ଭଉଣୀ Somalinର ବିବାହ କୁ ନେଇ କଣ କହିଲେ Janklin ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ତଥା ଅନେକ ଅଭିନେତ୍ରୀ ଙ୍କୁ ଟିଭି ପରଦାରେ ଦେଖିଥିବେ । ସେହି କଳାକାର ମାନେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ମନକୁ ମୋହୀ ନେଇଥାନ୍ତି । ଆଜି ଆମ୍ଭେ ଜାଙ୍କଲିନ ଏବଂ ତାଙ୍କ ସାନ ଭଉଣୀ ସୋମାଲିନ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ସୋମାଲିନ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଲାଇଭ ଆସି ନିଜ ଫ୍ୟାନ୍ସ ମାନଙ୍କ ସହିତ କିଛି ବାର୍ତ୍ତାଳାପ କରିଥିଲେ । ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରୁ ଜଣେ କେହି ସୋମାଲିନ ଙ୍କୁ ପଚାରିଲେ ଯେ, ଆପଣ ବିବାହ କେବେ କରୁଛନ୍ତି ? ସୋମାଲିନ ସେମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ସମୟ ଆସିନାହିଁ ମାତ୍ର ସମୟ ଆସିଲେ ମୁଁ କହିବି ନଚେତ ଆପଣ ମାନେ ଜାଣିଯିବେ ।

ଏହାପରେ ତାଙ୍କୁ କେହି କହିଥିଲେ ଯେ ଆପଣ ବହୁତ ସୁନ୍ଦର ଦେଖିବାକୁ ମାତ୍ର ସୋମାଲିନ କହିଥିଲେ ଯେ, ଅଶେଷ ଅଶେଷ ଧନ୍ୟବାଦ କିନ୍ତୁ ମୋ ଠାରୁ ଅଧିକ ମୋର ଭଉଣୀ ଜାଙ୍କଲିନ ସୁନ୍ଦର ଅଟେ । ଏହାପରେ ତାଙ୍କୁ ପ୍ରଶ୍ନ ଆସିଥିଲା ଯେ, ଆପଣଙ୍କୁ ଲଭ ହୋଇଅଛି କି ? ଜାଙ୍କଲିନ କହିଥିଲେ ଯେ ଲଭ ସେଟା କଣ ଅଟେ ? ଆଜି ପର୍ଯ୍ୟନ୍ତ ମତେ କେବେ ହୋଇନାହିଁ । ମାତ୍ର ଜାଙ୍କଲିନ ର ଭଉଣୀ କହିଥିଲେ ଯେ ହୋଇଥିଲା ତାକୁ ପ୍ରଥମେ କିନ୍ତୁ ବର୍ତ୍ତମାନ ସେ ଦିନ ଆଉ ନାହିଁ ।

ଲାଇଭ ସମୟରେ ସୋମାଲିନ ଙ୍କୁ କେହି ଜଣେ କହିଥିଲେ ଯେ ତମ ଗାଲରେ ଏତେ ପିମ୍ପଲ୍ସ କଣ ପାଇଁ ହୋଇଛି । ଜାଙ୍କଲିନ ଏହାର ଉତ୍ତର ଦେଇଥିଲେ ଯେ ପିମ୍ପଲ୍ସ ଗାଲରେ ନୁହେଁ ଆଉ କଣ ମଥାରେ ହୁଅନ୍ତା ? ଉଭୟଙ୍କୁ ଲାଇଭ ରେ ଦେଖି କେହି ଜଣେ ପଚାରିଥିଲେ ଆପଣଙ୍କ ମଧ୍ୟରୁ କିଏ ବଡ ? ସୋମାଲିନ କହିଥିଲେ ଜାଙ୍କଲିନ ବଡ ବୋଲି । ଜାଙ୍କଲିନ ଏହା ବଦଳରେ କହିଲେ ଯେ ଆପଣ ମାନେ ଏହି ବଡ ସାନ ପଚାରିବା ଦୃଷ୍ଟିରୁ ମୁଁ ବିବାହ କରିନେଲି ।

ସୋମାଲିନ ର ଜଣେ ସାଙ୍ଗ କହିଥିଲେ ତୁ ଏତେ ଗୋରା କଣ ହେଇ ଯାଉଛୁ ? ସେ କହିଥିଲେ ନଜର ପକାନି ମୋର ଗୋରାପଣକୁ । ସୋମାଲିନ କହିଲେ ମୁଁ ବର୍ତ୍ତମାନ ଘରେ ରାହୁଅଛି ଖରାରେ ନ ବୁଲି ଏଥିପାଇଁ ଗୋରା ହେଇ ଯାଉଛି । ତାଙ୍କୁ ଜଣେ ପଚାରିଲେ ତମେ ଏମିତି ସୁନ୍ଦର କେମିତି ହେଲ ?

ଏହାପରେ ସେ କହିଥିଲେ ଯେ କଟକ ମୁନସିପାଲଟି ପାଣି ରେ ଗାଧୋଉଥିଲି ଏଥିପାଇଁ । ଉଭୟ ଭଉଣୀ ପ୍ରାଏ ଏକାଭଳି ଦେଖିବାକୁ । ସେମାନଙ୍କୁ ଏକାଠି ଦେଖିଲେ ଜାଣି ହେଉନି ଯେ ସୋମାଲିନ କିଏ ଏବଂ ଜାଙ୍କଲିନ କିଏ ମାତ୍ର ଉଭୟଙ୍କ ମଧ୍ୟରୁ ଜାଙ୍କଲିନ ବିବାହ କରିଥିବାରୁ ଉଭୟଙ୍କ ପରିଚୟ ମିଳିଯାଉଅଛି ।

ସେ ଯାହା ହେଉନା କାହିଁକି ବର୍ତ୍ତମାନ ଜାଙ୍କଲିନ ବିବାହ ପରେ ଅରବିନ୍ଦ ସହିତ ବହୁତ ଖୁସି ଥିବାର ନଜରକୁ ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *