Anushka Sharmaଙ୍କ ବଡ ଯା ଦେଖିବାକୁ ତାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଓ Bold

ବଲିଉଡ ଦୁନିଆରେ ବହୁତ୍ ଏମିତି ଅଭିନେତା ଅଭିନେତ୍ରୀ ହୋଇଥିବେ ଯିଏ ଗୋଟେ ଫିଲ୍ମ କଲା ପରେ ଅନ୍ୟ ଫିଲ୍ମ ପାଇଁ ଅପେକ୍ଷା କରନ୍ତି କିନ୍ତୁ ତାଙ୍କୁ ସୁଯୋଗ ମିଳି ନଥାଏ । ତେବେ କଣ ଆପଣ ଜାଣିଛନ୍ତି ଭାରତ ପ୍ରସିଧ ସ୍ଥାନ ଅଯୋଧ୍ୟା ରେ ଜନ୍ମ ହୋଇଥିବା ଅନୁଷ୍କା ଶର୍ମାଙ୍କ ଜିବନ ବହୁତ୍ ଅଲଗା ଥିଲା । ତାଙ୍କ ବାପା ଆର୍ମିରେ ଜନରଲ ଥିଲେ ଆଉ ମା ହାଉସ ୱାଇଫ୍ ତେବେ ଅନୁଷ୍କାଙ୍କ ଚୁଆ ବେଳ ପାଠ ଅଯୋଧ୍ୟାରେ ହୋଇଥିଲା କିନ୍ତୁ ସେ ତାଙ୍କ ୟୁନିଭର୍ଶିଟି ପାଠ ମୁମ୍ବାଇରେ କରିଥିଲେ ଏହା ପରେ ସେ ମାଡଲିଂ ପାଇଁ ଇଛା କଲେ ଆଉ ତାଙ୍କ ଘର ପରିବାର ତାଙ୍କୁ ବହୁତ ସପୋର୍ଟ ମଧ୍ୟ କରିଥିଲେ ।

ମଡଲିଂ ସମୟରେ ତାଙ୍କୁ ୟଶ ରାଜ ଦ୍ୱାରା ଫିଲ୍ମ ଅଫର ହେଇଥିଲା ଆଉ କେବଳ ଗୋଟେ ଫିଲ୍ମ ନୁହଁ ଅନୁଷ୍କା ଏକା ସହ ୩ଟି ଫିଲ୍ମ ପାଇଁ ୟସ ସହ କୋଣ୍ଟ୍ରାକ୍ଟ ସାଇନ କରିଥିଲେ । ଅନୁଷ୍କାଙ୍କ ପ୍ରଥମ ଫିଲ୍ମ ଥିଲା ରବ ନେ ବନା ଦି ଯୋଡ଼ି ଏହି ଫିଲ୍ମରେ ତାଙ୍କ ମୁଖ୍ୟ ଅଭିନେତା ଭାବରେ ସୁପର ଷ୍ଟାର୍ ସାରୁଖ୍ ଖାନ୍ ଥିଲେ ଏହି ଫିଲ୍ମ ବାକ୍ସ ଅଫିସ ଉପରେ ହଙ୍ଗାମା କରିଥିଲା ।

ଏହି ଫିଲ୍ମ ପରେ ଅନୁଷ୍କାଙ୍କ ଫିଲ୍ମ ବଦମାସ କମ୍ପାନୀ ଆଉ ବାଣ୍ଡ୍ ବାଜା ବାରାତ୍ ଆସିଲା ଯାହା ପରେ ଅନୁଷ୍କା ଦର୍ଶକ ମାନଙ୍କ ମନ କିଣିବାରେ ସଫଳ ହୋଇଥିଲେ । ଆଉ ଏହା ପରେ ତାଙ୍କ ଫିଲ୍ମ ଦୁନିଆ ଏହି ଭଳି ଆରମ୍ଭ ହେଲା ଯେ ଆଜି ପର୍ଯ୍ୟନ୍ତ ତାଙ୍କୁ ସଫଳତା ମିଳୁ ଅଛି ।

ତାଙ୍କ ଫିଲ୍ମ ଜବ ତକ ହେ ଜାନ ପାଇଁ ତାଙ୍କୁ ବହୁତ୍ ଗୁଡେ ଅୱାର୍ଡ ମଧ୍ୟ ମିଳିଥିଲା । ଅନୁଷ୍କା ଆଉ ବିରାଟ ଙ୍କ ଦେଖା ଗୋଟେ ସ୍ୟାମ୍ପୁ ସୁଟ୍ ପାଇଁ ହୋଇଥିଲା ଯାହା ପରେ ଦୁହେଁ ବହୁତ୍ ଭଲ ସାଙ୍ଗ ହୋଇଥିଲେ ଆଉ ଏହା ପରେ କେବେ ଦୁହେଁ ପ୍ରେମରେ ପଡ଼ିଲେ ସେ ଜାଣି ପାରିଲେ ନାହିଁ ।

ଦୁହିଁଙ୍କ ପ୍ରେମ ସମସ୍ତଙ୍କୁ ଦେଖା ଯାଉଥିଲା କିନ୍ତୁ ଦୁହେଁ ମାନିଲେ ନାହିଁ ଆଉ ଅନ୍ତିମରେ ସମସ୍ତଙ୍କୁ ଲୁଚେଇ ଇଟାଲୀ ରେ ଦୁହେଁ ବିବାହ କଲେ । କଣ ଆପଣ ମାନେ ଜାଣିଛନ୍ତି ଅନୁଷ୍କା ଠାରୁ ସୁନ୍ଦରୀ ତାଙ୍କ ଯେଠାନି ଅଛନ୍ତି ଯାହା ନାମ୍ ଚେତନା ଅଟେ ଯିଏ ଵିରାଟଙ୍କ ବଡ ଭାଇ ବିକାଶ କୋହଲି ଙ୍କ ସ୍ତ୍ରୀ ଅଟନ୍ତି ଦୁହିଁଙ୍କ ଯୋଡ଼ି ବହୁତ୍ ସୁନ୍ଦର ଅଛି ଆଉ ଚେତନା ଦେଖିବାକୁ ବହୁତ୍ ଷ୍ଟାଇଲିସ ମଧ୍ୟ ଅଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *