାନ୍ତି । ଏହି ସଫଳତାର ଜୀବନସାରା ଆପଣଙ୍କୁ ମନେରହିଲା ପରି ରହିବ । ଏହାଛଡା ଏହି ପରିବର୍ତ୍ତନ ରେ ଆପଣଙ୍କୁ ଭବିଷ୍ୟତ ରେ କେତେ ନୁଆ ଅବସର ବି ପ୍ରାପ୍ତ ହବ ।
ଆମେ ଅନୁମାନ କରୁଛୁକି ଆସିବାକୁ ଥିବା ସମୟ ଆପଣକୁ ପାଇଁ ଖୁସି ଆଣିକି ଆସୁ ଆଉ ଆପଣଙ୍କୁ ସବୁ ପରିସ୍ଥିତି ରେ ସୁଖ ସମୃଦ୍ଧି ଲାଭ ହଉ ।