ଏହି Blood ଗୃପର ଲୋକ ଭୁଲରେ ବି ଖାଆନ୍ତୁ ନାହିଁ ଚିକେନ୍-ମଟନ୍, ନଚେତ ସ୍ବାସ୍ଥ୍ୟ ପାଇଁ ହୋଇପାରେ ବିପଦଜନକ- Health Tips

ବର୍ତ୍ତମାନ ସମସ୍ତେ ପନିପରିବା ଠାରୁ ମାଛ, ମାଂ-ସ ଓ ଅଣ୍ଡାକୁ ଅଧିକ ପ୍ରିୟ ଖାଦ୍ୟ ରୂପରେ ଗ୍ରହଣ କରୁଛନ୍ତି । କିନ୍ତୁ କହିବାକୁ ଗଲେ ପନିପରିବାରେ ଅଧିକ ଭିଟାମିନ ଓ ପୋଷାକ ତତ୍ଵ ଅଛି । ଏହା ନୁହେଁ କି ଆପଣ ମାଛ, ମାଂ-ସ ଓ ଅଣ୍ଡା ଖାଇବା ଛାଡି ଦିଅନ୍ତୁ । କିନ୍ତୁ ଆପଣ ପୋଷାକ ଯୁକ୍ତ ଖାଦ୍ୟ ଓ ପୃଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

ମାଛ, ମାଂ-ସ ଓ ଅଣ୍ଡା ଠାରୁ ଆପଣ ଅଧିକ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ । କହିବାକୁ ଗଲେ ବର୍ତ୍ତମାନ ପୃଷ୍ଟିକର ଓ ଦାମୀ ଖାଦ୍ୟ ଖାଇବା ସତ୍ବେ ବି ଲୋକମାନେ ଅସୁସ୍ଥ ହେଉଛନ୍ତି । ଏହା ପଛରେ ବହୁତ କାରଣ ଅଛି । ଆଜି ଆମେ ଆପଣଙ୍କୁ ଏହା ପଛର ଗୋଟିଏ କାରଣ ବିଷୟରେ କହିବୁ ଓ ତାହାର ଉପଚାର ବିଷୟରେ ବି କହିବୁ । କହିବାକୁ ଗଲେ ଏହି ଦୁନିଆରେ ସମସ୍ତଙ୍କର ବ୍ଲ-ଡ ଗ୍ରୁପ ଅଲଗା ଅଲଗା ଥାଏ ।

ବିଶେଷଜ୍ଞମାନଙ୍କ ମତରେ ବ୍ୟକ୍ତି ଯଦି ନିଜର ବ୍ଲ-ଡ ଗ୍ରୁପ ହିସାବରେ ଭୋଜନ କରିବେ ତେବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏହି ସମସ୍ତ ଭୋଜନ ସକରାତ୍ମକ ପ୍ରଭାବ ପକାଇବ । ଯେଉଁ କାରଣରୁ ସେମାନେ ଅଧିକ ଅସୁସ୍ଥ ବି ହେବେ ନାହିଁ । ବ୍ଲ-ଡ ଗ୍ରୁପ ଆଧାରରେ ଯଦି ଆପଣ ଭୋଜନ କରିବେ ତେବେ ଶରୀରର ଆପଣ ଭୋଜନକୁ ଜଲ୍ଦି ହଜମ କରାଇବାରେ ସାହାର୍ଯ୍ୟ କରିବ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବ୍ଲ-ଡ ଗ୍ରୁପ ଚାରି ପ୍ରକାରର ଥାଏ, ଯେମିତି କି O, A, B ଓ AB ।

ଏକ ରି-ପୋ-ର୍ଟ ଅନୁସାରେ ଆପଣ ଯାହା ବି ସବୁ ଖାଦ୍ୟ ଖାଉଛନ୍ତି ତାହା ଆପଣଙ୍କ ବ୍ଲ-ଡ ଗ୍ରୋପୁ ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ବ୍ଲ-ଡ ଗ୍ରୁପର ଲୋକମାନଙ୍କୁ ଚିକେନ ଓ ମଟନ ଖାଇବା ଉଚିତ ନୁହେଁ । O ବ୍ଲ-ଡ ଗ୍ରୁପର ଲୋକମାନଙ୍କୁ ଅଧିକ ଡାଏଟରେ ରହିବା ଦରକାର । ଯେମିତି କି ଆପଣ ଡାଳି, ମ-ଟ-ନ, ମାଛ, ଫଳ ଇତ୍ୟାଦି ଖାଆନ୍ତୁ । ଶସ୍ୟ ଜାତୀୟ ଖାଦ୍ୟ ନିଜର ଭୋଜନାରେ ସାମିଲ କରନ୍ତୁ ।

A ବ୍ଲ-ଡ ଗ୍ରୁପର ଲୋକମାନଙ୍କର ହଜମ ପ୍ରକ୍ରିୟା ବହୁତ ସଂବେଦନ ସିଲ ହୋଇଥାଏ । ସେଥିପାଇଁ ତାଙ୍କୁ ନିଜ ଭୋଜନ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହି ବ୍ଲ-ଡ ଗ୍ରୁପର ଲୋକମାନଙ୍କୁ ମାଂ-ସ କମ ଖାଇବା ଦରକାର । କାରଣ ଏମାନଙ୍କର ହଜମ ପ୍ରକ୍ରିୟା ଖାଦ୍ୟକୁ ହଜମ କରିବାରେ ସମୟ ନେଇଥାଏ । ସେଥିପାଇଁ ଆପଣମାନେ ଚି-କେ-ନ, ମ-ଟ-ନ ଖାଇବା କମ କରି ଗାଜର, ପରିବା ପତ୍ର, ନାସପାତି, ଓ ଫଳ ଇତ୍ୟାଦିର ସେବନ କରନ୍ତୁ ।

B ବ୍ଲ-ଡ ଗ୍ରୁପର ଲୋକମାନେ ସବୁଠୁ ଅଧିକ ଭଲ ଅଟନ୍ତି । ଏହି ବ୍ଲ-ଡ ଗ୍ରୁପର ଲୋକମାନନେ ସମସ୍ତ ଖାଦ୍ୟ ଖାଇ ପାରିବେ ଏମାନଙ୍କୁ କିଛି ବି ବାରଣ ନାହିଁ । ଆପଣ ସବୁ ପନିପରିବା, ଫଳ, ମାଛ, ମ-ଟ-ନ ଓ ଚି-କେ-ନ ଖାଇ ପାରିବେ । B ବ୍ଲ-ଡ ଗ୍ରୁପ ବାଲା ଲୋକମାନେ କ୍ଷୀର ଜାତୀୟ ଜିନଷ, ଅଣ୍ଡା ମାଛ ମାଂ-ସ ଭରପୁର ମାତ୍ରାରେ ସେବନ କରି ପାରିବେ ।

AB ବ୍ଲ-ଡର ଗ୍ରୁପ ଲୋକମାନେ ବହୁତ କମ ନଜର ଆସନ୍ତି । ଏମାନେ ସବୁଜ ପନିପରିବା ଓ ଫଳ ଅଧିକ ମାତ୍ରାରେ ଖାଇବା ଉଚିତ । ଆ-ମି-ଷ ବହୁତ କାମ ଖାଆନ୍ତୁ । କ୍ଷୀର ଦ୍ଵାରା ପ୍ରସ୍ତୁତ ଜିନିଷ ଖାଆନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *