ମାର୍କେଟ କୁ ଆସିଲା ସୁର (Sura Routray) ଭାଇଙ୍କ ନୂଆ ଦମଦାର ଗୀତ “ମୁଁ ସରକାରୀ ସ୍କୁଲରେ ପଢୁଛି….” ପୁରା ମଜା ଆସିଗଲା…ଦେଖନ୍ତୁ Video

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଛନ୍ତି । ସେ ସବୁଦିନ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ ।

କହିବାକୁ ଗଲେ ତାଙ୍କର ବୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଆଉ କୌଣସି ନେତା ଦିଅନ୍ତି ନାହିଁ । କହିଦେଉଛୁ କି ଆଜି ପୁଣି ଥରେ ସୁର ରାଉତରାୟ ଚର୍ଚାରେ ଅଛନ୍ତି । ଆପଣମାନେ କିଛି ଦିନ ତଳେ ସୁର ରାଉତରାୟଙ୍କ ଗୋଟିଏ ଗୀତ ଶୁଣିଥିଲେ । ଯାହାକି ବହୁତ ଭାଇରାଲ ହୋଇଥିଲା । ଲୋକମାନେ ଏହି ଗୀତାକୁ ପସନ୍ଦ ମଧ୍ୟ କରିଥିଲେ ।

ବର୍ତ୍ତମାନ ସୁର ରାଉତରାୟଙ୍କ ଆଉ ଏକ ଗୀତ ସାମ୍ନା ଆସୁଛି । ଯାହାର ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ମଧ୍ୟ ହେଉଛି । ଏହି ଭିଡିଓରେ ଆପଣମାନେ ଦେଖି ପାରିବେ କି ସୁର ରାଉତରାୟ ଓ କଣ୍ଠ ଶିଳ୍ପୀ ମନାଳୀ ଗୋଟିଏ ଷ୍ଟୂଡିଓ ମଧ୍ୟରେ ଏହି ଗୀତକୁ ଗାଉଛନ୍ତି । ସୁର ରାଉତରାୟ ଗୀତା ଗାଇବା ପରେ ମିଡିଆକୁ ନିଜର ବୟାନ ଦେଇ କହୁଛନ୍ତି କି ସରକାରୀ ସ୍କୁଲ ହେଉ କି ପ୍ରାଇବେଟ ସ୍କୁଲ କାହାକୁ ବି ଘୃଣା କରିବା ଉଚିତ ନୁହେଁ ।

ଆମେ ସମସ୍ତେ ପାଢ ପଢିବା ଓ ଆଗକୁ ବଢିବା । ଏହି ଗୀତର ଅସଲ ଅର୍ଥ ଏହା ଅଟେ କି ସରକାରୀ ସ୍କୁଲ ପିଲାମାନେ ବି ଖରାପ ନୁହନ୍ତି କି ପ୍ରାଇବେଟ ସ୍କୁଲରେ ପଢୁଥିବା ପିଲାମାନେ ଖରାପ ନୁହନ୍ତି । କାହାକୁ ବି ଟାର୍ଗେଟ କରି ଗୀତ ତିଆରି କରାଯାଇ ନାହିଁ । କହିଦେଉଛୁ କି ଏହି ଗୀତକୁ ମନାଳୀ ଗାଇଛନ୍ତି । କହିଦେଉଛୁ କି କିଛି ଦିନ ତଳେ ଓଡିଶାରେ ବୋର୍ଡ ମେଟ୍ରିକ ଫଳ ପ୍ରକାଶିତ ହୋଇଥିଲା ।

ଏହା ପର ଓଡିଶାରେ ସବୁ ସ୍ଥାନରେ କେବଳ ମେଟ୍ରିକ ପରୀକ୍ଷା ଫଳକୁ ନେଇ ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଉଛନ୍ତି । କିଏ ନିଜର ପରୀକ୍ଷା ଫଳକୁ ନେଇ ଖୁସି ଅଛି ତ କିଏ ନିଜର ପରୀକ୍ଷା ଫଳକୁ ନେଇ ବହୁତ ଦୁଃଖିତ ଅଛି । ଏମିତିରେ ଗୋଟିଏ ପ୍ରାଇବେଟ ସ୍କୁଲର ଛାତ୍ରୀର ରେଜେଲ୍ଟ ଖରାପ ହେବା ପରେ ସେ ମିଡିଆ ସାମ୍ନାରେ ସରକାରୀ ସ୍କୁଲର ପିଲାମାନଙ୍କୁ ନେଇ ନିଜର କିଛି ବୟାନ ଦେଇଥିଲା ।

ଯାହା ପର ଠାରୁ ଚାରି ଆଡେ ଲୋକମାନେ ସରକାରୀ ଓ ବେସରକାରୀ ସ୍କୁଲକୁ ନେଇ ଚର୍ଚା ଚାଳାଇଲେ । ଏହାକୁ ଦୃଷ୍ଟିରେ ରଖି ଏହି ଗୀତକୁ ତିଆରି କରାଯାଇଛି । ସୁର ରାଉତରାୟଙ୍କ ଏହି ନୂଆ ଗୀତା ପୁଣି ଥରେ ସମସ୍ତଙ୍କୁ ଭଲ ଲାଗୁଛି ।

Leave a Reply

Your email address will not be published. Required fields are marked *