ତାରିଣୀଙ୍କ ପରିବାରକୁ ଆସିଲା ବହୁତ ବଡ ଖୁସି ଖବର!

ଆପପନ ମାନେ ସମସ୍ତେ ତାରିଣୀଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ତେବେ ତାରିଣୀ ସିରିଏଲରେ ତାରିଣୀ ରୂପରେ ଲିପି ମହାପାତ୍ର ଅଭିନୟ କରନ୍ତି ଓ ତାଙ୍କୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରନ୍ତି । ତେବେ ଅଲିଉଡ ଦୁନିଆ ଏମିତି ଗୋଟେ ଜାଗା ଯେଉଁଠାରେ ଲୋକ ଗୋଟେ ଦିନରେ ଷ୍ଟାର ହୋଇଥାନ୍ତି ।

କିନ୍ତୁ ତାଙ୍କ ଅଭିନୟ ସେତିକି ଭଲ ଦରକାର ତାହେଲେ ଯାଇ ଦର୍ଶକ ତାଙ୍କୁ ଜାଣିବା ପାଇଁ ଇଛା କରିବେ । ତେବେ ତାରିଣୀ ସିରିଏଲ ଦର୍ଶକ ମାନଙ୍କ ବହୁତ ପସନ୍ଦ ଅଟେ ସେଥିପାଇଁ ଏହାର ଟିଆରପି ଦିନକୁ ଦିନ ବଢିବାକୁ ଲାଗିଛି ।

Image Courtesy: Google

ଆପଣ ମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଲିପି ଏତେ ଗମ୍ଭୀର ଅଭିନୟ କରନ୍ତି ଓ ଯେମିତି ସିରିଏଲରେ ସେ ବେଳେ ବେଳେ ଛୁଆ ହେଇଯାନ୍ତି ଅସଲ ଜୀବନରେ ତାରିଣୀ ଠିକ ସେହି ଭଳି ନିଜ ଘର ଛୁଆ ଅଟନ୍ତି ଓ ସମସ୍ତଙ୍କ ସହ ମଜା ମସ୍ତି କରିବା ତାଙ୍କୁ ବହୁତ ପସନ୍ଦ ଅଟେ । ଆପଣ ତାରିଣୀଙ୍କ ପ୍ରାୟତଃ ଏକାଉଣ୍ଟରେ ତାଙ୍କ ପରିବାର ସହ ତାଙ୍କୁ ଫଟୋ କ୍ଲିକ କରିବାର ଦେଖିବାକୁ ପାଇଥିବେ ତେବେ ତାଙ୍କ ପ୍ପରିବାରରେ ତାଙ୍କ ମା ତାଙ୍କୁ ଅଭିନେତ୍ରୀ ହବା ପାଇଁ ବହୁତ ଜୋର ଦେଇଥିଲେ ।

Image Courtesy: Google

ତାରିଣୀଙ୍କ ବାପା ଜଣେ ପୋଲିସ ଅଧିକାରୀ ରହିଛନ୍ତି ଓ ନିଜ ବାପାଙ୍କୁ ଦେଖି ତାରିଣୀଙ୍କ ମଧ୍ୟ ଇଛା ପୋଲିସରେ ଯିବା ପାଇଁ ଥିଲା କିନ୍ତୁ କେବଳ ନିଜ ମାନଙ୍କ ପାଇଁ ତାରିଣୀ ଅଭିନୟ ଦୁନିଆକୁ ଆସିଲେ ଓ ବର୍ତମାନସେ ନିଜ କାମ ଦ୍ଵାରା ଖୁସି ଅଛନ୍ତି ଓ ତାଙ୍କ ପ୍ପରିବାର ଲୋକେ ମଧ୍ୟ ଖୁସି ଅଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ସେହି ଖୁସି ଖବରଟି କଣ ଯାହା ବିଷୟରେ

Image Courtesy: Google

ଆମେ ଆପଣଙ୍କୁ କହିଛୁ ତାହା ହେଉଛି ତାରିଣୀ ମାଉସୀ ହୋଇଯାଇଛନ୍ତି ତାଙ୍କ ବଡ ଭଉଣୀ ଗୋଟେ ସୁନ୍ଦର କୁନି ପୁଅଟିକୁ ଜନ୍ମ ଦେଇଛନ୍ତି ଓ ଏହି ପାଇଁ ତାରିଣୀ ବହୁତ ଖୁସି ଅଛନ୍ତି ତାଙ୍କ ଘରେ ସମସ୍ତେ ବହୁତ ଖୁସି ଅଛନ୍ତି । ଏହା ଛଡା ତାରିଣୀ କୁନି ପୁଅ ସହ ବହୁତ ଗୁଡେ ଫଟୋ ନିଜ ଇଂଷ୍ଟାରେ ଛାଡିଛନ୍ତି ଓ ମାଉସୀ ହୋଇଛନ୍ତି ବୋଲି ଖୁସି ପ୍ରକାଶ କରିଛନ୍ତି । ତେବେ ଆପଣଙ୍କୁ ତାରିଣୀଙ୍କ ଅଭିନୟ କେମିତି ଲାଗେ ତାହା ଆମକୁ ନିଶ୍ଚିନ୍ତ କହିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *