ଯଦି ଆପଣଙ୍କ ପକାହରେ ବି ଅଛି ଏହି ପୁରୁଣା ୧୦ ଟଙ୍କିଆ ନୋଟ ତେବେ ଆପଣ ବି ଅଆରି ପାରିବେ ୩୦,୦୦୦ ଟଙ୍କା! ଜାଣନ୍ତୁ କିଏ କିଣୁଛି ଓ କେମିତି ବିକିବେ

ପୁରୁଣା ଜିନିଷର ନିଲାମ ହୁଏ ଓ ସେହି ସମୟରେ ଏହି ସବୁ ଜିନିଷର ମୂଲ୍ୟ ଲକ୍ଷ ଲକ୍ଷ କିମ୍ବା କୋଟିରେ ବି ଲୋକମାନେ କିଣିଥାନ୍ତି । ସେହିଭଳି କିଛି ପୁରୁଣା ନୋଟ ଗୁଡିକର ମଧ୍ୟ ନିଲାମ ହୋଇଥାଏ । ଯାହା ବିଷୟରେ ଆପଣମାନେ ବି ଶୁଣିଥିବେ କିମ୍ବା ଦେଖିଥିବେ । କିଛି ଲୋକମାନେ ପୁରୁଣା ନୋଟ ବଦଳରେ ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଉଛନ୍ତି ।

ପୂର୍ବରୁ ଏହି ସବୁ ଜିନିଷ ପାଇଁ ନିଲାମ ଡକା ଯାଉଥିଲା । ଆଧୁନିକ ଯୁଗରେ ଯଦି ବର୍ତ୍ତମାନ ସବୁ ଅନ୍ଲାଇନ ହୋଇ ଯାଇଛି ଅର୍ଥାତ ଆପଣଙ୍କ ପାଖରେ ଯଦି ପୁରୁଣା ଟଙ୍କା ଅଛି ତେବେ ଅନ୍ଲାଇନରେ କିଛି ୱେବସାଇଟ ଅଛି ଯେଉଁଥିରେ ଆପଣ ନିଜର ପୁରୁଣା ନୋଟ ବିଷୟରେ ସୂଚନା ଦେଇ ଲକ୍ଷପତି ହୋଇ ପାରିବେ ।

ଏମିତିରେ ଯଦି ଆପଣଙ୍କ ପାଖରେ ଏହିଭଳି ୧୦ ଟଙ୍କା ନୋଟ ଅଛି ତେବେ ଆପଣ ବି ୩୦୦୦୦ ଟଙ୍କାର ମାଲିକ ହୋଇ ପାରିବେ । କହିଦେଉଛୁ କି ବର୍ତ୍ତମାନ ସମୟରେ କେତେକ ଅନ୍ଲାଇନ ୱେବସାଇଟରେ ପୁରୁଣା ନୋଟ ବିକ୍ରି ଚାଲିଛି । ଆପଣ ୧୦ ଟଙ୍କିଆ ପୁରୁଣା ନୋଟର ଫଟୋ ଏହି ୱେବସାଇଟକୁ ଛାଡି ୩୦ ହଜାର ଟଙ୍କା ପାଇ ପାରିବେ । କିନ୍ତୁ ନୋଟରେ କିଛି ବିଶେଷ ଚିହ୍ନ ଓ ପ୍ରିଣ୍ଟ ଥିବା ଦରକାର । ନୋଟରେ ଅଶୋକ ସ୍ତମ୍ଭ ନିଶ୍ଚିତ ଥିବା ଦରକାର ।

୧୯୪୩ ମସିହାରେ ଯେତେବେଳେ ବ୍ରିଟିଶ ଶାସନ ଚାଲିଥିଲା ତେବେ ସେହି ସମୟରେ ଏହି ନୋଟ ପ୍ରଚଳିତ ଥିଲା । ଏତିକି ନୁହେଁ ଏହି ନୋଟ ଉପରେ ଜଣେ ଭାରତୀୟଙ୍କ ଦସ୍ତଖତ ମଧ୍ୟ ରହିଛି । ଯାହାଙ୍କ ନାନ ସିଡ଼ି ଦେଶମୁଖ । ଏହି ୧୦ ଟଙ୍କିଆ ନୋଟର ଗୋଟିଏ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ଥିବା ସମୟରେ ଅନ୍ୟ ପାର୍ଶ୍ଵରେ ଡଙ୍ଗାର ଚିହ୍ନ ରହିଥିବା ଦରକାର । ଏହା ସହିତ ନୋଟର ଉଭୟ ପାର୍ଶ୍ଵରେ ଇଂଗ୍ଲିଶରେ ୧୦ ଟଙ୍କା ବି ଲେଖା ଯାଇଛି ।

ଯଦି ଆପଣଙ୍କ ପାଖରେ ଏହିଭଳି ନୋଟ ଅଛି ତେବେ ଆପଣ ଘରେ ବସି ଏହି ନୋଟ ପାଇ ପାରିବେ । କିନ୍ତୁ ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି କି ବର୍ତ୍ତମାନ ସମୟରେ ଏହିଭଳି ନୋଟ ମିଳିବା ବହୁତ କଷ୍ଟକର ଅଟେ । ସେଥିପାଇଁ ତ ୧୦ ଟଙ୍କିଆ ନୋଟର ପଛରେ ଡଙ୍ଗା ଚିହ୍ନ ଥିବା ନୋଟ ବଦଳରେ ହିଁ ୩୦ ହଜାର ଟଙ୍କା ମିଳୁଛି । ଯଦି ଆପଣଙ୍କ ପାଖରେ ଏହିଭଳି ଟଙ୍କା ଅଛି ତେବେ ଆପଣ ଘରେ ବସି ଟଙ୍କା ପାଇ ପାରିବେ । ସୂଚନା ଅନୁସାରେ ଏକ ୱେବସାଇଟରେ ଏହି ନୋଟକୁ ବିକ୍ରି କରାଯାଉଛି ।

ଏତିକି ନୁହେଁ coinbazar ୱେବସାଇଟରେ ଏହିଭଳି ଅନ୍ୟ କିଛି ପୁରୁଣା ନୋଟ ବିକ୍ରି କରାଯାଉଛି । ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଆପଣ ପୁରୁଣା ନୋଟ କିମ୍ବା କଏନ ବଦଳରେ ଲକ୍ଷପତି ହୋଇ ପାରିବେ । ଯଦି ୧୦ ଟଙ୍କିଆ ନୋଟ ବଦଳରେ ଆୟ କରିବାକୁ ଚାହୁଁଛନ୍ତି ତେବେ ଏହି ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ନୋଟକୁ ଏହି ୱେବସାଇଟରେ ଅପଲୋଡ କରନ୍ତୁ । କମ୍ପାନୀ ତରଫରୁ ଆପଣଙ୍କୁ ଯୋଗାଯୋଗ କରାଯିବ ଓ ସେହି ପୁରୁଣା ନୋଟ ସଠିକ ଥିଲେ ସେମାନେ ଆପଣଙ୍କୁ ଟଙ୍କା ଦେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *