ଆପଣଙ୍କ ନାମ ଆପଣଙ୍କ ବିଷୟରେ କଣ କହିଥାଏ ?- Science Behind Your Name

ଆପଣଙ୍କ ନାମ ଜାଣତରେ ହେଉ କି ଅଜାଣତରେ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । କଣ ସତରେ ଆପଣଙ୍କ ନାମ ସଫଳତାର ଶିଖରରେ ପହଞ୍ଚାଇଥାଏ । ଆମେ ମଣିଷକୁ କି ପଶୁଙ୍କୁ ତାର ନାମରେ ହିଁ ଜାଣିପାରିଥାଉ, ଯଦି ନାଁ ନଥିବା କଣ ଆମେ ସେହି ଲୋକକୁ ଚିହ୍ନି ପାରିବା । କିଛି ନାଁ ଶୁଣିଲେ ଆମେ ଆମର ମନରେ ତାର ଚିତ୍ରଣ କରି ଦେଇଥାଉ ।

ଯେମିତି କୋଏଲା ଏହି ନାମତି ଶୁଣିଲେ ଆମେ ସଙ୍ଗେ ସଙ୍ଗେ ଜାଣିଥାଉ ଏହା ଗଛରେ  ରହୁଥିବା ଗୋଟେ ପଶୁ ଅଟେ । କିଛି ପରିକ୍ଷଣରୁ ଜଣା ପଡିଥିଲାକି ନାମର ପ୍ରଭାବ ବହୁତ ପଡିଥାଏ ।  ବୈଜ୍ଞାନିକ ମାନେ ଏଥରୁ ପ୍ରେରିତ ହୋଇକି ଆଉ ଗୋଟେ ପରୀକ୍ଷଣ କରିଥିଲେ ଏଥିରେ ବହୁତ ମନୋରଞ୍ଜକ ଖୋଜ କରଯାଇଥିଲା ।

ଓ ସେଥିରେ ମିଳିଥିଲାକି ଆମେ ସେଇ ଅକ୍ଷରକୁ ବେସୀ ପସନ୍ଦ କରିଥାଉ ଯାହା ଆମ ନାମରେ ମିଳିଥାଏ ।  ଏହାକୁ ‘ ଦ ନେମ ଲେଟର ଇଫ୍ଫେକ୍ଟ ‘ କୁହାଗଲା । ଏମିତିରୀରେ ଆହୁରି କିଛି ପରୀକ୍ଷଣ କରଯାଇଥିଲା କି ନାମର ପ୍ରଭାବ ଆମ ପସନ୍ଦ ଉପରେ ମଧ୍ୟ ହୋଇଥାଏ । ଯେମିତିକି ପ୍ରଫେସନ, ରହିବାର ଜାଗା, ଜୀବନସାଥି, ଯେବେବି ଆମେ କାହାକୁ ଆମର ଜୀବନସାଥୀ ରୂପରେ ବାଛିଥାଉ ଆମେ ସେହି ବ୍ଯକ୍ତିର ନାମକୁ ଆମ ନାମ ସହିତ ଯୋଡିକି ଦେଖିଥାଉ ।

ଆପଣମାନେ ମଧ୍ୟ ଏମିତି କେବେ କରିକି ଦେଖିଥିବେ, ବିଜ୍ଞାନ ଦ୍ରୁଷ୍ଟି କୋଣରୁ ଦେଖିଲେ ଜାତକ ମଧ୍ୟ ଆମ ମନରେ କିଛି ଏହିଭଳି କାମ କରିଥାଏ । ପରିକ୍ଷଣରୁ ଏହା ମଧ୍ୟ ମିଳିଛି ଯଦି ଆମ ନାମର ପ୍ରଥମ ଅକ୍ଷର କିଛି ହରିକେନ କି ତୁଫାନ ସହିତ ମିସିଥାଏ ବେସୀ ସୁଯୋଗ ଥାଏକି, ତୁଫାନ ଭୀକପାଇଁ ଟିମ ଡୋନେଟ କରିପାରିବ । ଆମର ଅବଚେତନ ମନ ଏହି ସବୁ କଥାର କାରଣ ବନିଥାଏ ଓ ଆମେ ଅଜାନତରରେ ଏହି ସବୁଜିନିଷ କରିଥାଉ । ନାମର ଏହି ପ୍ରଭାବକୁ ଆହୁରି ଭଲରେ ଜାଣିବା ପାଇଁ ୨୦୦୪ ରେ କିଛି ଇକୋନୋମିକ୍ସ ଦେଇଥିବା ଅଲଗା ଅଲଗା ବିଜ୍ଞାପନ ପାଇଁ ପାଞ୍ଚ ହଜାର ରେଜୟୁମେ ବନେଇଥିଲେ ।

ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ଯାହାର ନାମ ଶୁଣିବା ଦ୍ଵାରା ଧଳା ଲୋକଙ୍କ କଥା ମନରେ ଆସେ ଓ ଆଉ କେତକ ଲୋକଙ୍କ ନାମ ଶୁଣିବା ପରେ କଳା ଲୋକଙ୍କ କଥା ମନରେ ଆସେ । ଏହି ପରୀକ୍ଷଣ ଆମେରିକାରେ ହୋଇଥିବା ରେସିଆଲ ଡିଶକ୍ରିମନେସନ ମାନେ ରଙ୍ଗ ଭେଦକୁ ସାମନାକୁ ଆଣିବାକୁ କରଯାଇଥିଲା । ଏହି ପରୀକ୍ଷଣରେ ଗୋଟେ ଆଶ୍ଚର୍ଯ୍ୟକର କଥା ସାମନାକୁ ଆସିଥିଲା । ଗୋରା ଲୋକଙ୍କୁ ୫୦ ପ୍ରତିଶତର ଇନ୍ଟରଭିଉ କଲ ଆସିଥିଲା ଓ କଳା ଲୋକଙ୍କୁ ମାତ୍ର ୩୦ ପ୍ରତିଶତ କଲ ଆସିଥିଲା ।

ଏହି ସବୁ ପରିକ୍ଷଣକୁ ଦେଖିଲେ ଲଗେକି ନାମ ଆମ ବ୍ୟକ୍ତିତ୍ବକୁ ସିଧାସଳଖ ପ୍ରଭାବ ପକାଇ ନଥାଏ । କିନ୍ତୁ ଆମର ନାମ ଆଉ କାହାର ଅବଚେତନ ମନକୁ ଏଭଳି ପ୍ରଭାବ ପକାଇଥାଏକି ଆପଣ ହିଟଲର ନାଁ ଶୁଣିବା ମାତ୍ରେ କିଛି ଭାବିଥାନ୍ତି । ଏହା ସତ୍ୟ ଅଟେକି କୌଣସି ଛୁଆର ଲାଳନ ପାଳନ  ତାର ବ୍ୟକ୍ତିତ୍ବର କାରଣ ବନିଥାଏ । ଆମେ ଯେବେ କୌଣସି ୟୁନିକ ନାମ ଶୁଣିଥାନ୍ତି ଆମେ ସେଇ ନାମ ଆଡକୁ ଆକର୍ଷିତ ହୋଇଥାନ୍ତି ଓ ଏହା ଭାବିଥାନ୍ତି ସେଇ ଲୋକ ମଧ୍ୟ ୟୁନିକ ହୋଇଥିବ ।

ଜରୁରୀ ହୋଇନଥାଏ ଗୋଟେ ସାମାନ୍ୟ ନାମର ବ୍ୟକ୍ତି ମଧ୍ୟ ବହୁତ ଅଲଗା ହୋଇଥାଏ । କିନ୍ତୁ ଏହା ସେହି ଲୋକର କାମ ଉପରେ ନିର୍ଭର କରିଥାଏ । ଏହା କହିବା ଭୁଲ ହେବନିକି ଆପଣଙ୍କ  ବ୍ୟକ୍ତିତ୍ବ ତାର  ନାମକୁ ଦର୍ଶାଇ ଥାଏ । କୌଣସି ବିଦ୍ଵାନ ବ୍ୟକ୍ତି କହିଛନ୍ତି ଗୋଟେ ଲୋକ ତାର କାମ ଦ୍ଵାରା ଦୁନିଆ ଆଗରେ ଚିହ୍ନଟ ହୋଇଥାଏ ନାମରେ ନୁହଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *